Browsing Category

ଜିଲ୍ଲା

ତହସିଲଦାର ଓ ଏସଡିପିଓ ମିଶି ପଞ୍ଚାନନ କ୍ଲିନିକ୍ କୁ ସିଲ କଲେ ।

ଶେରଗଡ,୧୫/୦୭(ପିପିଟି); ଶେରଗଡ଼ ରମୁଣି ସାହିରେ ଥିବା ପଞ୍ଚାନନ କ୍ଲିନିକ୍ କୁ ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ,ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନ ପହଞ୍ଚି ସିଲ କରିଛନ୍ତି। ଉକ୍ତ କ୍ଲିନକରେ ରୋଗୀ ମାନେ
Read More...

ମହାନଦୀ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

ଉଲୁଣ୍ଡା,୧୫/୦୭(ପିପିଟି); ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ବିବାହିତା ମହିଳା ମହାନଦୀ ବ୍ରିଜ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଖବର ରୁ
Read More...

କୋଭିଡ କେୟାର ହୋମରେ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ।

କୋଦଳା,୧୫/୦୭(ପିପିଟି); କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା । ଜନ ସାଧାରଣ କିପରି ସୁସ୍ଥ ରହିବେ ସେ ନେଇ ସଚେତନ କରୁଛି ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ଅଣାୟତ । କୋଦଳା ଏନ୍ଏସିରେ ମଧ୍ୟ ସଂକ୍ରମିତଙ୍କ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୪୮୯୮ , ସୁସ୍ଥ ସଂଖ୍ୟା ୯୮୬୪ ଓ ମୃତ ସଂଖ୍ୟା ୭୭ ।

ଭୁବନେଶ୍ଵର,ତା-୧୫/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୬୨୧ ମଧ୍ୟରୁ ୨୭୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୩ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୫୩୦ ମଧ୍ୟରୁ ୯୭୨
Read More...

ସ୍ଥିତିରେ ସୁଧାର ତଥାପି କାଲିଠାରୁ ସଟ ଡାଉନ ।

ଭଞ୍ଜନଗର,୧୪/୦୭(ପିପିଟି); ଆଜି ଗୋଟିଏ ଦିନ ଭଞ୍ଜନଗର ଜନସାଧାରଣଙ୍କ ପାଇଁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇ ଥିବା ବେଳେ ଆସନ୍ତା କାଲି ଠାରୁ ପୁଣି ସଟ ଡାଉନ ଘୋଷଣା କରାଯାଇଛି।ଗତ ମାସ
Read More...

ଷ୍ଟ୍ରିଟ୍ ରୋମିଓଙ୍କୁ ସାବାଡ କଲା ପଦ୍ମପୁର ପୁଲିସ ।

ପଦ୍ମପୁର,୧୪/୦୭(ପିପିଟି); ପଦ୍ମପୁର ଉପଖଣ୍ଡ ସଦର ମହକୁମା ଅଞ୍ଚଳରେ ସନ୍ଧ୍ୟାରେ ପ୍ରାୟ ଲୋକେ ଇଭିନିଙ୍ଗ୍ ୱାର୍କ ପାଇଁ ଯାଉଛନ୍ତି କିନ୍ତୁ ସନ୍ଧ୍ୟାରେ ଚାଲିବ ପାଇଁ ଯାଉଥିବା ସମୟରେ ନୀତି ଦିନ କିଛି ଷ୍ଟ୍ରିଟ୍ ରିମିଓ ଝିଅ
Read More...

ତହସିଲଦାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ପଦ୍ମପୁର,୧୪/୦୭(ପିପିଟି); ଆଜି ପଦ୍ମପୁରର ଝାରବନ୍ଧ ସ୍ଥିତ ଚାନ୍ଦିନୀ ଚୌକ ଠାରେ ତହସିଲଦାର ପର୍ଶୁରାମ ପଣ୍ଡା ସ୍ଥାନୀୟ ସାମ୍ବାଦିକ ନକୁଳ ସାହୁ,ଜହନ କୁମ୍ଭାର ଓ ପ୍ରଦୀପ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡି କର୍ମୀଙ୍କୁ
Read More...

କୋଭିଡ କେରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ।

ବ୍ରହ୍ମପୁର, ୧୪/୦୭; କୋଭିଡ କେର ସେଣ୍ଟର, ପାଲୁର ହିଲରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବହୁ ସମସ୍ୟା ଅଛି । ଆକ୍ବା ପାଖରେ ଘଣ୍ଟା ଘଣ୍ଟା ଛିଡାହେଲେ ମଧ୍ୟ ଗୋଟିଏ ବୋତଲ ପାଣି ମିଳୁନାହିଁ । ସମସ୍ତ ରୋଗୀ ଗରମ ପାଣି ପାଇଁ
Read More...