Browsing Category

ଜିଲ୍ଲା

ଆସ୍କା ଠାରେ ବିଜେଡି କାର୍ଯ୍ଯାଳୟ ଉଦ୍‌ଘାଟନ ହୋଇଯାଇଛି ।

ଆସ୍କା,୧୬/୦୯(ପିପିଟି);ବିଜେଡି ପକ୍ଷରୁ ଆସ୍କ ମୁଖ୍ୟ ସଡକ ଶିଶୁ ମନ୍ଦିର ନିକଟରେ ଆସ୍କା ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ତଥା ପୋଲସରା…
Read More...

ପୋଲସରା ଟ୍ରାକ୍ଟର ମାଲିକ ସଂଘ ତରଫରୁ ଜୋର ଜୁଲମ କର ଆଦାୟ ପ୍ରତିବାଦରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ ।

ପୋଲସରା,୧୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ମାଁ ଦକ୍ଷୀଣ କାଳି ଟ୍ରାକ୍ଟର ମାଲିକ ସଂଘ ତରଫରୁ କରୋନା ମହାମାରୀ ଜନିତ ସଙ୍କଟ ସମୟରେ ପ୍ରାୟ ପାଞ୍ଚ ରୁ ଛଅ ମାସ ପର୍ଯ୍ୟନ୍ତ ଟ୍ରାକ୍ଟର ପରିବହନ ବନ୍ଦ ରହିଲା ।…
Read More...

ଶଙ୍କର ସୁବୁଦ୍ଧି ହେଲେ ବାଚସ୍ପତିଙ୍କ ପ୍ରତିନିଧି ।

କୁକୁଡାଖଣ୍ଡି,୧୬/୦୯(ପିପିଟି); ଓଡିଶା ବିଧାନସଭା ବାଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ…
Read More...

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ ।

ଯାଜପୁର,୧୬/୦୯(ପିପିଟି);ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ। ଆଜି ଅପରାହ୍ନରେ ଏହି ଟିମ ରସୁଲପୁର ବ୍ଳକର ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି।…
Read More...

ନିଡାମ୍ବର ଭାବେ ବିଶ୍ୱକର୍ମା ପୂଜା ।

ପଦ୍ମପୁର,୧୬/୦୯(ପିପିଟି); ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳ ସୋହେଲା,ବିଜେପୁର ଦିପ୍ତିପୁର, ଝାରବନ୍ଧ,ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଞ୍ଚଳରେ ଥିବା ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ଆଜି ସୃଷ୍ଟିର ପାଳନ…
Read More...

ମନରେଗା ଶ୍ରମିକଙ୍କ ୮ ଦଫା ଦାବୀ ହାସଲ ପାଇଁ ୧୬ ମିନିଟ୍ ଘଣ୍ଟ ଥାଳି ପ୍ରତିବାଦ ।

ବ୍ରହ୍ମପୁର, ୧୬/୦୯(ପିପିଟି); ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ମନରେଗା ଶ୍ରମିକଙ୍କ ୮ ଦଫା ଦାବିରେ କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଅର୍ଥାତ୍ ୧୬…
Read More...

ଅଜଣା ରୋଗ ପୋକ ଆତଙ୍କ,ଚାଷୀର ମୁଣ୍ଡରେ ଚଡକ ।

ପଦ୍ମପୁର,୧୬/୦୯(ପିପିଟି); କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲେ । ହେଲେ ବର୍ତ୍ତମାନ ଧାନ ଚାଷରେ ଅଜଣା ରୋଗପୋକ ଆତଙ୍କ ଚାଷୀର ମୁଣ୍ଡରେ ଚଡକ ସଦୃଷ ପଲଟିଛି ।…
Read More...

ସରକାରୀ ସହାୟତା ନପାଇ ନରସିଂହ ଗୌଡ କିଡିନୀ ରୋଗରେ ମୃତ ।

ଫୁଲବାଣୀ,୧୬/୦୯(ପିପିଟି); ଫୁଲବାଣୀ ପୌରପରିଷଦ ୮ ନମ୍ବର ୱାର୍ଡର ନରସିଂହ ଗୌଡ଼ ୨ ବର୍ଷ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବିକା ହରାଇ ସରକାରୀ ସାହାଯ୍ୟ ପାଇଁ ଅପେକ୍ଷା କରି କରି ଶେଷରେ ମୃତ୍ୟୁ ବରଣ କଲେ । ମୃତ…
Read More...

ଧବଳପୁରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୧୬/୦୯(ପିପିଟି ); ଶେରଗଡ ବ୍ଳକ ଅନ୍ତର୍ଗତ ଧବଳପୁର ଗ୍ରାମରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମାଜକୁ ନୂଆଁ ଦିଶା ଦେଖାଇବା ସହ ଲୋକକଳା ସଂସ୍କୃତିକୁ ବଜାୟ ରଖିବା ଦୀକ୍ଷାନ୍ତ…
Read More...