Browsing Category

ଜିଲ୍ଲା

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚାୟତରେ ବିଶୋଧକ ସିଞ୍ଚନ ଓ ମାସ୍କ ବଣ୍ଟନ ।

ଢେଙ୍କାନାଳ,(ପିପିଟି)୦୨/୦୫ ,ଆଜି ଢେଙ୍କାନାଳ ବିଜୁ ଛାତ୍ର ଜନତା ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ସଦର ବ୍ଲକର ତରଭା ଓ ନୂଆଗାଁ ଗ୍ରାମପଞ୍ଚାୟତକୁ ବିଶୁଦ୍ଧିକରଣ କରିବା ସହିତ ମାସ୍କ ବଣ୍ଟନ ଏବଂ ଲୋକମାନଙ୍କୁ
Read More...

୬୧୦୦ ଲିଟର ଦେଶୀ ମଦ ଜବତ,ଚାରି ଜଣ ଗିରଫ ।

ବେଲଗୁଣ୍ଠା,(ପିପିଟି)୦୨/୦୫ ,କରୋନା ପାଇଁ ମଦ ଦୋକାନ ବନ୍ଦ ଥିବା ବେଳେ ବହୁ ଜାଗାରେ ଚୋରା ମଦ କାରବାର ବୃଦ୍ଧି ପାଇଛି ।ଫଳରେ ପୋଲିସ ଓ ପ୍ରଶାସନ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖି ଦେଶୀ ,ବିଦେଶୀ ମଦ ଜବତ କରି ଚୋରା ମଦ
Read More...

ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟରେ ସୁରତରୁ ଆସିଥିବା ୫୬ଜଣ କ୍ବାରେଣ୍ଟାଇନ ରେ ରହିଲେ ।

ଶେରଗଡ,(ପିପିଟି)୦୨/୦୫ଶେରଗଡ଼ ବ୍ଲକ କୁ ଶନିବାର ଅପରାହ୍ନ ୩ଟା ବେଳେ ସୁରତରୁ ପୁଣି ଏକ ବସ ଆସି ପହଞ୍ଚିଛନ୍ତି।ଉକ୍ତ ଗାଡ଼ିରେ ୫୬ଜଣ ଯାତ୍ରୀଙ୍କୁ ଶେରଗଡ଼ ନିକଟସ୍ଥ ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟ ରେ ରଖାଯାଇଛି।ଉକ୍ତ ୫୬ ଜଣ
Read More...

ସୁରତ ପାଣ୍ଡେଶ୍ଯରା ରୁ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।

ପୋଲସରା,(ପିପିଟି)୦୨/୦୫, ସୁରତ ପାଣ୍ଡେଶ୍ଯରା ରୁ ବସ୍ ଯୋଗେ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।ଆଜି ପ୍ରବାସୀ ଓଡିଆଙ୍କୁ ଧରି ବସ୍ ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଅପରାହ୍ନ ୩ଟା ୧୫ ମିନଟରେ ପହଞ୍ଚିଥିଲା ।
Read More...

ଉଦ୍ଧାର ହେଲା ୧୨ଫୁଟର ଅହିରାଜ।

ପାତ୍ରପୁରୁ,୦୨/୦୫,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ଉଚ୍ଚ ନୋଡାଲ ସ୍କୁଲରୁ ଗତକାଲି ଏକ ୧୨ ଫୁଟର ଅହିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ । ସାରା ଦେଶରେ ଲକ୍ ଡାଉନ ଜାରୀ
Read More...

ମାସ୍କ ବାଣ୍ଟି ସଚେତନତାର ବାର୍ତ୍ତା ଦେଲେ ଏସପି ।

ଉଲୁଣ୍ଡା,(ପିପିଟି)୦୨/୦୫ , ସାରା ବିଶ୍ୱରେ କରୋନା ଭୁତାଣୁ ଆତଙ୍କ ଖେଳାଇ ଥିବା ବେଳେ ତାକୁ କିଭଳି ରୋକା ଯାଇପାରିବ ତାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନିଆଯାଉଛି ।ଏ ନେଇ
Read More...

ତୈଲିକ ବୈଶ୍ୟ ସମାଜ ପକ୍ଷରୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି)୦୨/୦୫, ଆକସ୍ମିକ ଭାବେ ଉଭା ହୋଇଥିବା କରୋନା ମହାମାରୀର ମୁକାବିଲା ସକାଶେ ବରଗଡ ଜିଲ୍ଲା ତୈଲିକ ବୈଶ୍ୟ ସମାଜ ତରଫରୁ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୨୧ହଜାର ଟଙ୍କାର ବ୍ୟାଙ୍କ
Read More...

ବିଶ୍ୱ ଶ୍ରମିକ ଦିବସରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ ଭାବ ଉପରେ ପ୍ରଶ୍ନ…

ବିଶ୍ୱ ଶ୍ରମିକ ଦିବସରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ ଭାବ ଉପରେ ପ୍ରଶ୍ନ ଉଠାଇଲେ ।ବୋଲଗଡ ,(ପିପିଟି)୦୨/୦୫,ମଇ ୧ତାରିଖକୁ ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ
Read More...

ଶ୍ଯାମା ପୂଜା କମିଟି ପକ୍ଷରୁ ସାନିଟାରାଇଜ୍ ଓ ସାବୁନ ବଣ୍ଟନ ।

ଯାଜପୁର,(ପିପିଟି)୦୨/୦୫ ,ଯାଜପୁର ଟାଉନ୍ ନାରାୟଣ ଛକ ଠାରେ ଶ୍ଯାମା ପୂଜା କମିଟି ପକ୍ଷରୁ ଭବ ପ୍ରସାଦ ଦାସଙ୍କ ନେତୃତ୍ବରେ ସାନିଟାରାଇଜ୍ ଓ ସାବୁନ ବଣ୍ଟନ କରାଯାଇଛି ।ରିପୋର୍ଟ - ଦେବ କୁମାର ।
Read More...

ବ୍ୟବସାୟୀ ମାନଙ୍କର ବେପରୁଆ ମନୋଭାବ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା କରାଇଲେ ।

ବରଗଡ଼,(ପିପିଟି)୦୨/୦୫ , କୋଭିଡ୍ ୧୯ ଭୁତାଣୁ ଜନିତ ସଂକ୍ରମଣ ପାଇଁ ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟର ଲକ୍ ଡାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକ ତଥା ଅନ୍ୟ କିଛି ଦୋକାନ ଖୋଲିବା ପାଇଁ ଉଭୟ ରାଜ୍ୟ ଓ
Read More...