Browsing Category

ଜିଲ୍ଲା

କ୍ଷୁଦ୍ର ବ୍ଯବସାୟୀଙ୍କ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୪/୦୫, କରୋନା ପ୍ରଭାବରେ ସାରାଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତି ଓ ସଙ୍ଗଠନ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସେହିପରି ଭଞ୍ଜନଗର
Read More...

ରାସ୍ତାକଡ଼ରୁ ହଟିଲା ପନିପରିବା ଦୋକାନ ।

ରାମନାଗୁଡା,(ପିପିଟି ନ୍ଯୁଜ୍)୧୪/୦୫,ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ସୃଷ୍ଟି ହୋଇଥିବା ବେଳେ ରାମନାଗୁଡା ବ୍ଲକ ନିକଟସ୍ଥ ଆନ୍ଧ୍ର-ଓଡ଼ିଶା ସଂଯୋଗ କରୁଥିବା ଛକ ନିକଟରେ  ମୁଖ୍ୟରାସ୍ତା କଡ଼ରେ ଜନଗହଳି
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧୧ ଛୁଇଁଲା ।ଗଞ୍ଜାମ ଜିଲ୍ଲାରେ ୪୨ ଚିହ୍ନଟ ସହିତ ସଂଖ୍ୟା ୨୫୨ ।

ଭୁବନେଶ୍ଵର ,(ପିପିଟି)୧୪/୦୫ ,ଆଜି ଓଡିଶା ରେ ଅଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୫୨ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା
Read More...

ଢେଙ୍କାନାଳ ପୌରପାଳିକା ପକ୍ଷରୁ ଭତ୍ତା ବଣ୍ଟନ ।

ଢେଙ୍କାନାଳ,(ପିପିଟି ନ୍ଯୁଜ୍)୧୩/୦୫,ଆଜି ଢେଙ୍କାନାଳ ପୌରପାଳିକା ତରଫରୁ ୬୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ୪ ମାସର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଗଲା। ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ
Read More...

ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପାଠ୍ୟପୁସ୍ତକ ବଣ୍ଟନ ।

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୩/୦୫ , ସାରାବିଶ୍ୱ ଏବେ କରୋନା ସଂକ୍ରମଣ ଯୋଗୁଁ ଲକ୍ ଡାଉନ ଥିବାବେଳେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।ଯାହା ଫଳରେ କୁନିକୁନି ଛାତ୍ର ଛାତ୍ରୀ ମାନେ
Read More...

ଭଞ୍ଜନଗର କୋଭିଡ ହସ୍ପିଟାଲ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୩/୦୫,ପୂର୍ବରୁ ଗଞ୍ଜାମ ଜିଲ୍ଲା ରେ କରୋନା ସ୍ଥିତି ନିୟନ୍ତ୍ରଣ ରେ ଥିବା ବେଳେ ପ୍ରବାସୀ ଓଡିଆମାନେ ଆସିବା ପରେ ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ
Read More...

ପୋଲସରାରେ ବିଶୋଧକ ସିଞ୍ଚନ କରାଗଲା ।

ପୋଲସରା,(ପିପିଟି)୧୩/୦୫, ପୋଲସରା ଏନ୍ଏସି ରେ ଥିବା ଆଞ୍ଚଳିକ ମହିଳା ମହାବିଦ୍ୟାଳୟ କୋଭିଡ୍ ୧୯ କ୍ବାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ଦ୍ରବ୍ୟ ସିଞ୍ଚନ କରାଯାଇଛି ।ଅଗ୍ନିଶମ ଅଧିକାରୀ ରୁଦ୍ର ମାଧବ
Read More...

ପ୍ରବାସୀମାନଙ୍କ ଦୁଃଖ ବୁଝି ରନ୍ଧା ଖାଦ୍ୟ ଯୋଗାଇଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା ।

ହିଞ୍ଜଳିକାଟୁ,(ପିପିଟି)୧୩/୦୫,କରୋନା ଭୂତାଣୁ ମହାମାରୀ ଭାବେ ସାରା ବିଶ୍ବରେ ବଢି ଚାଲିବା ସହ ସଂପୂର୍ଣ୍ଣ ଜୀବନଶୈଳିକୁ ବହୁ ମାତ୍ରାରେ ପ୍ରଭାବିତ କରିଦେଇଛି।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରତ୍ଯେକ ବ୍ଯକ୍ତି ନିଜର ଜୀବନ
Read More...

ଯନ୍ତ୍ରୀଙ୍କ ନୀରବତା ପିଏମଜିଏସୱାଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି ।

କୋଦଳା,(ପିପିଟି)୧୩/୦୫ ,ଗଞ୍ଜାମ ଜିଲ୍ଲାର କୋଦଳା ଠାରୁ ଭାୟା ମର୍ଦ୍ଦମେଖ,ଚଢେୟାପଡା - ମର୍ଦ୍ଦକୋଟ ପିଏମଜିଏସୱାଇ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଫରୱାର୍ଡ ବ୍ଲକ୍ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଛି ।ଉକ୍ତ
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୧୦ ରେ ପହଞ୍ଚିଲା,ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୩୮ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୧୩/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୧୦ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬୮୦୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ 
Read More...