Browsing Category

ଜିଲ୍ଲା

ପୋଲସରା ଏନ୍ଏସି ୬ ଦିନ ସଟ୍ ଡାଉନ୍ ଘୋଷଣା ।

ପୋଲସରା,୦୭/୦୭(ପିପିଟି); ଗଞ୍ଜାମ ଜିଲ୍ଲା  ପୋଲସରା ଅଞ୍ଚଳରେ  କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଯେତିକି କରୋନା ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି 
Read More...

ମଥୁରା ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ ।

ପୋଲସରା,୦୭/୦୭(ପିପିଟି);ଗଞ୍ଜାମ ଜିଲ୍ଲା  ପୋଲସରା ଅଞ୍ଚଳରେ କରୋନା ସଂକ୍ରମଣକୁ  ନେଇ  ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିକୁ ଅତି ଗୁରୁତର ସହ ନେଇ  ପୋଲସରା  ବ୍ଲକ ମଥୁରା  ପଞ୍ଚାୟତକୁ
Read More...

ଟେଣ୍ଟ୍ ମାଲିକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

ପଦ୍ମପୁର,୦୭/୦୭(ପିପିଟି);ବରଗଡ ଜିଲ୍ଲାରେ କରୋନାଭଳି ମହାମାରୀ ପାଇଁ ବ୍ୟବସାୟରେ ଲିପ୍ତଥିବା ଟେଣ୍ଟ ହାଉସ ମାଲିକ ମାନେ ବେ-ସାହାରା ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ପଦ୍ମପୁର ଉପଖଣ୍ଡ ଟେଣ୍ଟ ମାଲିକ ସଂଘ ଆଜି
Read More...

ଗୋଟିଏ ପରିବାରର ୨ଝିଅଙ୍କ ମୃତ୍ୟୁ କୁ ନେଇ କାରଣ ଅସ୍ପଷ୍ଟ ।

ଭଞ୍ଜନଗର,୦୭/୦୭(ପିପିଟି); ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ପୁଷ୍ପ ନଗର ଗ୍ରାମର ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅଙ୍କର ଅକାଳରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି। ଗତକାଲି ରାତିରେ
Read More...

କରୋନା ସଂକ୍ରମଣ ଭୟାବହତା ଯୋଗୁଁ ମନରେଗା ଶ୍ରମିକଙ୍କ ୮ ଜୁଲାଇ ପଦଯାତ୍ରା ସାମୟିକ ସ୍ଥଗିତ ।

ବ୍ରହ୍ମପୁର, ୦୭/୦୭(ପିପିଟି); କରୋନା ମହାମାରୀ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ କବଳିତ କରିଚାଲିଛି ।ହିଞ୍ଜିଳିକାଟୁ,ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, ପୁରୁଷୋତ୍ତମପୁର ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି
Read More...

ବନ ମହାେତ୍ସବ ସପ୍ତାହ ଉପଲକ୍ଷେ ଚାରା ରାେପଣ ।

ପଦ୍ମପୁର,୦୭/୦୭(ପିପିଟି); ପଦ୍ମପୁର ବନବିଭାଗ ରେଞ୍ଜ ତରଫରୁ ୭୧ତମ ବନମହାେତ୍ସବ ସପ୍ତାହ ଅନୁଷ୍ଠିତ ହାେଇଯାଇଛି ।ଏ ଅବସରରେ ଜଗଦଲପୁର ବନସେକସନ୍ ତଥା ବିଟ୍ ର ମଣିପୁର ପିଆରଏଫ ଠାରେ ଆଜି ଚାରା ରାେପଣ କାର୍ଯ୍ୟକ୍ରମ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୦ ହଜାର ପାର, ୨୪ ଘଣ୍ଟାରେ ନୂତନ ଆକ୍ରାନ୍ତ ୫୭୧ ।

ବନେଶ୍ଵର,ତା-୦୭/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୬୨୧ ମଧ୍ୟରୁ ୧୩୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୧ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୦୨୯ ମଧ୍ୟରୁ ୭୫୫ ଜଣ
Read More...

ଜରଡା ମାଉସୀମା ମନ୍ଦିରରୁ ଅହିରାଜ ଉଦ୍ଧାର ।

ପାତ୍ରପୁର,୦୬/୦୭(ପିପିଟି); ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ପାର୍ଥ ସାରଥୀ ଧାମ ତଥା ପାତ୍ରପୁର ବ୍ଳକ ଜରଡା ମାଉସୀମା ମନ୍ଦିରରୁ ଆଜି ଏକ ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ଖବର ପାଇ ରେଞ୍ଜର ରଜତ କୁମାର ମିଶ୍ର
Read More...