Browsing Category

ଜିଲ୍ଲା

ସମାଜ ମଙ୍ଗଳ ଅଧିକାରୀଣୀଙ୍କ ଅନୈତିକ କାର୍ଯ୍ୟକୁ ଅଙ୍ଗନୱାଡି କର୍ମୀ ସଙ୍ଘର ବିରୋଧ ।

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୪/୦୫,ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ସଭାପତି ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କର୍ମୀ ଓ ସହାୟିକାଙ୍କ ସମସ୍ୟା
Read More...

ସମାଜର ଦୁର୍ଦ୍ଦିନରେ ସାହାଯ୍ୟ,ସହଯୋଗର ହାତ ବଢ଼ାଇ ଥିବା ଦରଦୀ ବନ୍ଧୁ,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ।

କେନ୍ଦୁଝର,୧୪/୦୫, ସ୍ବାମପାଟଣା,ଘଟଗାଁ ଗଦାଧରପୁର ଅଞ୍ଚଳର କିଛି ଶ୍ରମିକ ଯାଜପୁର,ବରୀ ବ୍ଲକର ବିଭିନ୍ନ ଗ୍ରାମରେ ପେଟପାଟଣା ସକାଶେ କାମଧନ୍ଦା କରବାକୁ ଯାଇଥିବା ବେଳେ କରୋନାମହାମାରୀର ତାଲାବନ୍ଦ ଯୋଗୁଁ ଫସି ଯାଇଥିଲେ । ଏହି
Read More...

ପାତ୍ରପୁର ବ୍ଲକ ସଙ୍ଗରୋଧ କେନ୍ଦ୍ର କୌତୂହଳ ପୂର୍ଣ୍ଣ କାର୍ଯ୍ୟକ୍ରମ ।

ପାତ୍ରପୁର,(ପିପିଟି ନ୍ଯୁଜ୍)୧୪/୦୫,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ର ବିଭିନ୍ନ ସଙ୍ଗରୋଧ ଗୃହରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି ।ଆଜି ବ୍ଲକର ରାଙ୍କୁଡା ସ୍ଥିତ ଗୃହରେ ବିଭିନ୍ନ ପ୍ରକାର ଗପକହିବା ସହ
Read More...

ପୋଲସରା ବିଧାୟକ ବିଭିନ୍ନ କ୍ବାରେଣ୍ଟାଇନ୍ ସେଣ୍ଟର ବୁଲି ତଦାରଖ କଲେ ।

ପୋଲସରା,(ପିପିଟି ନ୍ଯୁଜ୍)୧୪/୦୫,ପୋଲସରା ନିର୍ବାଚନ ମଣ୍ଡଳୀର ଚଢ଼ିଆପଡା,ପଙ୍କଳବାଡ଼ି,କଣଛାଇ,ହାତୀପାଦପଲ୍ଲୀ,ଗରେଇଝୁଳି,କେନ୍ଦୁବାଡି,ପାଙ୍ଗିଡି,ଅନ୍ତରପଡା, ତାଳସାକର ଓ ଖୋଳଖାଳି ଗ୍ରାମରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ
Read More...

ଭାରତୀୟ ଜନତା ପାର୍ଟି ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ ।

ସାନଖେମୁଣ୍ଡି (ପିପିଟି ନ୍ଯୁଜ୍)୧୪/୦୫, କରୋନା ଭୁତାଣୁ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ କୁ ତଳିତଳାନ୍ତ କରିସାରିଲାଣୀ କୋଭିଡ଼ ୧୯ । ବିଶ୍ୱ ର ସମସ୍ତ ବୈଜ୍ଞାନିକ କରୋନା ଭୁତାଣୁ ର ପ୍ରତିଷେଧକ ଟୀକା
Read More...

କେନ୍ଦୁପତ୍ର ଫଡ଼ିରେ କାର୍ଯ୍ଯ କରୁଛନ୍ତି ନାବାଳକ ମାନେ ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୪/୦୫,ନାବାଳକ ମାନଙ୍କୁ ଶ୍ରମିକ ଭାବେ କାମ ନ ଲଗାଇବାକୁ ଶକ୍ତ ନିୟମ ରହିଛି ମାତ୍ର ଏ ହେଉଛି କଳାହାଣ୍ଡି ଜିଲ୍ଲା କେଗାଁ ଉପଖଣ୍ଡରେ ଥିବା ବିଭିନ୍ନ କେନ୍ଦୁପତ୍ର ଫଡିରେ ସମସ୍ତ ନିୟମକୁ
Read More...

ସ୍ୱର୍ଗତ ସୁବାଷ ଚୌହାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୪/୦୫,ପଦ୍ମପୁର ଉପଖଣ୍ଡ ର ପବିତ୍ର ତୀର୍ଥସ୍ଥଳୀ ନୃସିଂହନାଥ ର କପିଳମୁନି ଆଶ୍ରମ ଠାରେ ପାଇକମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଧବଳେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ
Read More...

ପାତ୍ରପୁର ଦମକଳ ବାହିନୀ ତରଫରୁ ବିଶୋଧକ ସିଞ୍ଚନ ।

ପାତ୍ରପୁରୁ,(ପିପିଟି ନ୍ଯୁଜ୍)୧୪/୦୫,ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପାତ୍ରପୁର ଦମକଳ ବାହିନୀ ତରଫରୁ ଷ୍ଟେସନ ଅଫିସର ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ବିଶୋଧନ
Read More...

ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୧୪/୦୫,କରୋନାର ସଫଳ ମୁକାବିଲା ଓ ଓଡିଶା ବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବାହାରେ ଥିବା ପ୍ରବାସୀ ମାନଙ୍କ ଓଡିଶା ଆଗମନ ପରେ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇଛି ।ଏଠାରେ ପ୍ରବାସୀ
Read More...

ଇଟାଭାଟିରୁ ଭିଟାମାଟି ମୋହ,ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଗାଡି କରି ପଠାଇଲେ ଗାଙ୍ଗପୁର ପୁଲିସ୍ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୧୪/୦୫,କରୋନା ଲକ୍ ଡାଉନ୍ ପ୍ରଭାବିତ କରଛି ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ।ହେଲେ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ବର୍ଗର ଲୋକମାନେ ।ଲକ୍ ଡାଉନ୍ ସେମାନଙ୍କ ମୁହଁରୁ
Read More...