Browsing Category

ଜିଲ୍ଲା

ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଗୁଲୁଣ୍ଠି ସରପଞ୍ଚ ଓ ପୂର୍ବତନ ସରପଞ୍ଚ ।

ରାମନାଗୁଡା,(ପିପିଟି)୧୦/୦୬,ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁଲୁଣ୍ଠି ଗ୍ରାମପଞ୍ଚାୟତର ସାବରଡାଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମଣ୍ଡି ନାହିଁ, ଅସାଧୁ କପା ବେପାରୀଙ୍କ କବଜାରେ କପା ଚାଷୀ ।

ଶେରଗଡ,(ପିପିଟି)୧୦/୦୬, କରୋନା ଆତଙ୍କ ରେ ସମଗ୍ର ବିଶ୍ୱର ଜନ ସାଧାରଣ ଆତଙ୍କିତ ହୋଇଥିବା ବେଳେ । କପା ଚାଷୀ ମାନଙ୍କର ଦୁଃଖ ବି ଏଥିରେ ସାମିଲ ହୋଇଛି ସରକାରୀ ଦର ୫୮ ଟଙ୍କା ଥିବା ବେଳେ ମାତ୍ର ଶାଗ ମାଛ ଦର ଭଳି
Read More...

ଘରୋଇ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ ତାତିଲେ ମହିଳା ।

ଭଞ୍ଜନଗର,(ପିପିଟି)୧୦/୦୬, ଆଜିକାଲି ବହୁ ଘରୋଇ ଫାଇନାନ୍ସ କମ୍ପାନୀ ବିଭିନ୍ନ ଗ୍ରୁପ ଗଠନ କରି ସେମାନଙ୍କୁ ଋଣ ପ୍ରଦାନ କରି ଭଲ ଲାଭବାନ ହେଉଥିବାରୁ ଦିନକୁ ଦିନ ଅନେକ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟ କ୍ଷେତ୍ରରେ
Read More...

କୀଆଝର ଓ ଖଣ୍ଡପଡା ପ୍ରବାସୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ।

ନୟାଗଡ଼ ,(ପିପିଟି)୧୦/୦୬,ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ କୀଆଝର ପଞ୍ଚାୟତ ପକ୍ଷରୁ ୨ଟି କ୍ଵାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ୬୫ ଜଣ ଓଡ଼ିଆ ପ୍ରବାସୀଙ୍କୁ ପଞ୍ଚାୟତ କତ୍ତୃପକ୍ଷ  ମଙ୍ଗଳବାର ଅପରାହ୍ନରେ ବିଦାୟକାଳୀନ
Read More...

କୁଆଖିଆ ପୁଲିସ ପକ୍ଷରୁ ରକ୍ତଦାନ ଶିବିର ।

ଯାଜପୁର ,(ପିପିଟି)୧୦/୦୬, ଯାଜପୁର ଜିଲ୍ଲା କୁଆଖିଆ ପୁଲିସ ଓ ଆମ ପୋଲିସ ସମିତି ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରରେ ୪୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଯାଜପୁର ଏସ୍ପି ଚରଣ ସିଂ ମିନା ମୁଖ୍ୟ
Read More...

ବିଦ୍ୟୁତ ଆଘାତରେ ବୃଦ୍ଧାଙ୍କ ମୃତ୍ୟୁ ।

ଭଞ୍ଜନଗର,(ପିପିଟି)୧୦/୦୬, ଭଞ୍ଜନଗର ଥାନା ଅନ୍ତର୍ଗତ ତନରଡ଼ା ଗ୍ରାମ ଧୋଡ଼ା ସାହିରେ ଆଜି ସକାଳ ୮ଟା ସମୟରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ଙ୍କର ମୃତ୍ୟୁ ଘଟିଛି।ବଙ୍ଗାଳି ବିଷୋୟୀ(୬୦) ଗାଧେଇ ସାରି ଘର ବାରିପଟେ ଓଦା ଲୁଗା
Read More...

ସଙ୍ଗରୋଧ ଅବଧି ଶେଷ ହେବା ପରେ ପ୍ରବାସୀ ଓଡିଆଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଶେରଗଡ,(ପିପିଟି)୧୦/୦୬,ଦୀର୍ଘ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସେମାନଙ୍କ ଧାର୍ଯ୍ୟ ସମୟ ପୁରି ଯାଇଛି । ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଧବା ମହିଳା ସମସ୍ତ ସେବାରୁ ବଞ୍ଚିତ !

ଶେରଗଡ,(ପିପିଟି)୧୦/୦୬,ଶେରଗଡ଼ ଗ୍ରାମ କେଉଟ ସାହିରେ ବସବାସ କରୁଥିବା ବିଧବା ମହିଳା ଗତକିଛି ବର୍ଷ ହେଲା ଚିର ଅବହେଳିତ ହୋଇ ରହିଛନ୍ତି। ନା ତାଙ୍କୁ ଭତ୍ତା ମିଳୁଛି ନା ପ୍ରଧାନମନ୍ତ୍ରୀ ଆବାସ । ଉକ୍ତ ମହିଳା ଜଣଙ୍କ ହେଲେ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩୨୫୦ ଛୁଇଁଲା,୨୧୩୩ଜଣ ସୁସ୍ଥ ।

ଭୁବନେଶ୍ଵର ,(ପିପିଟି)୧୦/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୪୯ ମଧ୍ୟରୁ ୪୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୩୨୬ ମଧ୍ୟରୁ ୨୮୦ଜଣ ସୁସ୍ଥ  ହୋଇଛନ୍ତି ।ନୂତନ
Read More...

ବଜ୍ରପାତରେ ଥରିଲା ଭଞ୍ଜନଗର, ଜଣେ ଗୁରୁତର ।

ଭଞ୍ଜନଗର,(ପିପିଟି)୦୯/୦୬,ମଙ୍ଗଳବାର ଅପରାହ୍ନରେ ପ୍ରବଳ ବର୍ଷା ଓ ଘଡଘଡି ରେ ସାରା ସହର ଓ ଆଖପାଖ ଅଞ୍ଚଳ ଥରହର ହୋଇ ଯାଇଥିଲା।ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବଜ୍ରପାତ ଘଟିଥିଲା ଏବଂ ଏହାର ପ୍ରଚଣ୍ଡ ଶବ୍ଦ ଜନସାଧାରଣଙ୍କୁ
Read More...