Browsing Category

ଜିଲ୍ଲା

ପଦ୍ମନାଭପୁର ଓ ଗୋକର୍ଣ୍ଣପୁର ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୨/୦୫,ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଓ ଗୋକର୍ଣ୍ଣପୁର ସଙ୍ଗରୋଧ କେନ୍ଦ୍ର ପରିସରରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ଶୁକ୍ରବାର ଦିନ ସାବିତ୍ରୀ ବ୍ରତ ପାଳିତ ହୋଇଥିବା ଜଣାପଡିଛି । ଲକଡାଉନ
Read More...

ଝିଅର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ବଡ଼କୋଦଣ୍ଡା କୁମ୍ଭାର ସାହିରେ ରହୁଥିବା ଖଦାଳ ପ୍ରଧାନଙ୍କ ଝିଅ ମମାଲି ପ୍ରଧାନ ନିର୍ବନ୍ଧ ପରଦିନ ସେହି ସାହିରେ ରହୁଥିବା ପ୍ରେମିକ ପବିତ୍ର ବିଷୋୟୀ ସହ ଫେରାର ହୋଇଯାଇଥିଲା।ଏସମ୍ପର୍କ ରେ
Read More...

କରୋନା ସନ୍ଦିଗ୍ଧ ମହିଳାଙ୍କ ପାଇଁ ବେତାର ଗ୍ରାମକୁ ସିଲ କଲା ପ୍ରଶାସନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ ବେତାର ଗ୍ରାମରେ ରହୁଥିବା ଜଣେ ମହିଳାଙ୍କ ଠାରେ କରୋନା ରୋଗର ଲକ୍ଷଣ ଥିବା ଜଣାପଡିବା ପରେ ପ୍ରଶାସଶନ ତରଫରୁ ସତର୍କତା ଅବଲମ୍ବନ
Read More...

୪୦ ଜଣ ପ୍ରବାସୀ ଓଡ଼ିଆ ଗୁଣପୁର ସଙ୍ଘରୋଧ କେନ୍ଦ୍ର ଠାରୁ ଚାଲିଯାଇଛନ୍ତି ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୨/୦୫, କେସିଙ୍ଗା, ଗୋଳାମୁଣ୍ଡା, କର୍ଲାପଡା ବ୍ଲକର ୪୦ ଜଣ ଶ୍ରମିକ ଥୁଆମୂଳ ରାମପୁର ବ୍ଲକ ଗୁଣପୁର ସଙ୍ଘରୋଧ କେନ୍ଦ୍ର ଠାରୁ ସକାଳ ୮ ଘଣ୍ଟା ସମୟରୁ ୪୨ କିମି ଚାଲି ଚାଲି ମଧ୍ୟାନ୍ନ ୧ ଘଣ୍ଟା
Read More...

ବୀରଜା ମନ୍ଦିର ଚତୁର୍ପାଶ୍ବରେ ୧୪୪, ସାମାଜିକ ଦୂରତ୍ବ ରକ୍ଷାକରି ବ୍ରତ ପାଳିଲେ ମହିଳା ।

ଯାଜପୁର,(ପିପିଟି ନ୍ଯୁଜ୍)୨୨/୦୫, କାହିଁ କେଉଁ ଯୁଗରୁ ପ୍ରଚଳିତ ପ୍ରଥାକୁ ପାଳନ କରୁଛନ୍ତି ମହିଳା । ପୌରାଣିକ ତଥ୍ୟ ଅନୁସାରେ ଆଜିର ଦିନରେ ସାବିତ୍ରୀ ନିଜ ସ୍ବାମୀଙ୍କ ଜୀବନକୁ ଯମଙ୍କ ଠାରୁ ଫେରି ପାଇବାରେ ସକ୍ଷମ ହୋଇଥିଲେ
Read More...

ଚେନାଇ ଫେରନ୍ତାଙ୍କୁ ସମ୍ବଲପୁର ପଠାଇଲା ପ୍ରଶାସନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ଚଳିତ ମାସ ୧୫ତାରିଖରୁ ଲକ୍ ଡାଉନ ଯୋଗୁଁ ଚେନାଇ ରେ ଫସିଥିବା ୮ଜଣ ଦାଦନ ଶ୍ରମିକ ନିଜ ଭିଟାମାଟି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଫେରିବାକୁ ଚାହୁଁଥିବା ବେଳେ ଅନ୍ୟ ଉପାୟ ନପାଇ ସାଇକେଲରେ
Read More...

ସଟସର୍କିଟ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ।

ବୋଲଗଡ,(ପିପିଟି ନ୍ଯୁଜ୍)୨୨/୦୫, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବକ୍ଲ ସାଗରଗାଁ ପଞ୍ଚାୟତ ଦାସରଥି ଦଳାଇଙ୍କ ଘରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ତିନି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଅଜିସକାଳ
Read More...

କରୋନା ଯୋଦ୍ଧା ଅଙ୍ଗନୱାଡି, ଆଶା କର୍ମୀଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା ।

ପଦ୍ମପୁର,(ପିପିଟି ନ୍ଯୁଜ୍) ୨୨/୦ ୫ ,ପଦ୍ମପୁର ନିକଟସ୍ଥ ଜମଲା ଗ୍ରାମ ଠାରେ ଅନୁଷ୍ଠିତ କରୋନା ସଚେତନତା କାର୍ଯ୍ୟକ୍ରମରେ ନିଜର ଜୀବନକୁ ବାଜି ଲଗାଇ ଘର ଘର ବୁଲି କରୋନା ସର୍ଭେ କରୁଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,
Read More...

ଚିରିକିପଡା ଶାସନ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ମହିଳାଙ୍କ ସହିତ ସରପଞ୍ଚ ସାବିତ୍ରୀ ବ୍ରତ ପାଳନ କଲେ ।

ପୋଲସରା,(ପିପିଟି ନ୍ଯୁଜ୍)୨୨/୦୫,ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡା ଶାସନ କ୍ବାରେଣ୍ଟାଇନ୍ ସେଣ୍ଟରରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି ।ହିନ୍ଦୁ ଧର୍ମ ରେ ମହିଳା ମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮୯ ଛୁଇଁଲା,୩୯୩ ଜଣ ସୁସ୍ଥ ।

ଭୁବନେଶ୍ଵର ,(ପିପିଟି)୨୨/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୨୨ରେ ରହିଛି ।ନୂତନ ଆକ୍ରାନ୍ତ ୮୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୧୩୪୪୬ ଜଣଙ୍କ ଟେଷ୍ଟ ସରିଛି । ସେଥି
Read More...