Browsing Category

ଜିଲ୍ଲା

କ୍ୱାରେଣ୍ଟାଇନ୍ ସେଣ୍ଟର୍ ରୁ ଇନଭର୍ଟର ଓ ବ୍ୟାଟେରୀ ଚୋରି ।

ବେଲଗୁଣ୍ଠା,୧୪/୦୯(ପିପିଟି); କ୍ୱାରେଣ୍ଟାଇନ୍ ସେଣ୍ଟର୍ ରୁ ଇନଭର୍ଟର୍ ଏବଂ ବ୍ୟାଟେରୀ ଚୋରି ଅଭିଯୋଗର ତଦନ୍ତ କରି ଗାଙ୍ଗପୁର ପୋଲିସ୍ କେସ୍ ନମ୍ବର ୨୬୨/୨୦୨୦ ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଆଜି କୋର୍ଟ ଚାଲାଣ
Read More...

ଚାଷୀଙ୍କୁ ଆଇ.ଓ.ସି.ଏଲ କର୍ମଚାରୀଙ୍କ ଧମକ ।

ଶେରଗଡ଼,୧୪/୦୯(ପିପିଟି); ଭାରତୀୟ ତୈଳ ନିଗମ ଦ୍ଵାରା ନରେନ୍ଦ୍ରପୁର ଗ୍ରାମରେ ଗ୍ୟାସ ପାଇପ ଲାଇନ ବିଛା ଯାଇଛି। ଏହି ପାଇପ ଲାଇନ ବିଭିନ୍ନ ଲୋକଙ୍କ ଜମି ଦେଇ ଯାଇଛି । ଜମି ଉପରେ ତୈଳ ପାଇପ ଲାଇନ ନେବା ପୂର୍ବରୁ କେତେ
Read More...

ଜାତୀୟ କୃମି ନିରାକରଣ ସପ୍ତାହ ଅବସରରେ ଜିଲ୍ଲାରେ କୃମି ଔଷଧ ବିତରଣ ।

ଛତ୍ରପୁର, ତା.୧୪/୦୯(ପିପିଟି) ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୧ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୃମି ନିରାକରଣ ନିମନ୍ତେ ଔଷଧ ବିତରଣ କରାଯିବ । ଜାତୀୟ କୃମି ନିରାକରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଘରକୁ ଘର
Read More...

ମାସ୍କ ନାହିଁ ତ ଯାତ୍ରୀଙ୍କୁ ଯାତ୍ରା ମନା ।

ଭଞ୍ଜନଗର,୧୪/୦୯(ପିପିଟି); ଆଜି ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ସମସ୍ତ ବସ, ଅଟୋ ରିକ୍ସା ସଙ୍ଘ ସହିତ କୋଭିଡ ପରିଚାଳନା
Read More...

ସିପିଆଇ ଜଗତସିଂହପୁର ଜିଲ୍ଲା ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ।

ଜଗତସିଂହପୁର, ୧୪/୦୯(ପିପିଟି); ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦ୍ଵାରା ଜୀଵିକା,ସ୍ଵାସ୍ଥ୍ଯ,ଶିକ୍ଷା,ନ୍ଯାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ଦାଵି ଓ ମହାସଂକଟଗ୍ରସ୍ଥ ଅର୍ଥନୀତି ସମ୍ପର୍କରେ ଭୁଲ ଓ ମିଥ୍ଯା ତଥ୍ଯ ଦେଇ ସମଗ୍ର
Read More...

ବିଷଧର ସାପ କାମୁଡାରେ ଜଣେ ବୃଦ୍ଧା ମୃତ ।

କବିସୂର୍ଯ୍ଯ ନଗର,୧୪/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକ ଯମୁନା ପଞ୍ଚାୟତର ଓସିଙ୍ଗି ଗ୍ରାମର ଶାନ୍ତି ଲତା ସ୍ବାଇଁ (୬୦)ଙ୍କୁ ରବିବାର ରାତି ୧୨ ଟା ସମୟରେ ବିଷାକ୍ତ ସାପ କାମୁଡିବା ଫଳରେ ତାଙ୍କର
Read More...

ଆତ୍ମହତ୍ୟା କରିଥିବା ଠିକାଦାରଙ୍କ ମୃତ ଦେହ ଠାବ ।

ଜଗତସିଂହପୁର,୧୪/୦୯(ପିପିଟି); ରଘୁନାଥପୁର ଥାନା ଅନ୍ତର୍ଗତ ତାରାପୁର ଠାରେ ମହାନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିବା ଠିକାଦାର ମନୋରଞ୍ଜନ ନାୟକ(ମନି ଭାଈ)ଙ୍କ ମୃତ ଶରୀରକୁ ପାରାଦୀପସ୍ଥ ନେହେରୁ ବଙ୍ଗଳା ପାଖ ଡଙ୍ଗା ରହଣି
Read More...

ସିପିଆଇ ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଠାରେ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ।

ବ୍ରହ୍ମପୁର, ତା୧୪/୦୯(ପିପିଟି); ଦେଶରେ କରୋନା ମହାମାରୀ ଚାଲିଥିବା ବେଳେ ଆଜି ସଂସଦ ଅଧିବେଶନରେ ଆରମ୍ଭ ହୋଇଛି । ସଂସଦରେ ବିରୋଧୀ ଦଳଙ୍କ ପକ୍ଷରୁ ସରକାରଙ୍କୁ କୌଣସି ପ୍ରକାର ପ୍ରଶ୍ନ ପଚାରିବା ପାଇଁ ନିଷିଦ୍ଧ କରାଯାଇ
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୮ ।

ଫୁଲବାଣୀ ,ତା-୧୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୫୫,୦୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୧୮,୬୪୨, ଚିକିତ୍ସିତ ସଂଖ୍ୟା ୩୫,୬୭୩, ମୃତ ସଂଖ୍ୟା ୬୩୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୮ ସହ
Read More...

ସଂପ୍ରତି ସରକାର ହିଁ କଳାକାର ସମାଜର ରକ୍ଷା କବଚ ସାଜିବା ଉଚିତ : ନିର୍ଦ୍ଦେଶକ ସଂଘ ।

ବ୍ରହ୍ମପୁର,ତା.୧୪/୦୯ : ଗଞ୍ଜାମ ଜିଲ୍ଲା ଲୋକ କଳା ନିର୍ଦ୍ଦେଶକ ମାନଙ୍କ ସଂଗଠନ "ମା' କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ" ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ମହାନଗର ଉପକଣ୍ଠ ସ୍ଥିତ ଗୋଳନ୍ଥରା ବିଶ୍ଵକର୍ମା ମନ୍ଦିର
Read More...