Browsing Category

ଜିଲ୍ଲା

ଗୋଚର ଜମି ଜବରଦଖଲ ମୁକ୍ତ ଦାବି ।

କଳାହାଣ୍ଡି ,ତା-୨୬/୦୬(ପିପିଟି); କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ସିଲେଟପଡା ଠାରେ ଗାଈ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ଦୀର୍ଘ ବର୍ଷ ଧରି ଗାଁର କିଛି ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବାରୁ ଗାଈ ଗୋରୁ
Read More...

ସହାୟ ଯୋଜନାରେ କୁଷ୍ଠରୋଗ ମୁକ୍ତ ହିତାଧିକାରୀଙ୍କୁ ଫେମିଲି କିଟ୍ ପ୍ରଦାନ ।

ଭଞ୍ଜନଗର,ତା-୨୬/୦୬(ପିପିଟି); ଆଜି ଭଞ୍ଜନଗର ସ୍ଥିତ ଲେପରସି  କଲୋନୀ ଚିଦାନନ୍ଦ  କୁଷ୍ଠରୋଗ ଆଶ୍ରମ ଠାରେ  ସାମାଜିକ ସୁରକ୍ଷା ଏଵଂ  ଭିନ୍ନକ୍ଷମ ସସକ୍ତିକରଣ  ବିଭାଗ  ତରଫରୁ "ସହାୟ" ଯୋଜନାରେ  କୁଷ୍ଠ ରୋଗରୁ  ମୁକ୍ତ 
Read More...

କଣ୍ଟେନମେଣ୍ଟ ଜୋନ ହେଲା ଭଞ୍ଜନଗର ।

ଭଞ୍ଜନଗର,ତା-୨୬/୦୬(ପିପିଟି); ଭଞ୍ଜନଗର ଏନ.ଏ.ସି ର ୬ ଓ ୧୨ନଂ ୱାର୍ଡରୁ ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ନିର୍ବାହୀ ଅଧିକାରୀ
Read More...

ଫାଇନ ଆଦାୟକୁ ସିପିଆଇ-ଏମଏଲ (ରେଡ଼ଷ୍ଟାର)ର ଦୃଢ ବିରୋଧ ।

ବ୍ରହ୍ମପୁର, ୨୬/୦୬(ପିପିଟି); ଜୁନ ୨୬ ରିଖରେ ଓଡ଼ିଶାର ୧୩ ଗୋଟି ରାଜନୈତିକ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କୁ ସାକ୍ଷାତ କରି ୧୭ ଦଫା ଦାବି ପ୍ରଦାନ କରାଯାଇଥିଲା। ବିକ୍ଷୋଭ
Read More...

ଫସଲ ବୀମା ଦାବିରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ ।

ପଦ୍ମପୁର,ତା-୨୬/୦୬(ପିପିଟି);ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତହସିଲଦାରଙ୍କ କାର୍ଯାଳୟ କୁ ଆଜି ଗାଇସିଲେଟ ମଣ୍ଡଳ ପକ୍ଷରୁ ଘେରାଉ କରାଯାଇଥିଲା । ୨୦୧୯-୨୦ ବର୍ଷର ଫସଲ ବୀମା ପ୍ରଦାନ ଦାବୀରେ କୋଭିଡ-୧୯ କୁ ଆଖି ଆଗରେ
Read More...

ମିଳିସାରିଛି ଜମିପଟ୍ଟା ହେଲେ ଏପର୍ଯ୍ୟନ୍ତ ହୋଇନାହିଁ ଜମି ଚିହ୍ନଟ ।

ଉଲୁଣ୍ଡା,ତା-୨୬/୦୬(ପିପିଟି); ସରକାରଙ୍କ ତରଫରୁ ଭୂମିହୀନ ଗରିବ ପରିବାର କୁ ମିଳିସାରିଛି ଜମିପଟ୍ଟା ହେଲେ ସରକାରୀ କର୍ମଚାରୀଙ୍କ ଉଦାସୀନ ମନୋଭାବ କାରଣରୁ ଏପର୍ଯ୍ୟନ୍ତ ହୋଇପାରିନି ଜମିଚିହ୍ନଟ ।ଏଭଳି ଏକ ଘଟଣା ଦେଖିବାକୁ
Read More...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ।

କଳାହାଣ୍ଡି,ତା-୨୬/୦୬(ପିପିଟି); କୋକସରା ବ୍ଲକ ମୋଟେର ଫାଣ୍ଡି ଅଧୀନରେ ଥିବା ଡହଗାଁ ରାସ୍ତା ପାର୍ଶ୍ୱରେ ନିଜ ବିଲରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି କୁସୁମଖୁଣ୍ଟି ଗ୍ରାମର
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧୮୦,ସୁସ୍ଥ ସଂଖ୍ୟା ୪୨୯୧ ପହଞ୍ଚିଲା ।

ଭୁବନେଶ୍ଵର,ତା-୨୬/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୩୭ ମଧ୍ୟରୁ ୭୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୭୫୨ ମଧ୍ୟରୁ ୪୭୮ ଜଣ ସୁସ୍ଥ ,୦୪ଜଣଙ୍କ
Read More...

କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ।

ପଦ୍ମପୁର,ତା-୨୫/୦୬(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ଓଡିଶା ମାନଚିତ୍ରରେ ବେସ ଜଣାଶୁଣା ହୋଇ ରହିଛି । ବିଶେଷ କରି ପାଇକମାଲ ଅଂଚଳରୁ ପେଟପାଇଁ ସଂଘର୍ଷ କରିବାକୁ ଏଠାକାର ଲୋକ
Read More...

ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ୍ ଏସ୍ଆଇ ।

ବ୍ରହ୍ମପୁର,ତା-୨୫/୦୬(ପିପିଟି); ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନାରେ ଦୁଇ ମାସ ପୂର୍ବେ ପ୍ରୋବେସନ ଏସ୍.ଆଇ ଭାବରେ ସିଦ୍ଧାର୍ଥ କୁମାର ଗୌଡ କାର୍ଯ୍ୟରେ ଯୋଗ ଦେଇଥିଲେ ।ଗୋଟିଏ ମାମଲା ରଫାଦଫା କରିବା ପାଇଁ ୩ ହଜାର
Read More...