Browsing Category

ଜିଲ୍ଲା

ମଦ ପିଇ ନାଳରେ ପଡ଼ି ଯୁବକ ମୃତ୍ୟୁ ।

ଶେରଗଡ,୨୩/୦୭(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଛକ ନିକଟରେ ଥିବା ଦେଶୀ ମଦ ଦୋକାନ ସାମ୍ନା ରେ ଆଜି ସକାଳେ ୧୦ ଘଣ୍ଟ ସମୟ ମଦ ଦୋକାନରୁ ମଦ ପିଇ ରାମଚନ୍ଦ୍ରପୁର ଗ୍ରାମ କୈଳାସ ମହାରଣା (୨୯) ନାମକ ଏକ ବ୍ୟକ୍ତି
Read More...

ଲକଡାଉନ ସୁଯୋଗରେ ଅସାଧୁ ବ୍ୟବସାୟୀଙ୍କ ରାଜ୍,ଆଳୁ କିଲୋ ୩୬ ଟଙ୍କା ପ୍ରଶାସନ ନୀରବ ।

ବେଲଗୁଣ୍ଠା-୨୩/୦୭(ପିପିଟି);କରୋନା ବିପତ୍ତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଲେ ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଆସନ୍ତା ୩୧ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରଖିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନାରର
Read More...

ମୌସମୀ ଖେଳୁଛି ଲୁଚକାଳୀ, ବୋଲଗଡ ଚାଷୀ ନିରାଶ ।

ବୋଲଗଡ,୨୩/୦୭(ପିପିଟି); ଆଷାଢ ସରି ଶ୍ରାବଣ ମାସ ଅଧା ହେବାକୁ ବସିଲାଣି ମାତ୍ର ଏପର୍ଯ୍ୟନ୍ତ ବୋଲଗଡ ବକ୍ଲ ଅଞ୍ଚଳରେ ବର୍ଷା ନାହିଁ ଚାଷୀମାନେ ଚାଷ କାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେତେକ ସ୍ଥାନରେ
Read More...

ଖୁଣ୍ଟପାଲି ହତ୍ୟାକାଣ୍ଡ ପାଇଁ ପୁଲିସର ତଦନ୍ତକୁ ସନ୍ଦେହ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

ପଦ୍ମପୁର,୨୩/୦୭(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ଖୁଣ୍ଟପାଲି ଗ୍ରାମରେ ଜାଣିଶୁଣି ଭିଆଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ପୋଲିସର ଭୂମିକାକୁ ନେଇ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅନେକ ସନ୍ଦେହ
Read More...

ଜଗଦଳପୁର ଠାରେ କୋଭିଡ୍ ସଚେତନତା ରାଲି ।

ପଦ୍ମପୁର,୨୩/୦୭(ପିପିଟି);ବରଗଡ ଜିଲ୍ଲା ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ଗାୟତ୍ରୀ କୁମାରୀ ନନ୍ଦଙ୍କ ଅଧକ୍ଷ୍ୟତାରେ ଏକ କୋଭିଡ୍ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ
Read More...

ରେଡ଼ଜୋନ ହେଲା ଗୌଡ଼ ସାହି, ଏହାକୁ ନେଇ କୋଭିଡ ମନିଟରଙ୍କ ପ୍ରସ୍ତୁତି ପର୍ବ ।

କୋଦଳା,୨୩/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ନେଇ  ଚିନ୍ତାରେ ପ୍ରାଶାସନ । କୋଦଳା ଏନ୍ଏସିରେ ମଧ୍ୟ ବୃଦ୍ଧି  ପାଇଛି ପଜେଟିଭ ସଂଖ୍ୟା । ପୂର୍ବରୁ ୱାର୍ଡ ନଂ ୭ ଓ ୧୦ ରେଡ଼ଜୋନ ଭାବେ
Read More...

ଜନ ସାଧାରଣଙ୍କୁ କରୋନା ଲକ୍ଷଣ ନ ଲୁଚାଇବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ ।

ଛତ୍ରପୁର, ତା- ୨୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ,
Read More...

ଭଞ୍ଜନଗରରୁ ଆଜି ବାହାରିଲେ ୧୩ ପଜିଟିଭ ।

ଭଞ୍ଜନଗର,୨୩/୦୭(ପିପିଟି) କୋରନା ଏବେ ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି।ଆଜି ଗୋଟିଏ ଦିନରେ ଜିଲ୍ଲାର ସର୍ବାଧିକ ୫୪୦ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢି ଚାଲିଛି।ସେଥି
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪୦, ଗଲାଣି ୬୭ ଜୀବନ ।

ବ୍ରହ୍ମପୁର ,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

ପାରଳାଖେମୁଣ୍ଡି,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଜପତି ଜିଲ୍ଲାରେ ଆକ୍ରାନ୍ତ
Read More...