Browsing Category

ଜିଲ୍ଲା

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୮୧,୨୧୫, ମୃତ୍ୟୁ ସଂଖ୍ୟା ୧,୨୪୫ 

ଭୁବନେଶ୍ବର,୨୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୬୩୩ । ବର୍ତ୍ତମାନ ସୁଦ୍ଧା ୪୩,୧୮,୦୭୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୮୧,୨୧୫ ଚିହ୍ନଟ ହୋଇଛନ୍ତି ୨,୬୨,୦୩୧ ଜଣ ସୁସ୍ଥ ହୋଇଥିବା…
Read More...

ରୋଗୀ କଲ୍ୟାଣ ସମିତି ବୈଠକ ; ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଚେରୀ କାନ୍ଥ ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ…

ଗାଙ୍ଗପୁର,୨୪/୧୦(ପିପିଟି); ଆଜି ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାଙ୍ଗପୁର, ବଙ୍କା ଏବଂ ପାଇଲିପଡା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ବେହେରାଙ୍କ…
Read More...

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ଦୁର୍ଗାପୂଜା।

କୋଦଳା,୨୪/୧୦(ପିପିଟି);କୋଭିଡ୍ କଟକଣା ମଧ୍ୟରେ ଆଜି ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମ ଠାରେ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ; ନଗଦ ୧୫,୮୨୦ ଟଙ୍କା, ତାସ୍ ଜବତ ସହ ତିନି ଜୁଆଡ଼ି ଗିରଫ ।

ବେଲଗୁଣ୍ଠା,୨୪/୧୦, କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ କାଲି ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ…
Read More...

ସାଇକେଲ ରାଲି ଦ୍ୱାରା କରୋନା ସଚେତନତା ।

ଭଞ୍ଜନଗର,୨୪/୧୦(ପିପିଟି);ଭଞ୍ଜନଗର ଏନ୍.ଏ.ସି ତରଫରୁ ଆଜି ସକାଳେ ସାଇକେଲ ରାଲି କରି କରୋନା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର…
Read More...

କୋରାନା କଷଣ ଠାରୁ ବଳିଗଲା ବ୍ରେନ୍ ଟ୍ୟୁମର ଯନ୍ତ୍ରଣା।

ବୋଲଗଡ଼,୨୪/୧୦(ପିପିଟି);ବୋଲଗଡ଼ ବ୍ଲକ ଅଞ୍ଚଳର ସାନକଡବ ଗ୍ରାମର କୈଳାଶ ଦଳେଇ(୩୮)ନିଜର ଆଠ ପ୍ରାଣୀ କୁଟୁମ୍ବକୁ ଜଳଖିଆ ବେପାର କରି ଘର ଚଳାଉଥିଲେ ମାତ୍ର କୋରୋନା କଷଣ ଠାରୁ ଆହୁରି ଦୁର୍ବିସହ ହୋଇ ପଡିଛି ତାଙ୍କର ଜୀବନ।…
Read More...

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

ଛତ୍ରପୁର ,ତା-୨୪/୧୦(ପିପିଟି); ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷାରେ…
Read More...

ତିର୍ତ୍ତୋଲ ଅଂଚଳରେ ଅବକାରୀ ବିଭାଗ ଶୋଇଛି , ଗଂଜେଇ ଜବତ କରୁଛି ପୋଲିସ୍ ।

ଜଗତସିଂହପୁର,୨୪/୧୦(ପିପିପିଟି); ତିର୍ତ୍ତୋଲ ଥାନା ଅଞ୍ଚଳରେ ଅବାଧ୍ୟ ଚୋରା ମଦ ଗଞ୍ଜେଇ ବେପାର ଚାଲୁଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗ ଶୋଇ ରହିଥିବା ଦେଖାଯାଉଛି। ଏହି ଅଂଚଳ ବର୍ତମାନ ଚୋରା ନିଶା ବେପାରୀଙ୍କ ଭୂସ୍ବର୍ଗ…
Read More...

ଅସହ୍ୟ ଯନ୍ତ୍ରଣାରେ ଛଟପଟ ଅଜିତ ;ଦୁଇଟି କିଡ଼ନୀ ଖରାପ ;ଆର୍ଥିକ ଅନାଟନ ମଧ୍ୟରେ ପରିବାର ଲୋକ ।

କବିସୂର୍ଯ୍ୟନଗର,୨୪/୧୦; ଅଜିତ ମହାରଣା,ବୟସ ୨୬ବର୍ଷ,ବାପା ରମେଶ ମହାରଣା,କବିସୂର୍ଯ୍ୟନଗର ଗୁଡ଼ିଆଳି ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆଳି ଛକ ଚାରି ନମ୍ବର ୱାର୍ଡର ବାସିନ୍ଦା । ସୂଚନା ପ୍ରକାରେ ଜାନୁଆରୀ ମାସରୁ ଅସହ୍ୟ ଯନ୍ତ୍ରଣାରେ…
Read More...