Browsing Category

ଜିଲ୍ଲା

ନୂଆଖାଇ ବଜାରରେ ପ୍ରବଳ ଭିଡ,କରୋନା କଟକଣାକୁ ମାନିଲେନି ଜନସାଧାରଣ: ପ୍ରଶାସନ ନିରବ ।

ଉଲୁଣ୍ଡା,୨୨/୦୮(ପିପିଟି); ସାରା ପଶ୍ଚିମ ଓଡିଶା ରେ ଗଣାପର୍ବ ନୂଆଖାଇ ପାଇଁ ଆଜି ଓ କାଲି ଦୁଇ ଦିନ ପାଇଁ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇଛି । ଯାହାକି ଏବେ ସମସ୍ୟା ସୃଷ୍ଟି କରିଛି ।ସୁବର୍ଣ୍ଣପୁର ଜିଲ୍ଲା
Read More...

କୋକଲୁଣ୍ଡାରେ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର କୋଭିଡ ଅଧିକାରୀଙ୍କୁ ଦୁର୍ବ୍ୟବହାର,ଠେଲାପେଲା, ମୋବାଇଲ୍ ଛଡାଇନେଲେ ।

ବେଲଗୁଣ୍ଠା,୨୨/୦୮(ପିପିଟି); ସ୍ୱାବ୍ ସଂଗ୍ରହ ପୁର୍ବରୁ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ଉଢଢୁରା ପଞ୍ଚାୟତ କୋକଲୁଣ୍ଡା ଯାଇଥିବା କୋଭିଡ ମୁକାବିଲା ପାଇଁ ବେଲଗୁଣ୍ଠାରେ ସ୍ୱତନ୍ତ୍ର ନିଯୁକ୍ତି ହୋଇଥିବା ଓ.ଏସ.ଡି ଓମ୍
Read More...

ଚୋରା ବାଲି ଚାଲାଣକୁ ବିରୋଧ କରି ସଂଘର୍ଷ: ଜାଳିଦେଲ ଡ୍ରମ୍ଫର ,ଟ୍ରାକ୍ଟର ଓ ବାଇକ ।

ହିଞ୍ଜିଳିକାଟୁ,୨୨/୦୮(ପିପିଟି); ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଅନ୍ତରିଗାଁ ପଞ୍ଚାୟତ କୋଳିଦାସପୁରରେ ଏକ ଭୟାବହ ଘଟଣା ଘଟିଛି । ନଦୀରେ ବେଆଇନ ଚୋରା ଚାଲାଣ ବାଲି ଦିନକୁ ଦିନ ବାଲି ମାଫିଆଙ୍କ ଆତଙ୍କ ସୃଷ୍ଟି କରିଛି ।
Read More...

ନୀଳାଚଳ ଇସ୍ପାତ ନିଗମର ପୁନଃରୁଦ୍ଧର ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିଲେଖିଲେ ପୂର୍ବତନ ମନ୍ତ୍ରୀ…

ଯାଜପୁର,୨୨/୦୮(ପିପିଟି); ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳ ଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ବିକ୍ରି ନକରି ଏହାର ପରିଚାଳନା ଭାର ସେଲ, ଆରଆଇଏନଏଲ କିମ୍ବା ଏନଏମଡିସି ପରି
Read More...

କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ ଯନ୍ତ୍ରୀ ଲାଡି ରବିନ୍ଦ୍ରକୁମାର ନିଲମ୍ବିତ ।

ରାୟଗଡା,୨୨/୦୮(ପିପିଟି); ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର କର୍ମଚାରୀଙ୍କ ମନଇଚ୍ଛା ଅନୁପସ୍ଥିତି, କରୋନା ପରିଚାଳନାରେ ଅସହଯୋଗ ଓ କାର୍ଯ୍ୟରେ ଅବହେଳା ଯୋଗୁଁ କନିଷ୍ଠଯନ୍ତ୍ରୀ ଲାଡି ରବିନ୍ଦ୍ରକୁମାରଙ୍କୁ ନିଲମ୍ବନ
Read More...

ବାଉଁଶଲୁଣ୍ଡି କ୍ଳଷ୍ଟର ତରଫରୁ କୋଭିଡରେ ମୃତ ଶିକ୍ଷକ କୁଶଧ୍ବଜ ଙ୍କ ପରିବାରକୁ ସହାୟତା ।

ଭଞ୍ଜନଗର,୨୨/୦୮(ପିପିଟି); କୋଭିଡ-୧୯ ରେ ମୃତ ଶିକ୍ଷକ କୁଶଧ୍ବଜ ସେଠୀଙ୍କ ଏକାଦଶାହ ଅବସରରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ପଡୋଶୀ ବାଉଁଶଲୁଣ୍ଡି କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣଙ୍କ ପ୍ରତିନିଧି
Read More...

ଭଞ୍ଜନଗର ରେ ନିରାଡ଼ମ୍ବର ଗଣେଶ ପୁଜା ।

ଭଞ୍ଜନଗର,୨୨/୦୮(ପିପିଟି); ଚଳିତ ବର୍ଷ ଭଞ୍ଜନଗର ଠାରେ କୋରନା କଟକଣା ଯୋଗୁଁ ଗଣେଶପୁଜା ଫିକା ପଡିଯାଇଛି।ତେଣୁ ନା ଅଛି ପୂଜା ମଣ୍ଡପ, ସାଜସଜ୍ଜା, ତୋରଣ ଓ ମେଢ଼ର ଆକର୍ଷଣ। ଯାହା ଫଳରେ ପ୍ରତିବର୍ଷ ଭଳି ଏଥର ବିଭିନ୍ନ
Read More...

ବିକ୍ରି ହେଲାନି ମୂର୍ତ୍ତି : କ୍ଷତିରେ କାରିଗର ।

ଉଲୁଣ୍ଡା,୨୨/୦୮(ପିପିଟି); କରୋନା କଟକଣା ଯୋଗୁଁ ଏ ବର୍ଷ ଗଣେଶ ପୂଜା ଗୋଟେ ପ୍ରକାର ବନ୍ଦ ହୋଇଛି । କେବଳ କେହି ଚାହିଁଲେ ଘର କିମ୍ବା ଘର ପରିସରରେ ପୂଜା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ।

ଫୁଲବାଣୀ ,ତା-୨୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୦,୫୦୪, ଚିକିତ୍ସିତ ସଂଖ୍ୟା ୨୪,୫୮୧, ମୃତ ସଂଖ୍ୟା ୩୯୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ
Read More...

ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୭ ।

ରାୟଗଡା ,ତା-୨୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୦,୫୦୪, ଚିକିତ୍ସିତ ସଂଖ୍ୟା ୨୪,୫୮୧, ମୃତ ସଂଖ୍ୟା ୩୯୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ରାୟଗଡା ଜିଲ୍ଲାରେ ଆକ୍ରାନ୍ତ
Read More...