Browsing Category

ଜିଲ୍ଲା

ପୁଲିସ ନିୟନ୍ତ୍ରଣ ବାହାରେ ଫୁଲବାଣୀ ସହର ।

ଫୁଲବାଣୀ,୦୭/୦୯(ପିପିଟି ); ପ୍ରାୟ ପ୍ରତ୍ୟେକ ଦିନ ସହରରେ ଛୋଟ ବଡ଼ ଚୋରି କ୍ରମାଗତ ଭାବେ ଚାଲିଥିବା ବେଳେ ପୋଲିସ ନିୟନ୍ତ୍ରଣକୁ ଆସିପାରୁନାହିଁ ସହର । ପୁଲିସ ଭୟରେ ସହର ଛାଡି ବାହାରକୁ ଚାଲିଯାଇଥିବା ପୁରୁଣା କ୍ରିମିନାଲ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ।

ବ୍ରହ୍ମପୁର ,ତା-୦୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୬,୩୬୪, ଚିକିତ୍ସିତ ସଂଖ୍ୟା ୩୦,୯୧୯, ମୃତ ସଂଖ୍ୟା ୫୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୧ ସହ
Read More...

ଓଡିଶାରେ ସଂକ୍ରାମିତ ସଂଖ୍ୟା ୧,୨୭,୮୯୨,ସୁସ୍ଥ ସଂଖ୍ୟା ୯୬,୩୬୪ ଓ ମୃତ ସଂଖ୍ୟା ୫୫୬ ।

ଭୁବନେଶ୍ଵର,ତା-୦୭/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୨,୧୮୨ ମଧ୍ୟରୁ ୧୪,୦୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ
Read More...

ବନକର୍ମଚାରୀଙ୍କ ଦ୍ବାରା ୫୦ ହଜାର ଟଙ୍କାର ମୂଲ୍ଯବାନ ପଟା ଜବତ, ଜଣେ ଗିରଫ ।

ମାଲକାନଗିରି,ତା:୦୭/୦୯(ପିପିଟି) ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସକାଳ ୬ ଘଟିକା ସମୟରେ ଦୀର୍ଘ ଦିନ ଧରି ଖଟ ପଲଙ୍କ ନିର୍ମାଣ କରି ବିକ୍ରି କରୁଥିବା କୌଣସି ସୂତ୍ରରୁ
Read More...

ନାଏବ ସରପଞ୍ଚ ଭାରପ୍ରାପ୍ତ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ।

ପଦ୍ମପୁର,୦୭/୦୯(ପିପିଟି); ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ତା-୦୭/୦୯/୨୦୨୦ ରିଖ ସକାଳ ୧୦ ଘଣ୍ଟା.୩୦ ମିନିଟ ସମୟରେ
Read More...

ଖରିଫ୍ ଧାନ ସକାଶେ ଏ ଯାବତ୍ ଶତକଡା ୯୯.୬୪ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ ।

ଛତ୍ରପୁର,ତା.୦୭/୦୯(ପିପିଟି); ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ୍ ମୋଡ୍ ରେ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ
Read More...

ସାର କଳାବଜାର;ଉତ୍ଯକ୍ତ ଚାଷୀ ତାଲା ପକାଇଲେ ସୋସାଇଟିରେ।

କବିସୂର୍ଯ୍ଯ ନଗର,୦୭/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତରେ ସାର କଳାବଜାରୀକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ମହାମାରୀର ପ୍ରଭାବରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି
Read More...

ଭିନ୍ନକ୍ଷମ ବନ୍ଦନା ସରକାରଙ୍କ ସହାୟତାରୁ ବଞ୍ଚିତ !

ପଦ୍ମପୁର,୦୭/୦୯(ପିପିଟି); ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ
Read More...

ବିଜେଡି ଆଇଟି ସେଲର ବନ୍ଧୁମିଳନ ଉତ୍ସବ ଓ ଆଲୋଚନାଚକ୍ର ।

ଜଗତସିଂହପୁର,୦୭/୦୯(ପିପିଟି); ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ସ୍ଥିତ ନୁଆଗାଦି ପୀଠରେ ବିଜୁ ଜନତାଦଳ ଆଇଟି ସେଲ୍ ର ବନ୍ଧୁମିଳନ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଯୁବସଂଗଠକ ତାପସ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ
Read More...

ତିର୍ତ୍ତୋଲ ଥାନାରୁ ପୁଣି ଜଣେ ପଜିଟିଭ୍: ଜଗତସିଂହପୁର ଜିଲ୍ଲାରୁ ଆଜି ୬୭ ପଜିଟିଭ୍ ଚିହ୍ନଟ, ୭୮ ସୁସ୍ଥ ।

ଜଗତସିଂହପୁର,୦୬/୦୯(ପିପିଟି); ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ
Read More...