Browsing Category

ଜିଲ୍ଲା

ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୯ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୭୫ ।

ଜଗତସିଂହପୁର,୧୦/୦୯(ପିପିଟି); ଜଗତସିଂହପୁର ଜିଲ୍ଲାରୁ ଗତକାଲି ୯୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୦୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ବିଜେଡି ନେତା କାର୍ଯ୍ୟାଦେଶ ବାଣ୍ଟିବାକୁ ନେଇ କଂଗ୍ରେସ ନେତାଙ୍କ ବିରୋଧ ।

ଜଗତସିଂହପୁର,୧୦/୦୯(ପିପିଟି); ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୌର ପରିଷଦର ପ୍ରଶାସକ ଥିବା ସମୟରେ ପୌରପରିଷଦ କାର୍ଯ୍ୟାଳୟରେ ବିଜେଡି ନେତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର
Read More...

ମୌସୁମୀର ଲୁଚକାଳି ଖେଳଭିତରେ ଲକ୍ଷ୍ୟରେ ପହଞ୍ଚିବାକୁ ଚେଷ୍ଟାକରୁଛି ଗୁଣୁପୁର କୃଷିଜିଲ୍ଲା ।

ରାୟଗଡା,୧୦/୦୯(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର କୃଷିଜିଲ୍ଲା ଅଧିନ ୪ଗୋଟି ବ୍ଲକ ପଦ୍ମପୁର, ରାମନାଗୁଡା, ଗୁଡାରୀ ଓ ଗୁଣୁପୁରରେ ମୌସୁମୀର ଲୁଚକାଳି ଖେଳଭିତରେ କୃଷିବିଭାଗ ଲକ୍ଷ୍ୟରେ ପହଂଚିବାକୁ ଚେଷ୍ଟା ଜାରି ରଖିଛି।
Read More...

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ଓ ମୋ ପରିବାରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ସାନଖେମୁଣ୍ଡି,୧୦/୦୯(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନପ୍ରିୟ ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ଓ ମୋ ପରିବାର କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି
Read More...

ଏହି ବର୍ଷର ପ୍ରଥମ କରି ନୂଆଁଧାନ ଅମଳ କରି ଥିବାରୁ ଚାଷୀଙ୍କ ମନରେ ଖୁସି ।

କଳାହାଣ୍ଡି,୧୦/୦୯(ପିପିଟି); କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାରେ ଏହିବର୍ଷ ଭାଦ୍ରବ ମାସରେ ପ୍ରଥମ କରି ଧାନ ମଡାଇ ଥିବାରୁ ଚାଷୀଙ୍କ ମୁହଁ ରେ ଖୁସିର ଲହରି ସୃଷ୍ଟି କରିଛି । ଏହି ବର୍ଷ ଠିକ୍ ସମୟରେ ବର୍ଷା ହୋଇନଥିବାରୁ
Read More...

ଘର ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ।

କୋଦଳା,୧୦/୦୯(ପିପିଟି); ବୁଧବାର ଠାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଘର କୁ ଘର ବୁଲି ଅମ୍ଳଜାନସ୍ତର ଯାଞ୍ଚ ଅଭିଯାନ ଆରମ୍ଭ ହୋଇ ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଗଞ୍ଜାମ ଜିଲ୍ଲାରୁ ମହାମାରୀ କରୋନା
Read More...

ସୋସାଇଟିରେ ସାର ଘୋର ଅଭାବ, ଉତ୍ୟକ୍ତ ଚାଷୀ ସୋସାଇଟି ରେ ତାଲା ପକେଇବା ସହ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ ।

ଦିଗପହଣ୍ଡି,୧୦/୦୯(ପିପିଟି); ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୟୁରିଆ ସାରର ଅଭାବ ସମସ୍ୟା ନେଇ ଗୁରୁବାର ପୂର୍ବାହ୍ନରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ ।
Read More...

ଝଙ୍କଡ଼ ମା ସାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ।

ଜଗତସିଂହପୁର,୧୦/୯୦(ପିପିଟି); ଗତ ବୁଧବାର ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଶାରଳା ଓ ବିଭିନ୍ନ ଦେବୀ ପୀଠ ମାନଙ୍କରେ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଦେବୀପୀଠ ମାନଙ୍କରେ ସତନ୍ତ୍ର
Read More...

ପାଖେଇ ଆସୁଛି ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ କିନ୍ତୁ ଚର୍ଚ୍ଚାରେ କଂଗ୍ରେସର ପ୍ରଶାନ୍ତ ମଲ୍ଲିକ ।

ଜଗତସିଂହପୁର,୧୦/୦୯(ପିପିଟି); ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ନଭେମ୍ବରରେ
Read More...

ହିଂଜିଳିକାଟୁ ରାଧାକୃଷ୍ଣ ମନ୍ଦିର ଜମି ବିକ୍ରୟକୁ ନେଇ ବିବାଦୀୟ ପରିସ୍ଥିତି ।

ହିଞ୍ଜିଳିକାଟୁ,ତା-୧୦/୦୯(ପିପିଟି) ;ହିଞ୍ଜିଳିକାଟୁ ୱାର୍ଡ ନଂ୧ ରେ ଅବସ୍ଥିତ ଶ୍ରୀ ରାଧାକୃଷ୍ଣ ଲଳିତ ମହାପ୍ରଭୁଙ୍କ ଚଳନ୍ତି ପାଇଁ ସେହି ସମୟରେ ସ୍ୱର୍ଗତ ରାମହାରି ମହାପାତ୍ର ,ସ୍ୱର୍ଗତ ପିତା ବିରବର ମହାପାତ୍ର ମନ୍ଦିରକୁ
Read More...