Browsing Category

ଜିଲ୍ଲା

ଏସ୍.ଆର୍.ଏନ୍ ୟୁବି କେନ୍ଦୁବାଡ଼ିକୁ ମିଳିଲା “ପ୍ରକୃତି ମିତ୍ର ପୁରସ୍କାର” – ୨୦୨୬ ।

ପୋଲସରା ,୦୬/୦୬(ପିପିଟି): ପରିବେଶ ସୁରକ୍ଷାକୁ ନେଇ "ଏକ ପେଡ୍ ମା କେ ନାମ", ବୃକ୍ଷ ରୋପଣ, ଚାରା ବଣ୍ଟନ, ସଚେତନତା ରାଲି, ପଥପ୍ରାନ୍ତ ନାଟକ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ନିଶାମୁକ୍ତ ଅଭିଯାନ, ବାଲ୍ୟ ବିବାହ ବନ୍ଦ ଶିଶୁ…
Read More...

ସୁକିନ୍ଦା ଗର୍ଜିଲେ ମହିଳା ।

ଯାଜପୁର ,୦୬/୦୬(ପିପିଟି ):ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସଭାପତିତ୍ୱରେ…
Read More...

ପଞ୍ଚାୟତ କଲେଜ ଉଲୁଣ୍ଡାରେ ବିଶ୍ୱ ପରିବେଶ ଦିବସ ପାଳିତ ।

ସୁବର୍ଣ୍ଣପୁର ,୦୫/୦୬(ପିପିଟି):ମେରା ଯୁବ ଭାରତ, ସୋନପୁର ଏବଂ ବୀର ସୁରେନ୍ଦ୍ର ସାଏ କ୍ଲବ, ମାଟୁପାଲିର ମିଳିତ ଆନୁକୂଳ୍ୟରେ ପଞ୍ଚାୟତ କଲେଜ,ଉଲୁଣ୍ଡା ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଛତ୍ରପୁର ମହୋତ୍ସବର ଶେଷ ସନ୍ଧ୍ୟାରେ ମନ ଜିଣିଲେ ଅଙ୍କିତା, ପ୍ରଜ୍ଞା, ସଚିନ ଓ ଆର ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ।

ଛତ୍ରପୁର,୦୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଆଜି ଶେଷ ହୋଇଛି । ଶେଷ ଦିନ ହୋଇଥିବା ହେତୁ…
Read More...

ଅଂଶୁଘାତରେ ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ ।

ଭଞ୍ଜନଗର, ୦୫/୦୬(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଟାପାୱାର ରେ କାର୍ଯ୍ୟରତ ଜଣେ ଆଉଟସୋ୍ରିଙ୍ଗ କର୍ମଚାରୀ ଆଜି ମଧ୍ୟାହ୍ନରେ ବିଦୂତ ଖୁଣ୍ଟରେ କାମ କରୁଥିବା ବେଳେ ଅଂଶୁଘାତରେ ହାଠାତ୍ ଗୁରୁତର ହେବା ପରେ ତାଙ୍କର…
Read More...

ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ ସମ୍ମିଳନୀ ଅନୁଷ୍ଠିତ ।

ଭୁବନେଶ୍ୱର,୦୦୬(ପିପିଟି):ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ ଫଳରେ ବିଗତ ଦୁଇ ବର୍ଷ ମଧ୍ୟରେ ରେକର୍ଡ ପରିମାଣରେ ବେଆଇନ ନିଶାଦ୍ରବ୍ୟ ଓ ମାଦକ ସାମଗ୍ରୀ ଜବତ ହେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏଥି ସହିତ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ ।

ବାଲିଗୁଡ଼ା, ୦୫/୦୬ (ପିପିଟି): ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପୋଲିସ୍, ତହସିଲଦାର ଓ ମାଇନିଂ ଅଫିସରଙ୍କ ଉପସ୍ଥିତରେ ବେଆଇନ୍ ବାଲି ଡିପୋରେ ଚଢ଼ାଉ ।

ବାଲିଗୁଡ଼ା,୦୫/୦୬(ପିପିଟି): ବେଆଇନ୍ ବାଲି ଡିପୋରେ ଚଢ଼ାଉ । ପୋଲିସ୍ ଉପସ୍ଥିତିରେ ରେଭିନ୍ୟୁ ଓ ମାଇନିଂ ବିଭାଗ ପକ୍ଷରୁ ଶୁକ୍ରବାର ବାଲିଗୁଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବାନ୍ଦାପାଙ୍ଗା ନିକଟସ୍ଥ ଏକ…
Read More...

ପୋଲସରାରେ ଦ୍ଵିତୀୟ ପର୍ଯ୍ୟାୟ ପୋଷଣ ପ୍ରଶିକ୍ଷଣ ଶିବିର ସମାପନ।

ପୋଲସରା,୦୫/୦୬(ପିପିଟି):ପୋଲସରାରେ ଦ୍ଵିତୀୟ ପର୍ଯ୍ୟାୟ ପୋଷଣ ପ୍ରଶିକ୍ଷଣ ଶିବିର ସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ପୋଲସରା ବ୍ଳକ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ…
Read More...

ବିଜେଡିରୁ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକର ସମସ୍ତ ନିର୍ବାଚିତ ନେତାଙ୍କ ସମୂହ ଇସ୍ତଫା…

ବାଲିଗୁଡା, ୦୫/୦୬: (ପିପିଟି): ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କୁ ନେଇ ଚର୍ଚ୍ଚା ରେ ଥୂବା ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଙ୍କୁ ସ୍ବାଗତ କରିବା ମହଙ୍ଗା ପଡିଲା ବିଜେଡି ଜିଲ୍ଲା ଉପସଭାପତି ଟୁନା…
Read More...