Browsing Category

ଜିଲ୍ଲା

ଗଞ୍ଜେଇ କାରରେ ଅଗ୍ନି କାଣ୍ଡ,ଆୟତ କଲେ ଅଗ୍ନିଶମ କର୍ମଚାରୀ ।

ମାଲକାନଗିରି,ତା:୨୧/୦୯(ପିପିଟି); ଆଜି ସକାଳେ ମାଲକାନଗିରି ଠାରୁ ଶିଖାପଲ୍ଲୀ ଅଭିମୁଖେ ଯାଉଥିବା ଏକ କାର ଏମ ଭି-୧୭ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ହୁତ୍ ହୁତ୍ ଜଳିବାର ପଥଚାରୀମାନେ ଦେଖିଥିଲେ । ଗାଡିଟି ଅଣ ଆୟତ
Read More...

ସାନଖେମୁଣ୍ଡିରେ ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ବରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ସାନଖେମୁଣ୍ଡି,୨୨/୦୯(ପିପିଟି); ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ରଯୋଜିତ ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
Read More...

ଜିଲ୍ଲାରେ ଆସନ୍ତା ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ୍ ସପ୍ତାହ ପାଳନ ହେବ ।

ଛତ୍ରପୁର, ତା.୨୨/୦୯(ପିପିଟି); ଗଞ୍ଜାମ ଜିଲ୍ଲାସ୍ତରୀୟ କୋଭିଡ୍ ସପ୍ତାହ ଚଳିତ ମାସ ୨୪ ଠାରୁ ଅକ୍ଟୋବର ମାସ ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ
Read More...

ମହାମାରୀ କରୋନା ବିପତ୍ତି ସମୟରେ ପରିବା ଦର ବେ ଲଗାମ , ସାଧାରଣ ଖାଉଟି ଅତିଷ୍ଠ ।

ଉଲୁଣ୍ଡା,୨୨/୦୯(ପିପିଟି); ମହାମାରୀ କରୋନା ମାଡରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ପଡିଥିବାବେଳେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ବଢୁ ଥିବାରୁ ସାଧାରଣ ଖାଉଟି ମାନଙ୍କ ପାଇଁ ବୋଝ ଉପରେ ନଳିତା
Read More...

ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ।

ହିଞ୍ଜିଳିକାଟୁ,୨୨/୦୯(ପିପିଟି); ବରିଷ୍ଠ ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ସ୍ବର୍ଗତ ପଟ୍ଟନାୟକ ପୂର୍ବତନ ହିଞ୍ଜିଳିକାଟୁ ସମାଜ
Read More...

ରାସ୍ତାଜାମ କଲେ ଚାଷୀ,ଶତାଧିକ ଟ୍ରକ ଛିଡାହୋଇଛି ।

ପଦ୍ମପୁର,୨୨/୦୯(ପିପିଟି); ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି। ଲଖମରା, ବାଦିକଟା, ଭେଙ୍ଗରାଜପୁର,ପଞ୍ଚାୟତର ଚାଷୀ ମାନଙ୍କୁ, ବୀମା କମ୍ପାନୀ ବୀମା ପ୍ରାପ୍ୟ
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୪ ।

ଫୁଲବାଣୀ ,ତା-୨୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୮୮,୩୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୯,୩୭୯, ଚିକିତ୍ସିତ ସଂଖ୍ୟା ୩୮,୧୫୮, ମୃତ ସଂଖ୍ୟା ୭୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୪ ସହ
Read More...

ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୨ ।

ମାଲକାନଗିରି,ତା-୨୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୯,୩୭୯, ଚିକିତ୍ସିତ ସଂଖ୍ୟା ୩୮,୧୫୮, ମୃତ ସଂଖ୍ୟା ୭୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୨ ସହ
Read More...