Browsing Category

ଜିଲ୍ଲା

ବୋଲଗଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ ମେଳା।

ବୋଲଗଡ,୨୬/୦୯(ପିପିଟି);ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ
Read More...

ପିତ୍ତଳ ରେ ସୁପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୨୬/୦୯(ପିପିଟି); ଶେରଗଡ ବ୍ଳକର ପିତ୍ତଳ ପ୍ରଥମ ଅଙ୍ଗନୱାଡି କେନ୍ଦ୍ର ରେ ପିତ୍ତଳ ସେକ୍ଟର ର ସୁପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ଜୟନ୍ତୀ ପାଟ୍ଟ ପିଙ୍ଗୁଆ, ସୁପ୍ର ଭାଇଜର
Read More...

ଗାଧୋଇବା ବେଳେ ବଡ଼ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ ।

ବେଲଗୁଣ୍ଠା,୨୫/୦୯(ପିପିଟି); ଆଜି ଗାଧୋଇବା ଜି. ନୁଆଁ ଗାଁର ଜଣେ ମହିଳା ବଡ଼ ନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଜି. ନୂଆଁ ଗାଁ ଗ୍ରାମର ସୋମନାଥ
Read More...

ବିଧାୟିକାଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ ।

କୋଦଳା,୨୫/୦୯(ପିପିଟି);ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
Read More...

ଚାଷୀବିରୋଧୀ ଆଇନ ବାତିଲ ପାଇଁ ଭାରତ ବନ୍ଦ ଡାକରାରେ କୋଦଳା ରେ ରାସ୍ତା ରୋକ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ।

କୋଦଳା : ୨୫/୦୯(ପିପିଟି); ଗତ ରବିବାର ଦିନ କେନ୍ଦ୍ର ସରକାର ରାଜ୍ୟସଭାରେ ତିନୋଟି କୃଷକ ବିରୋଧୀ କଳା ଆଇନ ପାସ କରିଛନ୍ତି ଯାହାକୁ ନେଇ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ଯାହା ଦେଶର ୨୫୦ ରୁ ଅଧିକ କୃଷକ ସଙ୍ଗଠନର
Read More...

ଗଛରେ ପିଟିହେଲା ବାଇକ,ଜଣେ ମୃତ ଓ ଜଣେ ଗୁରୁତର ।

ରାଇରଙ୍ଗପୁର-୨୫/୦୯(ପିପିଟି); ମୟୁରଭଞ୍ଜ ଜିଲ୍ଲା ତିରିଂ'ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଫଟାଟାଙ୍ଗର ଗ୍ରାମ ଦେଓରାୟଡି ଛୋକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୂର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ
Read More...

କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ବନ୍ଦ ପାଳନ ।

ଆସିକା,ତା- ୨୫/୦୯(ପିପିଟି); କୃଷକ ଓ ଖାଉଟିଙ୍କ ସର୍ବନାଶ କରି କର୍ପୋରେଟ କମ୍ପାନୀ ହାତରେ କୃଷି ନୀତି ଟେକି ଦେବା ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୨୫
Read More...

ଭିନ୍ନକ୍ଷମ ସୋମେସଙ୍କୁ ସରକାରୀ ସହାୟତା ପାଇଁ ଦାବି ।

ଫୁଲବାଣୀ,୨୫/୦୯(ପିପିଟି); କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଡ଼ାଗରିପଦର ଗ୍ରାମର ସୋମେସ କହର ୬ ବର୍ଷ ପୂର୍ବେ ନଳକୂଅ ଖୋଳା ଠିକାଦାର ପାଖେ କାମ କରୁଥିବା ବେଳେ ବିଦ୍ଯୁତ ସମ୍ପର୍କରେ ଆସି ଦୁଇଟି ହାତ ହରାଇଲେ । ନିଜକାମ
Read More...

ବକେୟା ରାଶି ତୁରନ୍ତ ପ୍ରଦାନ ନକଲେ ଆନ୍ଦୋଳନର ଚେତାବନୀ ।

ରାଇରଙ୍ଗପୁର,୨୫/୦୯(ପିପିଟି); ଗୋରୁ ମହିସାଣୀ ଲୌହ ଖଣିର ଲିଜ୍ ଗତ ମାର୍ଚ୍ଚ ମାସରେ ପଡ଼ିଥିଲା । ପୁନର୍ବାର ଉକ୍ତ ଖଣିକୁ ସେହି କମ୍ପାନୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ଲିଜ୍ ନେଇଛି । ତେବେ ନୂଆଁ ଲିଜ୍ ଆରମ୍ଭ ହୋଇଥିଲେ ହେଁ
Read More...

ପ୍ରେମ ବିବାହର ୬ମାସ ନ ପୁରୁଣୁ ବିବାହିତା ଝିଅର ମୃତ୍ୟ,ବୋଲଗଡ଼ ଥାନାରେ ଏତଲା ସ୍ୱାମୀ ଅଟକ।

ବୋଲଗଡ,୨୫/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ଝିଅକୁ ବିବାହାପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ। ତେବେ ସୁଚନା ଅନୁଯାୟୀ ଆଜକୁ ୬ ମାସ ପୂର୍ବରୁ
Read More...