Browsing Category

ଜିଲ୍ଲା

ତିନି ଆସାମୀ ଗିରଫ,୪୨ କିଲୋ ଗଞ୍ଜେଇ ଜବତ ।

ମାଲକାନଗିରି,ତା:୨୯/୦୯(ପିପିଟି); ଆଜି ମାଥିଲି,ବାଲିମେଳା ଏବଂ କାଲିମେଳା ଅବକରୀ କର୍ମଚାରୀମାନେ ମିଳିତ ଭାବେ ଚଢାଉ କରି ୪୨ କିଲୋ ଗଞ୍ଜେଇ ଯବତ କରିବା ସହ ୩ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ
Read More...

ଅକୁର ନାହାକ ମୃତ୍ୟୁକୁ ଚରି ମାସ , ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ, କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ…

ହିଞ୍ଜିଳିକାଟୁ,୨୯/୦୯(ପିପିଟି); ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ଗ୍ରାମର ଅକୁର କୁମାର ନାହାକଙ୍କ ମୃତ୍ୟୁ ଘଟଣାକୁ ଚରି ମାସରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ର କୋହଳ
Read More...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଜଣେ ଅଟକ ।

ମୋହନା,୨୯/୦୯(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସମୟରେ ଆଇଆଇସି
Read More...

ଯାଜପୁର ଜିଲ୍ଳା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କର ଦୈନିକ…

ଯାଜପୁର, ତା ୨୯/୦୯(ପିପିଟି); ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ ଆଇନ ପ୍ରଣୟନ ମାଧ୍ୟମରେ ୨୦୨୦-୨୧ ବାର୍ଷିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ
Read More...

ଚାଷୀ ମୁଣ୍ଡରେ ଚଡକ, ଡୁପ୍ଲିକେଟ୍ କିଟନାଶକ ପାଇଁ ଚାଷୀ କ୍ଷତିଗ୍ରସ୍ତ ।

ପଦ୍ମପୁର,୨୮/୦୯(ପିପିଟି);କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଳ ହେଲାପରେ ଚାଷୀମାନେ ବହୁ ଉତ୍ସକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ
Read More...

ବରଗଡ ଜିଲ୍ଲାରେ ଆଇଏଏସ ଅଫିସର ଶୂନ !

ପଦ୍ମପୁର,୨୯/୦୯(ପିପିଟି);ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁର ପ୍ରାଦୁର୍ଭାବ ବଢ଼ି ଚାଲୁଛି କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ବରଗଡ଼ ଜିଲ୍ଲାରେ
Read More...

କୃଷିବିଲ୍ ୨୦୨୦ ସଂଶୋଧନ କରିବା ବିରୋଧରେ ସିପିଆଇ ତରଫରୁ ବିକ୍ଷୋଭ ପ୍ରଦର୍ଶନ।

ବୋଲଗଡ,୨୯/୦୯(ପିପିଟି); ବୋଲଗଡବ୍ଲକ ଅନ୍ତର୍ଗତ ପିଚୁକୁଳିଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତଥା କୃଷକସଭା ତରଫରୁ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅ ଗଣତାନ୍ତ୍ରିକ କୃଷକବିରୋଧି କୃଷିବିଲ ଆଇନ ୨୦୨୦ବିରୋଧରେ
Read More...

ତିର୍ତ୍ତୋଲ ଅଞ୍ଚଳରେ ୨ଟି ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ।

ଜଗତସିଂହପୁର:୨୯/୦୯(ପିପିଟି); ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ହାଇଲେବେଲ ତିର୍ତ୍ତୋଲ-ପୋଷଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି
Read More...

କନ୍ଦାଉଛି ଆଳୁ ପିଆଜ: ରୋଷେଇ ଘରକୁ ପରିବା ମନା ।

ଜଗତସିଂହପୁର:୨୯l୦୯(ପିପିଟି); ଲଗାତର ଭାବେ ଲକଡାଉନ , ସଟଡାଉନ ସାଙ୍ଗକୁ ବନ୍ୟା ଆଉ ଏବେ ପରିବା ଦର ଯାହାକି ସାଧାରଣ ଜୀବନଯାପନ ଅତ୍ୟଧିକ କଷ୍ଟସାଧ୍ୟ ହେଲାଣି l କନ୍ଦାଉଛି ଆଳୁ ପିଆଜ, ଆକାଶ ଛୁଆଁ ଦର ପରିବାକୁ ଛୁଇଁବାକୁ ଡର
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୮୧ ।

ଫୁଲବାଣୀ ,ତା-୨୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୧୫,୬୭୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୭,୫୮୫, ଚିକିତ୍ସିତ ସଂଖ୍ୟା ୩୭,୨୧୦, ମୃତ ସଂଖ୍ୟା ୮୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୧ ସହ
Read More...