Browsing Category

ଜିଲ୍ଲା

ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ।

ଯାଜପୁର,ତା ୦୧/୧୦(ପିପିଟି); ରାଜସ୍ୱ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ କୁମାର ବେହୁରିଆଙ୍କୁ ସେପ୍ଟେମ୍ୱର ୩୦ ତାରିଖ ଦିନ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଶ୍ରୀ
Read More...

କନ୍ଧମାଳ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଦଲାଲଙ୍କ ନିୟନ୍ତ୍ରଣରେ ।

ଫୁଲବାଣୀ,୦୧/୧୦(ପିପିଟି); ଫୁଲବାଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦଲାଲଙ୍କ ପ୍ରାଦୁର୍ଭାବ ଏହିଭଳି ହୋଇଛି ଜଣେ ଦଲାଲଙ୍କର କର୍ମଚାରୀ ଅଫିସ ସିଟରେ ବସି ଅଫିସ ଫାଇଲ ତଦାରଖ କରୁଛନ୍ତି। ଅଫିସ ଦାୟିତ୍ୱରେ ଥିବା ଅଧିକାରୀ ଓ
Read More...

ଜାତୀୟ ସେବା ଶିବିର ତରଫରୁ ବୃକ୍ଷ ରୋପଣ ।

ବେଲଗୁଣ୍ଠା,୦୧/୧୦(ପିପିଟି); ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା
Read More...

ଫୁଲବାଣୀ ଟାଉନ ଥାନା ସମ୍ମୁଖରେ ବାଉଁଶ ବେରିକେଡକୁ ନେଇ ଅସନ୍ତୋଷ ।

ଫୁଲବାଣୀ,୦୧/୧୦(ପିପିଟି); କରୋନାକୁ ନେଇ ସଟ୍ ଡାଉନ, ଲକଡାଉନ ବେଳେ ରାଜ୍ୟ ବ୍ୟାପି ସଂକ୍ରମଣକୁ ରୋକିବା ପାଇଁ ନାକା ଏବଂ ବେରିକେଡ କରାଯାଇଥିଲା ସରକାରଙ୍କ ନିର୍ଦ୍ଦେଶରେ ସେହି ଭଳି ଜିଲ୍ଲା ଭିତରେ ମଧ୍ୟ ହୋଇଥିଲା । ଏସବୁ
Read More...

ସ୍ଵାମୀ,ସ୍ତ୍ରୀ ଓ ଦେଢ଼ ଶାଶୁଙ୍କ କଳିରେ ସ୍ତ୍ରୀଙ୍କ ହାତରେ ଗଲା ସ୍ଵାମୀଙ୍କ ଜୀବନ ।

ଧରାକୋଟ,୦୧/୧୦(ପିପିଟି); ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାପାଇଁ ବାନ୍ଧି ହୋଇଥିବା ପବିତ୍ର ବନ୍ଧନ ଡୋରିରେ ଦାଗ। ବଡଗଡ ଥାନା ଅଧିନସ୍ଥ ଓଳମ୍ବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଥିରେ
Read More...

ଆବସ ଯୋଜନାରୁ ବଞ୍ଚିତ କୁନ୍ତୀ ।

ପଦ୍ମପୁର,୦୧/୧୦(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହିପାରିଲାନାହିଁ । ପ୍ରାୟ
Read More...

ଅଜଣା ରୋଗ ଗ୍ରାସରେ ଚାଷ, କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ।

ପଦ୍ମପୁର,୦୧/୧୦(ପିପିଟି); ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧିନସ୍ଥ ଟେମେରୀ ଅଂଚଳ ରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୭୧ ।

ଭୁବନେଶ୍ବର ,ତା-୦୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୫,୭୦୦, ଚିକିତ୍ସିତ ସଂଖ୍ୟା ୩୬,୧୨୨ ମୃତ ସଂଖ୍ୟା ୮୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୭୧ ସହ
Read More...

ଆଜି ମାଲକାନଗିର ଜିଲ୍ଲାରେ କୋରନା ପଜିଟିଭ ୧୨୩,କରୋନା ସର୍ବକାଳିନ ରେକର୍ଡ ଭାଙ୍ଗିଲା ।

ମାଲକାନଗିରି,ତା:୦୧/୧୦(ପିପିଟି); ଆଜି ମାଲକାନଗିରି ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି, ଆଠ ମାସ ମଧ୍ଯରେ ଗୋଟାଏ ଦିନରେ ସର୍ବକାଳିନ ରେକର୍ଡକୁ ଭାଙ୍ଗିଛି । ଯାହାକି ମାଲକାନଗିରି ଜିଲ୍ଲା ପାଇଁ
Read More...

ଯାଜପୁର ଜିଲ୍ଲାପାଳଙ୍କ ନଗଡ଼ା ଗସ୍ତ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅନୁଧ୍ୟାନ ।

ଯାଜପୁର,୦୧/୧୦(ପିପିଟି); ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବୁଧବାର ଦିନ ବହୁ ଚର୍ଚ୍ଚିତ ନଗଡ଼ା ପ୍ରଥମ ଥର ଗସ୍ତ କରିବା ସହ ବିଭନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଫେରିଥିବା ଜଣାପଡ଼ିଛି ।
Read More...