Browsing Category
ଜିଲ୍ଲା
ବୁଢ଼ାରଜା କୃଷକ ବିକାଶ ମଞ୍ଚର କୃଷି ଆଇନକୁ ବିରୋଧ, ମେଳିବାନ୍ଧିବା ପ୍ରକ୍ରିୟା ଜାରୀ ।
ପଦ୍ମପୁର,ତା-୦୯/୧୦(ପିପିଟି); କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧ ରେ ଚାଷୀମାନେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଳି ବାନ୍ଧିଲେଣି। ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ!-->…
Read More...
Read More...
ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ତୋଫାନୀ ଗସ୍ତ ।
ପଦ୍ମପୁର,ତା-୦୯/୧୦(ପିପିଟି); ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଆଜି ପାଇକମାଲ ଓ ଝାରବନ୍ଧ ତୋଫାନୀ ଗସ୍ତରେ ଆସି ଫେରି ଯାଇଛନ୍ତି। ସର୍ବ ପ୍ରଥମେ ଶ୍ରୀ ସାହୁ ନୃସିଂହନାଥ ମନ୍ଦିର ରେ ପହଞ୍ଚିଥିଲେ । କୋବିଡ଼-୧୯!-->…
Read More...
Read More...
ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ସାହିତ୍ୟିକ ତଥା ଶିକ୍ଷକ ସମ୍ମାନୀତ ।
ପଦ୍ମପୁର,ତା-୦୯/୧୦(ପିପିଟି); ବରଗଡ଼ ଜିଲ୍ଲା ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦ ଦ୍ବାରା ଗୋପବନ୍ଧୁ ଜୟନ୍ତୀ ଅବସରରେ ଆୟୋଜିତ ଦର୍ପଣ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ!-->…
Read More...
Read More...
ଯୁବ ଇଞ୍ଜିନିୟରଙ୍କ ଦେହାନ୍ତ ।
ବେଲଗୁଣ୍ଠା,ତା-୦୯/୧୦(ପିପିଟି); ବେଲଗୁଣ୍ଠା କଂସାରୀ ସାହି ନିବାସୀ ଉଦୟନାଥ ଦାସଙ୍କ କନିଷ୍ଠ ପୁତ୍ର ତଥା ଯୁବ ଇଞ୍ଜିନିୟର ଅନୁଜ ଦାସ (୩୬)ଙ୍କ ପରଲୋକ ଘଟିଛି ।ସେ ଜଣେ ଇଞ୍ଜିନିୟର ଭାବେ କାନପୁରରେ କାର୍ଯ୍ୟରତ ଥିଲେ!-->…
Read More...
Read More...
ପୋଲସରାରେ ଉତ୍କଳମଣି ଗୋପବନ୍ଧୁଙ୍କ ୧୪୪ତମ ଜନ୍ମ ଦିବସ ପାଳିତ ।
ପୋଲସରା,ତା-୦୯/୧୦(ପିପିଟି); ପୋଲସରା ବ୍ଳକ୍ ଏବଂ ବିଜ୍ଞାପିତ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଂଘ ମାନଙ୍କ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ଏହି କ୍ରମରେ କଲମ୍ବ!-->…
Read More...
Read More...
ଭଞ୍ଜନଗର ଯୁବ କଂଗ୍ରେସର କ୍ୟାଣ୍ଡାଲ ଶୋଭାଯାତ୍ରା ।
ଭଞ୍ଜନଗର,ତା-୦୯/୧୦(ପିପିଟି); ଦେଶରେ ବଢୁଥିବା ଅହେତୁକ ନାରୀ ନିର୍ଯାତନା ଓ ନିକଟରେ ଉତ୍ତରପ୍ରଦେଶ ରେ ଘଟିଥିବା ଗଣଦୁଷ୍କର୍ମ ହତ୍ୟା ଓ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ଶବକୁ ପୋଡିଦିଆଗଲା!-->…
Read More...
Read More...
ଅସହାୟ ଶିଶୁକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଥଇଥାନ ।
ଯାଜପୁର,ତା -୦୯/୧୦(ପିପିଟି); ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏକ ଅସହାୟ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଚ୍ଥି । ଶୁକ୍ରବାର ସୁକିନ୍ଦା ବ୍ଳକ କୁଆଁସ ପଞ୍ଚାୟତର ଚିରୁସାହିରେ ରହୁଥିବା ଏକ ଅସହାୟ!-->…
Read More...
Read More...
ଅଜଣା ରୋଗରେ ଧାନ ଫସଲ ନଷ୍ଟ , ଚିନ୍ତାରେ ଚାଷୀ କୁଳ, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ।
ଦିଗପହଣ୍ଡି,ତା-୦୯/୧୦(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର!-->…
Read More...
Read More...
ବିଦେଶୀ ମଦ ସହ ୨ ଗିରଫ ।
ବ୍ରହ୍ମପୁର-ତା- ୦୯/୧୦(ପିପିଟି); ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଗୁରୁବାର ମଦ ଧରପଗଡ କରାଯାଇଛି । ସ୍ଥାନୀୟ ଥାନା ରଙ୍ଗୁଣି ପୋଲ୍ଲୀ ଓ ଶାସନରେ ଆମ୍ବଗାଁରେ ଚଢ଼ାଉ କରାଯାଇଛି ।କିଛି ପାନ ଦୋକାନରେ ବିଦେଶୀ!-->…
Read More...
Read More...
ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା ।
ଭଞ୍ଜନଗର,ତା-୦୯/୧୦(ପିପିଟି); ଭଞ୍ଜନଗର ଠାରୁ ୩ କିଲୋମିଟର ଦୂର କଇଣ୍ଡି ଗ୍ରାମରେ କୌଣସି କାରଣକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଟୁକୁନା ବେହେରା ବାହାରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ସୁଜାତା!-->…
Read More...
Read More...