Browsing Category
ଜିଲ୍ଲା
କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୩ ।
କଟକ,ତା-୧୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୩,୭୪୧, ଚିକିତ୍ସିତ ସଂଖ୍ୟା ୧୧,୭୧୫, ମୃତ ସଂଖ୍ୟା ୧,୪୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୩ ସହ କଟକ…
Read More...
Read More...
ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୦୭,୦୦୪, ମୃତ୍ୟୁ ସଂଖ୍ୟା ୧,୪୯୫ ।
ଭୁବନେଶ୍ବର,୧୩/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୦୧୮ । ବର୍ତ୍ତମାନ ସୁଦ୍ଧା ୫୧,୭୧,୧୮୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୭,୦୦୪ ଚିହ୍ନଟ ହୋଇଛନ୍ତି ୨,୯୩,୭୪୧ ଜଣ ସୁସ୍ଥ ହୋଇଥିବା…
Read More...
Read More...
ସଂଘ ପକ୍ଷରୁ କୋଷାଧ୍ୟକ୍ଷଙ୍କ ୬୦ତମ ଜନ୍ମ ଦିବସ ପାଳିତ ।
ବ୍ରହ୍ମପୁର, ତା. ୧୨/୧୧ :ରାଜ୍ୟର ସର୍ବବୃହତ୍ ସାଂସ୍କୃତିକ ସଂଗଠନ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର କୋଷାଧ୍ୟକ୍ଷ ତଥା ସୁନାମଧନ୍ୟ ବରିଷ୍ଠ କଳାକାର ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ୬୦ତମ ଜନ୍ମଦିବସ ସଂଘ କାର୍ଯ୍ୟାଳୟ…
Read More...
Read More...
ନାଉଗାଁ ତହସିଲରେ ରେକର୍ଡ ଜାଲିଆତି ;୯୦ବର୍ଷର ବୃଦ୍ଧଙ୍କର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ।
ଜଗତସିଂହପୁର,୧୨/୧୧(ପିପିଟି); ନାଉଗାଁ ତହସିଲ ଅନ୍ତର୍ଗତ ବଛାଳୋ ପଂଚାୟତ ବଛାଳୋ ଗ୍ରାମର ବ୍ରହ୍ମାନନ୍ଦ ଲେଙ୍କାଙ୍କ ଜମି କ୍ରୟ ରେକର୍ଡ ଜାଲିଆତି ହୋଇଥିବା ବେଳେ ଉକ୍ତ ଜମିର ସାର୍ଟିଫାଏଡ ନକଲ କପି ପାଇଁ ଆବେଦନ କଲେ ମଧ୍ୟ…
Read More...
Read More...
କେବେ ସୁଧୁରିବ ଠେଙ୍ଗୋ ଡ୍ୟାମ ରାସ୍ତା ।
ଉଲୁଣ୍ଡା,୧୨/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ) ରାସ୍ତା ଏବେ ଖାଲଖମା ପରିପୂର୍ଣ୍ଣ ହୋଇଛି । ଏବେ ଏହାର ମରାମତି ପାଇଁ ବିଶେଷ ଆବଶ୍ୟକତା…
Read More...
Read More...
୫୦ ଲକ୍ଷ ଟଙ୍କାର ବାଣ ସହ ଟ୍ରକ ଜବତ।
ଗଞ୍ଜାମ,୧୨/୧୧:ଗଞ୍ଜାମ ଜିଲ୍ଲା ଧରାକୋଟ ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବା। ବାଣ ବୋଝେଇ ଟ୍ରକ ଓଆର ୦୭ବି ୪୧୦୧କୁ ମଧ୍ୟ ପୁଲିସ ଜବତ କରିଛି। ଧରାକୋଟ ଥାନା କେଶ୍ ନଂ ୧୬୯/୨୦୨୦…
Read More...
Read More...
ବିନା ଶିକ୍ଷାଗତ ଯୋଗ୍ୟତାରେ ଚାଲିଛି ହାଡଭଙ୍ଗା ଚିକିତ୍ସା ।
ବେଗୁନିଆପଡା,୧୨/୧୧(ପିପିଟି) : ଚିକିତ୍ସା ଭଳି ଏକ ସମ୍ବେଦନଶୀଳ କାର୍ଯ୍ୟକଳାପରେ ଖାମଖିଆଲି ଆଦୌ ଗ୍ରହଣୀୟ ନୁହେଁ । ଅଳ୍ପଟିକେ ତୃଟି ବିଚ୍ଯୁତ ଘଟିଲେ ଜୀବନ ମରଣ ସମସ୍ୟା ରହିଛି । ଚିକିତ୍ସା ଭଳି ପ୍ରଫେସନ ପାଇଁ କଠିନ…
Read More...
Read More...
କନ୍ଧମାଳ ଜିଲ୍ଲାରେ ୪୨୦ ସ୍କୁଲ ବନ୍ଦ ହେବ, ସର୍ବ ଶିକ୍ଷା ଅଭିଯାନ ଜିଲ୍ଲାରେ ବିଫଳ ହୋଇଛି।
ଫୁଲବାଣୀ, ୧୨/୧୧(ପିପିଟି); ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି । କେବଳ କୋଠା ବାଡ଼ି ନିର୍ମାଣ ଶିକ୍ଷକ ତାଲିମ ବିଭିନ୍ନ ବୈଠକରେ କୋଟି କୋଟି ଟଙ୍କା ସରିଲା କିନ୍ତୁ…
Read More...
Read More...
ଲିଙ୍ଗନିରୂପଣ ସୂଚନା ଦେଲେ ଦଶହଜାର ପୁରସ୍କାର ଘୋଷଣା,ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା ଦିଗରେ ବୈଠକ ସ୍ତରୀୟ ।
ଛତ୍ରପୁର, ତା-୧୨/୧୧(ପିପିଟି); ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲ୍ଲା ପରାମର୍ଶ ଦାତା କମିଟିର ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା…
Read More...
Read More...
ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗର ମିଳିତ ଚଢ଼ାଉ ; ମେସିନ୍ ଲଗା ଟ୍ରାକ୍ଟର୍ ଜବତ ଓ ଦୁଇ ଗିରଫ I
ବେଲଗୁଣ୍ଠା,୧୨/୧୧(ପିପିଟି): ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମୋରମ୍ ଚୋରା ଚାଲାଣ ହେଉଥିବା ଖବର ପାଇ ଗୋପନଗର ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ମେସିନ୍ ଲଗା ଟ୍ରାକ୍ଟର୍ ସମେତ ଦୁଇ ଜଣଙ୍କୁ ଗିରଫ…
Read More...
Read More...