Browsing Category

ଜିଲ୍ଲା

କନ୍ଧମାଳରେ ସରକାରୀ ମେଡିକାଲ କଲେଜ ପାଇଁ କେନ୍ଦ୍ରୀୟ ଅନୁମୋଦନ ମିଳିନଥିବା ବେଳେ ଜମି ଅଧିଗ୍ରହଣ କାହା ସ୍ୱାର୍ଥରେ ?

ଫୁଲବାଣୀ, ୧୮/୧୧(ପିପିଟି); କନ୍ଧମାଳ ଜିଲ୍ଲାରେ ମିଳିତ ନାଗରୀକ କମିଟି ଓ ବୋହୁ ସଂଗଠନ ଦାବୀ ଓ ଆନ୍ଦୋଳନ ପରେ ଗତ ବର୍ଷ ଫୁଲବାଣୀରେ ଏକ ସରକାରୀ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଗତ…
Read More...

କବିସୂର୍ଯ୍ଯନଗର ଠାରେ “ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କବିସୂର୍ଯ୍ଯ ନଗର,୧୮/୧୧(ପିପିଟି); ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ନିତ୍ଯାନନ୍ଦ ପ୍ରଧାନଙ୍କ ଜନ୍ମ ଦିବସରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ଶୁଭମ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ମୋ ପରିବାର ତରଫରୁ "ଜୀବନ…
Read More...

ଅଚଳ ୧୦୮ ଗାଡି ପୁନଃ ହିଞ୍ଜିଳିବାସୀଙ୍କ ସେବାରେ କେବେ ?

ହିଞ୍ଜିଳିକାଟୁ,ତା-୧୮/୧୧(ପିପିଟି) ;ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା ଅଧିନରେ ଥିବା ୧୦୮ଗାଡ଼ି ମଧ୍ୟରୁ ଦୁଇ ଗୋଟି ଅଚଳ ହୋଇ ପଡି ରହିଥିବା ବେଳେ ଅନ୍ୟ ଦୁଇଗୋଟି ଚଳଚଞ୍ଚଳ ରହିଛି ।ପୁରୁଣା ଗାଡିର ତ୍ରୁଟିକୁ ପରିଲିଖିତ…
Read More...

କବିସୂର୍ଯ୍ଯ ନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ।

କବିସୂର୍ଯ୍ଯ ନଗର,୧୮/୧୧(ପିପିଟି);କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି…
Read More...

କରୋନା ନେଲା ଡାକ୍ତରଙ୍କ ଜୀବନ ।

ଭଞ୍ଜନଗର,୧୮/୧୧(ପିପିଟି); ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଶିଶିର କୁମାର ସାବତ(୬୨)ଙ୍କର ଆଜି ଅପରାହ୍ନ ସାଢେ ଚାରିଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେଲା ସେ…
Read More...

ପାଟବନ୍ଧ ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ଟେଷ୍ଟ ।

ବୋଲଗଡ଼,୧୮/୧୧(ପିପିଟି);ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଁଆ ଗ୍ରାମ ପଞ୍ଚାୟତର ପାଟବନ୍ଧ ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ଟେଷ୍ଟ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାଗରଗୁଁଆ ଗ୍ରାମ ପଞ୍ଚାୟତର ସରପଞ୍ଚ…
Read More...

ଏସଏଚଜି ଦ୍ଵାରା ମାସ୍କ,ଗ୍ଲୋଭସ୍ ଓ କାଢା ବିକ୍ରି ସହିତ ସଚେତନତା କାର୍ଯ୍ୟକ୍ରମ।

ଜଗତସିଂହପୁର,୧୮/୧୧(ପିପିଟି); କରୋନା ଭାଇରସର ବିପଦ ବିଶ୍ଵ ଜନସଂଖ୍ୟା ଉପରେ ଜାରି ରହିଥିବାରୁ COVID-19 ରୋକିବା, ଚିକିତ୍ସା ଏବଂ ଆରୋଗ୍ୟ କରିବାର ପ୍ରଭାବଶାଳୀ ଉପାୟ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାର ସନ୍ଧାନ ଜାରି…
Read More...

ବିଜେପି ମଣ୍ଡଳ ସଭାପତି ପ୍ରମୋଦ କୁମାର ବାରିକଙ୍କ ଦେହାନ୍ତ।

ତିର୍ତ୍ତୋଲ,୧୮/୧୧(ପିପିଟି); ବିଜେପି ମଣ୍ଡଳ ସଭାପତି ପ୍ରମୋଦ କୁମାର ବାରିକ ଙ୍କର ଗତକାଲି ମଙ୍ଗଳବାର ରାତି ୧୧.୩୦ ରେ କରୋନା ଜନିତ ମୃତ୍ୟୁ ଘଟିଛି । ସେ ଗତ ମାସ ୨୨ ତାରିଖରୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଜଗତପୁର…
Read More...

ଜଗତସିଂହପୁରରେ ମୋ ପରିବାର ତରଫରୁ ୬୨ ୟୁନିଟ ରକ୍ତ ସଂଗ୍ରହ ।

ଜଗତସିଂହପୁର,୧୮/୧୧ (ପିପିଟି) :ଆଜି ଜଗତସିଂହପୁର ମଣ୍ଡା ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୋ ପରିବାର ତରଫରୁ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରକ୍ତ ଅଭାବରୁ…
Read More...

ବୋମା ମାଡ ଘଟଣାରେ ଦୁଇଜଣ ଗିରଫ।

କବିସୂର୍ଯ୍ଯ ନଗର,୧୮/୧୧(ପିପିଟି); ବିଗତ ଦିନରେ କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ପଙ୍କଲବାଡି ଠାରେ ବୋମା ମାଡ଼ ଘଟଣାକୁ ନେଇ ଥାନାରେ କେଶ୍ ନଂ ୨୮୮/୨୦ରେ ମାମଲା ରୁଜୁ ହୋଇଥିଲା। ଆଜି ଏହି ଘଟଣାରେ ସଂପୃକ୍ତ ସିଙ୍ଗିପୁର…
Read More...