Browsing Category

ଜିଲ୍ଲା

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ, ଦାବିପତ୍ର ପ୍ରଦାନ ।

ସମ୍ବଲପୁର,୨୦/୧୦;ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ରେଗୁଲାର କରିବା,୨୧ ହଜାରରୁ ଉର୍ଦ୍ଧ୍ଵ ଦରମା ଦେବା,୨୦ ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ି ଙ୍କୁ ଅନ୍ୟ ରାଜ୍ୟ ପରି ଏଠି ବି ଅଧିକା ପ୍ରୋତ୍ସାହନ ରାଶି, ରିକ୍ସ୍…
Read More...

ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶଂସା।

ଯାଜପୁର,୨୦/୧୦(ପିପିଟି): ପୁର୍ତ୍ତ ବିଭାଗ କଟକ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଓ ଯାଜପୁର ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କ ମିଳିତ ତଦାରଖ ରେ ଜିଲ୍ଲାର ବିଭିନ୍ନ ଉର୍ଣ୍ଣୟନ…
Read More...

କଳିଙ୍ଗନଗର ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ।

ଯାଜପୁର,୨୦/୧୦(ପିପିଟି);ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ କଳିଙ୍ଗନଗର ବିକାଶ ମଞ୍ଚ, ଦାନଗଦୀ ପକ୍ଷରୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ପୂର୍ବାହ୍ନରେ ଏକ କରୋନା ସଚେତନତା…
Read More...

“ଜଗାମିଶନ” କାର୍ଯ୍ୟକ୍ରମର ଦୁରୂପଯୋଗ : ହିଞ୍ଜିଳି କଂଗ୍ରେସ ।

ହିଞ୍ଜିଳିକାଟୁ,ତା-୨୦/୧୦(ପିପିଟି) ;  ହିଞ୍ଜିଳି ପୌରପରିଷଦରେ ଗତ ତା ୧୬/୧୦/୨୦୨୦ ରିଖ ଦିନ "ଜାଗାମିଶନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାସହୀନ ତଥା ନିଜ ନାମରେ ଜାଗା ନ ଥିବା ବ୍ୟକ୍ତି…
Read More...

ବେଗୁନିଆପଡା ଓଏଲ୍ଏମ୍ ବିଭାଗରେ ଅନ୍ଧାରିରାଜ,ବିନା ବିଜ୍ଞାପନରେ ଚାଲୁଛି ନିଯୁକ୍ତି, ପରୀକ୍ଷା ହେବା ପୂର୍ବରୁ ଅଧିକାରୀ…

କୋଦଳା,୨୦/୧୦(ପିପିଟି);ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଅନ୍ଧାରିରାଜ ଚାଲୁଥିବା ନେଇ ଆଲୋଚନା ହେଉଛି । ସରକାରୀ ବ୍ୟବସ୍ଥାକୁ ଚକମା ଦେଖାଇ ପ୍ରିୟା ପ୍ରୀତି ତୋଷଣ ନୀତିରେ…
Read More...

ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଦାଦନ ଶ୍ରମିକ ପ୍ରଫୁଲ୍ଲ ।

ପୋଲସରା,୨୦/୧୦(ପିପିଟି); ପରିବାରର ବୋଝକୁ ମୁଣ୍ଡରେ ଧରି ସୁଦୂର  ସୁରତ ସହରକୁ ଦାଦନ ଶ୍ରମିକ ଭାବେ ଟ୍ରେନ୍ ରେ ଯାତ୍ରା ଆରମ୍ଭ କରିଥିଲେ  ଗଂଜାମ ଜିଲ୍ଲାର ପୋଲସରା ସ୍ଥିତ  ମାଧପୃଷ୍ଟି ସାହିର ପ୍ରଫୁଲ୍ଲ ସାହୁ । ହେଲେ…
Read More...

ଟି. ୟୁ. ସି.ଆଇ ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ।

ବ୍ରହ୍ମପୁର,ତା- ୨୦/୧୦(ପିପିଟି); ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ନିର୍ମାଣ ଶ୍ରମିକଙ୍କ ଲକଡାଉନ ସହାୟତା ଏବଂ ବିଭିନ୍ନ ସମସ୍ୟା ନେଇ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ…
Read More...

ଖଜୁରିପଡା ବ୍ଲକ ପେନାବାଲୀ ଗ୍ରାମର ଜଳ ଯୋଗାଣ ଚାଲିଛି ଠିକାଦାର ମର୍ଜିରେ ।

ଫୁଲବାଣୀ,୨୦/୧୦(ପିପିଟି);କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅରାପାଜୁ ପଞ୍ଚାୟତର ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପେନାବାଲୀ ଗାଁରେ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସୋଲାର ପଏଣ୍ଟରେ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।…
Read More...

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ କରୋନା ପଜେଟିଭି ।

ଯାଜପୁର,୨୦/୧୦(ପିପିଟି) : ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ କରୋନା ପଜେଟିଭି ବୋଲି ନିଜର ସୋସିଲମିଡ଼ିଆ ରେ ଲେଖିଛନ୍ତି । ସେ ଲେଖିଛନ୍ତି ମୋ କୌଣସି ଲକ୍ଷଣ ନାହିଁ ଯେହେତୁ ସ୍ୱାବ ଟେଷ୍ଟ ରେ ପଜେଟିଭି…
Read More...

ବୋନସ ଦାବୀ ନେଇ ଡାକ କର୍ମଚାରୀ ମାନଙ୍କ ପ୍ରତିବାଦ ।

ହିଞ୍ଜିଳିକାଟୁ,ତା-୨୦/୧୦(ପିପିଟି) ;ଜାତୀୟ ଡାକ କର୍ମଚାରୀ ମାନଙ୍କ ବୋନସ ପ୍ରଦାନକୁ ନେଇ ସମସ୍ତ ଡାକ କର୍ମଚାରୀ ଡାକ ମୁଖ୍ଯାଳୟ ଆଗରେ ଦାବୀମୂଳକ ବିଭିନ୍ନ ସ୍ଳୋଗାନ ସହ ଧାରଣା ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବୋନସ ଜନିତ…
Read More...