Browsing Category

ଜିଲ୍ଲା

ବାଙ୍ଗିରୀପୋଷୀ ଘାଟୀର ଦୁଇ ପାର୍ଶ୍ବ ଗାଡୱାଲ ବେରେକେଡ୍ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

ରାଇରଙ୍ଗପୁର,୨୯/୧୦(ପିପିଟି) ମୟୁରଭଞ୍ଜ ଜିଲ୍ଲା ବିଶୋଇ ଓ ବାଙ୍ଗିରୀପୋଷୀର ଘାଟୀ ଆରମ୍ଭ ଓ ଶେଷ ମଧ୍ୟରେ ୪୯ ନଂ ଜାତୀୟ ରାଜପଥ ରେ ଦୀର୍ଘ ୭ କି: ମି: ରାସ୍ତା ର ଦୁଇ ପାର୍ଶ୍ବକୁ ଉନ୍ନତ ମାନର ଗାଡୱାଲ ଓ କଂକ୍ରିଟ୍ ବେରେକେଡ୍…
Read More...

ସୁଲେଇପାଟ ଲୌହଖଣି ଚାଲୁ କରିବା ପାଇଁ ବୈଠକ ଅନୁଷ୍ଠିତ ।

ରାଇରଙ୍ଗପୁର,୨୯/୧୦(ପିପିଟି); ମୟୁରଭଞ୍ଜ ଜିଲ୍ଲା ବୃହତ ଲୈହ ଖଣି ସୁଲେଇପାଟ,ଗୋରୁମହିଷାଣୀ,ବାଦାମପାହାଡ ଖଣି ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ହେବ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଫଳରେ ଖଟିଖିଆ ଦିନ ମୁଜୁରିଆ କୋବିଡ୍ - ୧୯ ଯୋଗୁଁ…
Read More...

ବୋଲଗଡ ରେଲୱେ ଓଭରବ୍ରିଜ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ।

ବୋଲଗଡ,୨୯/୧୦(ପିପିଟି); ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଅକାରଣରେ ଚାଲିଯାଉଛି ସାଧାରଣ ଲୋକଙ୍କ ଜୀବନ । କିଛି ଦିନ ତଳେ ପିଚୁକୁଳି ଠାରେ ଘଟିଥିବା ସଡ଼କ…
Read More...

୫୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ।

ରାମନାଗୁଡା,୨୯/୧୦(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡା ଆରଏମସି ନିକଟରୁ ବୁଧବାର ଦିନ ଗୁଡାରି ପୁଲିସ ଏକ ଟ୍ରକରୁ ୫୭୨କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା…
Read More...

କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨୮ ।

କଟକ ,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯, ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨୮ ସହ କଟକ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦ ।

ବ୍ରହ୍ମପୁର,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯, ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦ ସହ…
Read More...

ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୨୨ ।

ଭୁବନେଶ୍ବର,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯ ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୨୨ ସହ…
Read More...

ସାନଖେମୁଣ୍ଡି ସାହିତ୍ୟ ସଂସଦର ସାହିତ୍ୟ ଆସର ଓ ଆଲୋଚନାଚକ୍ର ।

ସାନଖେମୁଣ୍ଡି,୨୮/୧୦(ପିପିଟି); ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି ଯୁଗଯୁଗ ପାଇଁ ଏକ ପ୍ରବାହମାନ ଧାରା । ଏଭଳି ଆଦିମ ପରମ୍ପରା ଏକ ଭିନ୍ନ ସ୍ୱତନ୍ତ୍ରତା ରେ ପରିପୂର୍ଣ । ଦକ୍ଷିଣ ଓଡିଶାର ଆଦିବାସୀ ସମ୍ପ୍ରଦାୟର ଭାଷା…
Read More...

କରୋନାକୁ ହରାଇ ବିଜୟୀ ନିଶ୍ଚିତ ହେବା ।

ପଟ୍ଟାମୁଣ୍ଡାଇ,୨୮/୧୦(ପିପିଟି);ତନୂପୁର ଗ୍ରାମରେ ଭେଙ୍କେଟେଶ୍ବର ସ୍କୁଲ, ପଟ୍ଟାମୁଣ୍ଡାଇ ତରଫରୁ କରୋନା ବିରୁଦ୍ଧରେ ସଚେତନତା ତଥା କାଢ଼ା ପ୍ରସ୍ତୁତି ଓ ଔଷଧ Arsenicum Album 30C ବଣ୍ଟନ କରାଯାଇଛି ।ସ୍କୁଲର ନିର୍ଦ୍ଦେଶକ…
Read More...

କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାରଙ୍କ ଯୋଗଦାନ ।

କୋଦଳା,୨୮/୧୦(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଅବନୀ କୁମାର ସାହୁ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ…
Read More...