Browsing Category

ଜିଲ୍ଲା

ଶେଷ ହେଲା ହୋମଗାର୍ଡ ପରୀକ୍ଷା; ମୋଟ ୧୩୫ ପଦବୀରୁ ୫ଟି କେନ୍ଦ୍ରରେ ୧୦୩୪ ପରୀକ୍ଷାର୍ଥୀ ।

ଭଞ୍ଜନଗର ୦୭/୦୯(ପିପିଟି):ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୧୦ ଟା ରୁ ୧୨ ଟା ମଧ୍ୟରେ ପରୀକ୍ଷା…
Read More...

ନାବାଳିକାକୁ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ ଘଟଣା ;ପରେ ଅଭିଯୁକ୍ତ ଫେରାର।

ବାଲିଗୁଡ଼ା, ୦୭/୦୯(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ…
Read More...

ମହାନଗରରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଟେଣ୍ଡର ଆହ୍ବାନ ।

ବ୍ରହ୍ମପୁର,୦୬/୦୯(ପିପିଟି): ବ୍ରହ୍ମପୁର ମହାନଗର ନିଗମର ଉଦ୍ୟମରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଡେପୁଟି କମିଶନର ତଥା ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଆଶୀର୍ବାଦ…
Read More...

ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

ଯାଜପୁର,୦୬/୦୯(ପିପିଟି): ଆଜି ସକାଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଅତର୍କିତ ଭାବରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେ ମେଡିକାଲ ସ୍ଥିତ ବହିର୍ବିଭାଗକୁ ସର୍ବ ପ୍ରଥମେ ଯାଇ ମେଡିକାଲରେ ରୋଗୀ…
Read More...

ଯାଜପୁର ଜିଲ୍ଲାରେ ଖରିଫ ଋତୁ ପାଇଁ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଣ ସମ୍ପର୍କୀୟ ପ୍ରେସ ମିଟ।

ଯାଜପୁର,୦୬/୦୯(ପିପିଟି): ଯାଜପୁର ଜିଲ୍ଲାରେ ସାର ର ଅଭାବୀ ବିକ୍ରି ସମ୍ପର୍କୀୟ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ…
Read More...

ପୌରପରିଷଦର ବିଭିନ୍ନ ଉନ୍ନୟନ କାର୍ଯ୍ଯ ଦେଖିଲେ ଜିଲ୍ଲାପାଳ ।

ମାଲକାନଗିରି, ୦୬/୦୯(ପିପିଟି):ମାଲକାନଗିରି ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ। ସେଥି ନିମନ୍ତେ ଆଜି ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି…
Read More...

ଆଦି କର୍ମଯୋଗୀ ତାଲିମ କାର୍ଯ୍ଯକ୍ରମ ଉଦଯାପିତ ।

ମାଲକାନଗିରି, ୦୬/୦୯(ପିପିଟି):ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତିନି ଦିନିଆ ଆଦି କର୍ମଯୋଗୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମରେ ଶିକ୍ଷା, ସ୍ବାସ୍ଥ୍ୟ,…
Read More...

ପାଣିଘେରରେ ଥିବା ମାରଡା ଗାଁରେ ପହଁଚିଲା ପ୍ରଶାସନ ।

ହରଭଙ୍ଗା,୦୬/୦୯: ମହାନଦୀରେ ବନ୍ୟାଜଳବୃଦ୍ଧି ଯୋଗୁଁ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପାଣିଘେରରେ ରହିଥିଲା ।ଉଦଣ୍ଡୀ ନାଳରେ ୧୦ଫୁଟ ଉଚ୍ଚରେ ବନ୍ୟାଜଳ ଯୋଗୁଁ ମାରଡା ଗାଁକୁ ଯୋଗାଯୋଗ…
Read More...

ଏକ ପେଡ୍ ମା କେ ନାମ୍ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର,୦୬/୦୯(ପିପିଟି): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।…
Read More...

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ।

ଭଞ୍ଜନଗର, ୦୬/୦୯(ପିପିଟି): ଭଞ୍ଜନଗର ସହରର ରାସ୍ତାକଡ଼ରେ ବହୁ ଉଠା ଦୋକାନୀ ଦୀର୍ଘଦିନ ହେଲା ବ୍ୟବସାୟ ଚଳାଇଛନ୍ତି।ଯାହା ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…
Read More...