Browsing Category

ଜିଲ୍ଲା

ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହେଲେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ।

ଉଲୁଣ୍ଡା,୨୭/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ,ଭଉଣୀ ଦେବୀ ସୁଭଦ୍ରା ଓ ଭାଇ ବଳଭଦ୍ର ଙ୍କର ଆଜି ଦୁର୍ଲଭ ନାଗାର୍ଜୁନ ବେଶ…
Read More...

ଖଣ୍ଡିଆନଈ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୨୭/୧୧(ପିପିଟି); ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନଙ୍କ ତତ୍ଵାବଧାନ ରେ "ମୋ ଗାଁ ରେ ତହସିଲ୍"…
Read More...

ଆସ୍କା ବିଧାୟିକାଙ୍କ ଦ୍ବାରା ଭତ୍ତା ଓ ଟ୍ରାୟ ସାଇକେଲ ବଣ୍ଟନ ।

କବିସୂର୍ଯ୍ଯ ନଗର,୨୭/୧୧(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗଙ୍କ ପାଇଁ ଆଶା ବାଡି ଓ ଟ୍ରାୟ ସାଇକେଲ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…
Read More...

ଯାଜପୁରରେ କାଳି ଦାସ ଜୟନ୍ତୀ ପାଳିତ ।

ଯାଜପୁର,ତା- ୨୭/୧୧(ପିପିଟି) : ସଂସ୍କୃତ ଭାଷା ବିଶ୍ୱର ସର୍ବ ପୁରାତନ ଭାଷା ଭାବେ ପରିଚିତ । ଆଦି କବି କାଳି ଦାସ ଏହି ଭାଷାକୁ ଯେଉଁ ସ୍ତରକୁ ନେଇଚ୍ଥନ୍ତି ତାହା ଅନନ୍ୟ ଓ ଚିରନ୍ତନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି…
Read More...

ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧ ନିମନ୍ତେ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ…

ଯାଜପୁର,ତା ୨୭/୧୧(ପିପିଟି):ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
Read More...

ଭଞ୍ଜନଗର ଠାରେ ଓରମାସ ପକ୍ଷରୁ ପ୍ରଦର୍ଶନୀ ଶୁଭାରମ୍ଭ ।

ଭଞ୍ଜନଗର,୨୭/୧୧(ପିପିଟି), ଓରମାସ, ପଞ୍ଚାୟତ ରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ପୁରୁଣା ଜେଲ ପଡିଆ ଠାରେ ମିନି ପ୍ରଦର୍ଶନୀ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଉଦ୍‌ଘାଟନ କରିଛନ୍ତି ।…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୬

ଭୁବନେଶ୍ବର,ତା-୨୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୮୩୯, ଚିକିତ୍ସିତ ସଂଖ୍ୟା ୬,୬୨୯ ମୃତ ସଂଖ୍ୟା ୧,୭୧୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୬ ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୮ ।

ବ୍ରହ୍ମପୁର,ତା-୨୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୮୩୯, ଚିକିତ୍ସିତ ସଂଖ୍ୟା ୬,୬୨୯ ମୃତ ସଂଖ୍ୟା ୧,୭୧୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୮ ସହ…
Read More...

କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୫ ।

କଟକ,ତା-୨୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୮୩୯, ଚିକିତ୍ସିତ ସଂଖ୍ୟା ୬,୬୨୯, ମୃତ ସଂଖ୍ୟା ୧,୭୧୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୫ ସହ କଟକ…
Read More...

କବିସୂର୍ଯ୍ଯ ନଗର ଠାରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ।

କବିସୂର୍ଯ୍ଯ ନଗର,୨୬/୧୧(ପିପିଟି); ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ସର୍ବ ଭାରତୀୟ ଧର୍ମଘଟ ଡ଼ାକରାକ୍ରମେ କବିସୂର୍ଯ୍ଯ ନଗର ଆଇବି ଛକ ଠାରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃଷି ଓ କୃଷକ ବିରୋଧୀ…
Read More...