Browsing Category

ଜିଲ୍ଲା

୨ ବର୍ଷ ହେଲା ଅଚଳ ନଳ କୂପ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

ଦିଗପହଣ୍ଡି,୦୭/୧୨(ପିପିଟି); ପାନୀୟ ଜଳ ପାଇଁ ଲୋକେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ନଳ କୂପ ଖନନ କରିଛନ୍ତି । ହେଲେ ଅତି ବିଡ଼ମ୍ବନାର ବିଷୟ ସେ ନଳ…
Read More...

ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଗ କଟକ ଜିଲ୍ଲା ଶାଖା ବୈଠକ।

କଟକ, ତା ୦୭/୧୨(ପିପିଟି); ସୋମବାର ଦିନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ କଟକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସାମ୍ବାଦିକ ପ୍ରକୋଷ୍ଠ ରେ ଜିଲ୍ଲା ସଭାପତି ଅମରେନ୍ଦୁ ମହାନ୍ତିଙ୍କ…
Read More...

ମାତ୍ର କୋଡ଼ିଏ ଟଙ୍କା ବାକି ପାଇଁ ଯୁବକଙ୍କୁ ଜୀବନ୍ତ ଜାଳି ଦେଲା ପାନ ଦୋକାନୀ, ବଡ଼ଚଣା ଥାନା ଆଗରେ ନ୍ୟାୟ ପାଇଁ ମୁଣ୍ଡ…

ଯାଜପୁର,୦୭/୧୨(ପିପିଟି); ମାତ୍ର ୨୦ଟଙ୍କା ବାକି ପାଇଁ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଧାନମଣ୍ଡଳ ଦଳିତ ସାହିରେ। ଅଭିଯୁକ୍ତକୁ…
Read More...

୧୬ ଡିସେମ୍ବର ରୁ ଭଞ୍ଜନଗର ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ।

ଭଞ୍ଜନଗର,୦୭/୧୨(ପିପିଟି); ଚଳିତ ୨୦୨୦-୨୧ ବର୍ଷ ନିମନ୍ତେ ଚଳିତ ମାସ ୧୬ ତାରିଖରୁ ଭଞ୍ଜନଗର ଉପଖଣ୍ଡ ରେ ଖରିଫ ଧାନ ସମସ୍ତ ପେକ୍ସ /ଡବ୍ଲୁଏସଏଚଜି କେନ୍ଦ୍ରମାନଙ୍କରେ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ । ଆଜି ଭଞ୍ଜନଗର ବ୍ଲକ…
Read More...

ସମସ୍ତ କାର୍ଯ୍ୟର ଲକ୍ଷ୍ୟଧାର୍ଯ୍ୟ ପୂରଣ ହେଲେ ଫଳାଫଳ ଉତ୍ତମ ହେବ – ଜିଲ୍ଲାପାଳ ।

ଛତ୍ରପୁର, ତା.୦୭/୧୨(ପିପିଟି); ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସୋମବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

୮ ଡିସେମ୍ବର ଭାରତ ବନ୍ଦକୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ସମର୍ଥନ ।

ବ୍ରହ୍ମପୁର,ତା ୦୭/୧୨; କେନ୍ଦ୍ରର ମୋଦୀ ସରକାର ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନ ଦେଶର ସ୍ୱାର୍ଥ ବିରୋଧୀ । ଏଥିଦ୍ୱାରା ଚାଷୀମାନେ ନିଜେ ନିଜ ଜମି ଉପରେ ଥିବା ନିୟନ୍ତ୍ରଣ ହରାଇବସିବେ, କର୍ପୋରେଟ ମାଲିକମାନେ ଏହାକୁ…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୯ ।

ଭୁବନେଶ୍ବର,ତା-୦୭/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୫,୮୪୦, ଚିକିତ୍ସିତ ସଂଖ୍ୟା ୩,୮୯୩ ମୃତ ସଂଖ୍ୟା ୧,୭୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୬ ।

ବ୍ରହ୍ମପୁର,ତା-୦୭/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୫,୮୪୦, ଚିକିତ୍ସିତ ସଂଖ୍ୟା ୩,୮୯୩ ମୃତ ସଂଖ୍ୟା ୧,୭୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୬ ସହ…
Read More...

ଖଲ୍ଲିକୋଟ କହ୍ନେଇପୁର ଠାରେ ପାନୀୟ ଜଳ ସଙ୍କଟ, ପ୍ରକଳ୍ପ ନିର୍ମାଣରେ ଅନିୟମିତତା।

ଖଲ୍ଲିକୋଟ,୦୭/୧୨(ପିପିଟି); ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର କହ୍ନେଇପୁର ଠାରେ ୨୦୧୨-୧୩ ନିର୍ମିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଅନିୟମିତତା ହୋଇଥିବା ଯୋଗୁଁ ସାଧାରଣ ଲୋକ ଉପକୃତ ହୋଇ ପାରୁ…
Read More...

ବସୁଧା ଯୋଜନାରେ ଲୋକେ ଉପକୃତ ହେବା ବଦଳରେ ହୀନସ୍ତା, ପାଣି ମୋଟର ଡୁପ୍ଲିକେଟ ହୋଇଥିବାରୁ ଠିକ୍ ସେ ପାଣି ମିଳୁନଥିବା…

ଦିଗପହଣ୍ଡି, ୦୭/ ୧୨(ପିପିଟି); ପାନୀୟ ଜଳ ସମସ୍ୟା କୁ ସୁଧାର କରିବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥାନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଲୋକେ…
Read More...