Browsing Category

ଜିଲ୍ଲା

କୋଦଳା ଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ।

କୋଦଳା,୨୬/୧୨(ପିପିଟି); ଡିସେମ୍ବର ୨୬ ତାରିଖ ଶନିବାର ୨୪ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଦୀର୍ଘ ୨୦ ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ…
Read More...

ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ ।

ବ୍ରହ୍ମପୁର,୨୬/୧୨(ପିପିଟି);ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୯୫ ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ପାର୍କ ସାହି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ପତାକାକୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ…
Read More...

ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍‌ଘାଟିତ ।

ଭଞ୍ଜନଗର,୨୬/୧୨(ପିପିଟି); ଭଞ୍ଜନଗର ଫିସେରି ନିକଟରେ ୧ଏକର ଜାଗାରେ ୧କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପ୍ରଣାଳୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଏକ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଆଜି ଜଙ୍ଗଲ,…
Read More...

ପୋଲସରା ଠାରେ ବିଜେଡିର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠାଦିବସ ପାଳନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ।

ପୋଲସରା,ତା-୨୬/୧୨(ପିପିଟି); ଆଜି ବିଜେଡି ର ୨୪ତମ ପ୍ରତିଷ୍ଠା ଦିବସ।୧୯୯୭ ମସିହା ଆଜିର ଦିନରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଭାବେ ପ୍ରତିଷ୍ଠା ହୋଇଥିଲା । ଏହି ଦିବସଟିକୁ ସ୍ମରଣ କରିବା ଉଦେଶ୍ୟରେ ଦଳ…
Read More...

କୋଭିଡ୍ ସଚେତନତା ରଥର ଜଗତସିଂହପୁର ଜିଲ୍ଲା ପରିକ୍ରମା ।

ଜଗତସିଂହପୁର,୨୬/୧୨(ପିପିଟି) ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ଓଡିଶା ଶାଖା ସହଯୋଗରେ କୋଭିଡ୍ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇ ଯାଇଛି। ଜଗତସିଂହପୁର ପୌରପରିଷଦ…
Read More...

ବିଜେଡିର ପ୍ରତିଷ୍ଠିତ ଦିବସ ପାଳିତ।

ଶେରଗଡ,୨୬/୧୨(ପିପିଟି); ୧୯୯୭ ମସିହାର ଆଜିର ଦିନରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ। ସ୍ବର୍ଗତ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ପ୍ରିୟ ବିଜୁ ବାବୁଙ୍କ ନାମରେ ନାମିତ ହେଲା ବିଜୁ ଜନତା ଦଳ। ତେବେ…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୦ ।

ଭୁବନେଶ୍ବର,ତା-୨୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୩,୩୭୮, ଚିକିତ୍ସିତ ସଂଖ୍ୟା ୨,୯୧୩ ମୃତ ସଂଖ୍ୟା ୧,୮୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୦ ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୫।

ବ୍ରହ୍ମପୁର,ତା-୨୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୩,୩୭୮, ଚିକିତ୍ସିତ ସଂଖ୍ୟା ୨,୯୧୩ ମୃତ ସଂଖ୍ୟା ୧,୮୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ…
Read More...

କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୬ ।

କଟକ,ତା-୨୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୩,୩୭୮, ଚିକିତ୍ସିତ ସଂଖ୍ୟା ୨,୯୧୩, ମୃତ ସଂଖ୍ୟା ୧,୮୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୬ ସହ କଟକ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୮,୨୦୧, ମୃତ୍ୟୁ ସଂଖ୍ୟା ୧,୮୫୭ ।

ଭୁବନେଶ୍ବର,୨୬/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୪ । ବର୍ତ୍ତମାନ ସୁଦ୍ଧା ୬୭,୯୯,୯୫୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୮,୨୦୧ ଚିହ୍ନଟ ହୋଇଛନ୍ତି ୩,୨୩,୩୭୮ ଜଣ ସୁସ୍ଥ ହୋଇଥିବା…
Read More...