Browsing Category

ଜିଲ୍ଲା

ସିଦ୍ଧେଶ୍ବର ମନ୍ଦିର ପରିଦର୍ଶନ କଲେ ବିଧାୟିକା ଓ ପିଡି ।

କବିସୂର୍ଯ୍ଯନଗର,୨୬/୧୨(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକଯମୁନା ପାହାଡ଼ ଉପରେ ଥିବା ଶ୍ରୀ ସିଦ୍ଧେଶ୍ବର ମନ୍ଦିର ପରିବେଶ ଓ ସୌନ୍ଦର୍ଯ୍ୟ ପାଇଁ ବହୁତ ଅକର୍ଷଣୀୟ ହୋଇଛି । ସେଠାରେ ପାରଦ ଶିବ ଲିଙ୍ଗ ଥିବା…
Read More...

କୁଜଙ୍ଗ ଠାରେ ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ।

କୁଜଙ୍ଗ,୨୬/୧୨(ପିପିଟି); କୁଜଙ୍ଗ ସ୍ଥିତ ଲୋକନାଥ ଭବନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୯୫ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । କୁଜଙ୍ଗ ଜୋନାଲ କମିଟିର ବରିଷ୍ଠ ସଭ୍ୟ ଭଗବାନ ସ୍ଵାଇଁ ଦଳୀୟ ପତାକା…
Read More...

ଓଁ ଶ୍ରୀ ଗାଦିବ୍ରହ୍ମ ଗୀତା’ ପୁସ୍ତକ ଲୋକାର୍ପିତ।

ଜଗତସିଂହପୁର,୨୬/୧୨(ପିପିଟି); ମୁଦୁପୁର ପଞ୍ଚାୟତସ୍ଥ ସିଦ୍ଧଳ ଗାଦିବ୍ରହ୍ମଙ୍କ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଶିଷ୍ଟ ସାହିତ୍ୟିକ ସ୍ବପ୍ନିଳ କବି ତଥା ନଵକାକଳି ପତ୍ରିକାର ସଂପାଦକ ଡଃ. ସୁରେନ୍ଦ୍ର ନାଥ…
Read More...

ମାତ୍ର ୨ମାସ ଚାଲିବା ପରେ ବନ୍ଦ ହୋଇଗଲା ସରକାରୀ ବିଶୁଦ୍ଧ ଥଣ୍ଡା ପାନୀୟ ଜଳଯୋଗାଣ ପ୍ରକଳ୍ପ।

ରାୟଗଡା,୨୬/୧୨(ପିପିଟି); ରାୟଗଡା ଜିଲ୍ଲା ରାୟଗଡ଼ା ବ୍ଲକ ପେଣ୍ଟା ଗ୍ରାମପଞ୍ଚାୟତ ଅଧିନ ଅମଳାଭଟ୍ଟା ଛକରେ ୨୦୨୦/୨୧ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ସତୁରି ହଜାରଟଙ୍କା ବ୍ୟୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା…
Read More...

ବିବାହିତା ମହିଳାଙ୍କ ଆତ୍ମହତ୍ୟା 

ଭଞ୍ଜନଗର,୨୬/୧୨(ପିପିଟି); ଭଞ୍ଜନଗର ସ୍ଥିତ ନାରାୟଣ ମନ୍ଦିର ସାହିରେ ରହୁଥିବା ବାରମଜା ବ୍ୟବସାୟୀ ପୂର୍ଣ୍ଣ ରାଜୁଙ୍କ ପତ୍ନୀ ରିଙ୍କି ରାଜୁ (୩୦) ଆଜି ଦିନ ୩ଟା ବେଳେ ଘରେ କେହି ନଥିବା ସୁଯୋଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା…
Read More...

ହିଞ୍ଜିଳିକାଟୁ ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ।

ହିଞ୍ଜିଳିକାଟୁ,୨୬/୧୨(ପିପିଟି): ଆଜି ୨୪ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି ।…
Read More...

ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ।

ଜଗତସିଂହପୁର,୨୬/୧୨(ପିପିଟି); ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଆଇଟିୟୁସି ଜିଲ୍ଲା ଉପସଭାପତି ସୋମନାଥ ଗିରି ଦଳୀୟ ପତାକା ଉତ୍ତୋଳନ କରିଥିଲେ ।…
Read More...

ରିଷିକୁଲ୍ଯା ରୟତ ମହାସଭା ତରଫରୁ କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଓ ଧାନ ମଣ୍ଡି ସଚେତନତା ନେଇ ଆଲୋଚନା ।

ହିଞ୍ଜିଳିକାଟୁ,୨୬/୧୨(ପିପିଟି)ହିଞ୍ଜିଳି ରିଷିକୁଲ୍ୟା ରୟତ ମହାସଭା ଗଞ୍ଜାମ ତରଫରୁ ଶ୍ରୀ ଲକ୍ଷ୍ମୀ ଚରଣ ନାହାକଙ୍କ ନିଵେଦନ କ୍ରମେ ଶିଖରପୁରୁ ଗୋପାଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ କୃଷକ ସଭାର ଆୟୋଜନ ହୋଇଯାଇଛି…
Read More...

ଯାଜପୁର ଜଣେ ୪ବର୍ଷ ଶିଶୁ ନିଖୋଜ ।

ଯାଜପୁର,୨୬/୧୨(ପିପିଟି) :ରାଜ୍ୟରେ ଥମୁନି ଶିଶୁ ଅପହରଣ ଘଟଣା । ପୁଣି ଯାଜପୁର ଜିଲ୍ଲାରେ ଆଉ ଜଣେ ଶିଶୁ ନିଖୋଜ ଥିବାନେଇ ଅଭିଯୋଗ ହୋଇଛି । ଚଣ୍ଡିଖୋଲ ନିକଟ ଆଦିବାସୀ ବସ୍ତିରୁ ଚାରି ବର୍ଷର ଶିଶୁପୁତ୍ର ଚିଣ୍ଟୁ ନିଖୋଜ ହୋଇଛି…
Read More...

ସୁକିନ୍ଦା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ; ସେବା ଓ ସଂକଳ୍ପର ବାର୍ତ୍ତାକୁ ଗୁରୁତ୍ୱ ।

ଯାଜପୁର,୨୬/୧୨(ପିପିଟି): ଦାନଗଦି ବ୍ଲକ ଓସ୍ତପାଳ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଶନିବାର କୋଭିଡ କଟକଣା ସହିତ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରଦୀପ…
Read More...