Browsing Category

ଜିଲ୍ଲା

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ।

­ଭଞ୍ଜନଗର,୧୧/୦୧(ପିପିଟି); ଭଞ୍ଜନଗର ବାଉଁଶ ଲୁଣ୍ଡି ବାଇପାସ ନିକଟରେ ଆଜି ଜଣେ ଅଜଣା ବୟସ୍କ ବ୍ୟକ୍ତି ଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର…
Read More...

ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ।

ରାୟଗଡା,ତା.୧୧/୦୧(ପିପିଟି); ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦାୟୀ ଜିଲ୍ଲାପାଳ…
Read More...

ଉଚ୍ଛେଦ କ୍ରସର ଗୁଡିକୁ ଥଇଥାନ କରିବା ପାଇଁ ପ୍ରସ୍ତୁତି ।

ଯାଜପୁର,୧୧/୦୧(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ର ବିଭିନ୍ନ ଅଂଚଳରେ ଉଛେଦ ହୋଇଥିବା କ୍ରସର ଗୁଡିକୁ କ୍ଲସ୍ଟର କରାଇ ବସାଇବା ପାଇଁ ପ୍ରସ୍ତୁତି ଉପସ୍ଥିତ ଅଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)…
Read More...

ଦକ୍ଷିଣାଞ୍ଚଳ ଉପନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ ।

୧୧/୦୧(ପିପିଟି) ଦକ୍ଷିଣାଞ୍ଚଳ ଉପନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଗୁରୁବୀର ସିଂ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୪ ମସିହାରେ ଓଡିଶା ସୂଚନା ସେବାରେ ଯୋଗଦାନ କରି ପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ…
Read More...

କର୍ପୋରେଟ ସପକ୍ଷ କୃଷି ନୀତିକୁ ପ୍ରତ୍ୟାହାର କରିବା ପାଇଁ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ର ଶୋଭାଯାତ୍ରା ଓ ଗଣବିକ୍ଷୋଭ…

ବ୍ରହ୍ମପୁର,୧୧/୦୧(ପିପିଟି); ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଟାଟା ବେଞ୍ଜ ଛକ ଠାରୁ ଏକ କୃଷକ, ଶ୍ରମିକ ଓ ଆଦିବାସୀ ମାନଙ୍କର ଏକ ଲାଲ ପଟୁଆର ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ…
Read More...

କଳାକୃଷି ଆଇନ ବାତିଲ ଦାବୀରେ ଅଖିଳଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ ।

ସାନଖେମୁଣ୍ଡି,୧୧/୦୧(ପିପିଟି):କୃଷିଧ୍ବଂସ କାରୀ କଳା କୃଷି ଆଇନ ବିରୋଧରେ ଦିଲ୍ଲୀଚାଲ ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷିଜାତ ସାମଗ୍ରୀ ବିପଣନ ଓ କାରବାର ଆଇନ ୨୦୨୦ ରଦ୍ଦ କରିବା ଚୁକ୍ତିବଦ୍ଧ ଚାଷ ଓ ଠିକା…
Read More...

କୋଶଳିଆ ମାଳି ସମାଜର ସାଧାରଣ ସଭା ଅନୁଷ୍ଠିତ ।

ଉଲୁଣ୍ଡା,୧୧/୦୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଇ ଗ୍ରାମରେ କୋଶଳିଆ ସମାଜର ଜିଲ୍ଲା ସଭାପତି ଡ଼.ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ କୋଶଲିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭା…
Read More...

ମାଁ ମାହେଶ୍ୱରୀ ଦେବୀଙ୍କର ନବକଳେବର ପାଇଁ ପ୍ରସ୍ତୁତି ବୈଠକ ।

ଉଲୁଣ୍ଡା୧୧/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ର ପ୍ରସିଦ୍ଧ ମାହେଶ୍ୱରୀ ପୀଠ କାନପୁର ଗ୍ରାମର ଦେମୂଳ ପୀଠରେ ମାଁ ମାହେଶ୍ୱରୀ ଦେବୀଙ୍କର ନବକଳେବର ପାଇଁ ଜିଲ୍ଲା ଯୁବ ଡୁମାଲ ପରିଷଦ,ସୁବର୍ଣ୍ଣପୁର ଶାଖା…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୯ ।

ଭୁବନେଶ୍ବର,ତା-୧୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୦୪୩, ଚିକିତ୍ସିତ ସଂଖ୍ୟା ୨,୧୧୮ ମୃତ ସଂଖ୍ୟା ୧,୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୯ । ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ଶୂନ ।

­ବ୍ରହ୍ମପୁର,ତା-୧୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୦୪୩, ଚିକିତ୍ସିତ ସଂଖ୍ୟା ୨,୧୧୮, ମୃତ ସଂଖ୍ୟା ୧,୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ଶୂନ ସହ…
Read More...