Browsing Category

ଜିଲ୍ଲା

ମଦ୍ଯପ ସ୍ବାମୀର ଟାଙ୍ଗିଆ ମାଡରେ ସ୍ତ୍ରୀର ମୃତ ।

ମାଲକାନଗିରି,ତା:୦୧/୦୨(ପିପିଟି);ମଦ ହିଁ ମନ୍ଦ । ମଦ ପାନ କଲେ ମଣିଷ ହିତାହିତ ଜ୍ଞାନ ଭୁଲି ଅଧିକାଂଶ ସମୟରେ ବହୁ ଅପରାଧ କରିଥାଏ ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଏମଭି-୭୨ ଗ୍ରାମରେ । ସ୍ବାମୀ ମଦ୍ଯପାନ କରି ସ୍ତ୍ରୀର…
Read More...

ଏକ କର୍ପୋରେଟ୍ ସପକ୍ଷବାଦୀ ଓ ନୈରାଶ୍ଯଜନକ ବଜେଟ୍ ।

ବ୍ରହ୍ମପୁର,୦୧/୦୨; ମୋଦି ସରକାରଙ୍କ ଚଳିତ ବଜେଟ୍ କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଶର ସାଧାରଣ ଜନତାଙ୍କୁ ଏକଦମ୍ ନିରାଶ କରିଛି । ସରକାର ନିଜର ଆବଶ୍ୟକତା ପୂରଣ ପାଇଁ ମହାମାରୀ ସମୟରେ…
Read More...

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ।

ଭଞ୍ଜନଗର,୦୧/୦୨(ପିପିଟି); ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଶେରଗଡ଼ ବ୍ଲକ ଧବଳ ପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରମୋଦ କୁମାର ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତର ବହୁ ୱାର୍ଡ ମେମ୍ବର ମାନେ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ଆଗତ…
Read More...

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା ।

ବେଲଗୁଣ୍ଠା,୦୧/୦୨(ପିପିଟି);ସଡକ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଗାଙ୍ଗପୁର ଥାନା ଆମ ପୋଲିସ ତରଫରୁ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରେ ହେଲମେଟ ପିନ୍ଧିଥିବା ଏବଂ ଚାରିଚକିଆ ଯାନରେ ସିଟବେଲ୍ଟ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୧୫୧,ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୦୧/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୯ । ବର୍ତ୍ତମାନ ସୁଦ୍ଧା ୭୭,୩୧,୭୫୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୧୫୧ ଚିହ୍ନଟ ହୋଇଛନ୍ତି ୩,୩୨,୧୦୩ ଜଣ ସୁସ୍ଥ ହୋଇଥିବା…
Read More...

ବିଭିନ୍ନ ସଂଗଠନ ତରଫରୁ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ଭୀମଭୋଇ ସମ୍ମାନ ଓ ସମ୍ବର୍ଦ୍ଧନା ।

ବାଲିଗୁଡା,୦୧/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ନିକଟସ୍ଥ କାଣିବିଡିକା ଗ୍ରାମରେ କୁଇ ଭାଷା ସାହିତ୍ୟ ସମିତି ଓଡିଶା ଓ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ମିଳିତ ଆନୁକୁଲ୍ୟରେ ପଦ୍ମଶ୍ରୀ…
Read More...

ସରକାରଙ୍କ ଡିଜିଟାଲାଇଜେଶନ ନେଟୱାର୍କରୁ ବହୁ ଦୂରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ।

କନ୍ଧମାଳ,୩୦/୦୧(ପିପିଟି): କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି…
Read More...

ଉଲୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ଓଡିଶା ପୃଷ୍ଟି ମହୋତ୍ସବ ପାଳିତ ।

ଉଲୁଣ୍ଡା,୩୧/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଓଡିଶା ଜୀବିକା ମିଶନ ତରଫରୁ ସମସ୍ତ ପଂଚାୟତ ମହାସଂଘ ତଥା ଆଞ୍ଚଳିକ ମଞ୍ଚ ତରଫରୁ ବିପିଏମ କେଶବ ଚନ୍ଦ୍ର ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଓଡିଶା ପୃଷ୍ଟି…
Read More...

ଉଫୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ଉଲୁଣ୍ଡା,୩୧/୦୧(ପିପିଟି);ସୁବର୍ଣ୍ଣପୁର ଜିଲା ବିରମହରାଜପୁର ବ୍ଲକର ସର୍ବ ପୁରାତନ ସ୍କୁଲ ଉଫୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଟିମ୍ ହ୍ୟୁମାନିଟର ମାନବିକତା; ରାସ୍ତାରେ ବୁଲୁଥିବା ମାନସିକ ବିକାରଗସ୍ତକୁ କଲେ ସହାୟତା ।

କନ୍ଧମାଳ,୩୧/୦୧(ପିପିଟି) : କନ୍ଧମାଳ ଜିଲ୍ଲା ଟିମ ହ୍ୟୁମାନିଟି ର ମାନବିକତା। କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ରାଜରାସ୍ତାରେ ବୁଲୁଥିବା ଜଣେ ମାନସିକ ବିକାର ଗ୍ରସ୍ତ ଲୋକକୁ ସହଯୋଗର ହାତ ବଢାଇଥିଲା ଟିମ ହ୍ୟୁମାନିଟି…
Read More...