Browsing Category
ଜିଲ୍ଲା
ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ; କଡା କୋଭିଡ୍ କଟକଣା ମଧ୍ୟରେ ମହାଦେବଙ୍କୁ ଦର୍ଶନ କଲେ ଭକ୍ତ ।
ବାଲିଗୁଡା,୧୧/୦୩(ପିପିଟି): ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ…
Read More...
Read More...
ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ ।
ବାଲିଗୁଡା,୧୧/୦୩(ପିପିଟି): ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ଟିକାବାଲି ଫରେଷ୍ଟ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି…
Read More...
Read More...
କୋଭିଡ଼ କଟକଣାରେ ଖାଁ ଖାଁ ଲାଗୁଚି ବିଭିନ୍ନ ଶୈବ ପୀଠ ।
ଭଞ୍ଜନଗର,୧୧/୦୩(ପିପିଟି); ଆଜି ମହା ଶିବରାତ୍ରୀ ହେଲେ ଭଞ୍ଜନଗର ଠାରେ ଥିବା ପ୍ରସିଦ୍ଧ ବେଲେଶ୍ୱର ପୀଠ ସଦା ସର୍ବଦା ଚଳ ଚଞ୍ଚଳ ରହୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହା ସମେତ ଅନ୍ୟାନ୍ୟ ଶୈବ ପୀଠ ଗୁଡ଼ିକ କୋଭିଡ଼…
Read More...
Read More...
ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର ।
ରାୟଗଡା, ୧୦/୦୩(ପିପିଟି); ରାୟଗଡ ଜିଲ୍ଲା ଗୁଣପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ସୌଜନ୍ୟରେ ରାମନାଗୁଡା,ଗୁଡାରି ଗୁଣପୁର ଓ ପଦ୍ମପୁର ବ୍ଲକ ର ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ୭ ଦିନିଆ ଛତୁ ଚାଷ ସମ୍ବନ୍ଧୀୟ…
Read More...
Read More...
ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ ।
ଯାଜପୁର,ତା ୧୦/୦୩(ପିପିଟି); ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନ ଘଟିଥିଲା ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ । ସେହିପରି ଯାଜପୁର ଜିଲ୍ଲାକୁ ୧୯୩୪ ମସିହା ମଇ ୨୧ ତାରିଖରେ ଗାନ୍ଧିଜୀ ପଦାର୍ପଣ କରିଥିଲେ । ତେଣୁ ଏହି…
Read More...
Read More...
ବିଦ୍ୟାଳୟ ପ୍ରାଚୀର ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ; ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ ।
ବାଲିଗୁଡା,୧୦/୦୩(ପିପିଟି); ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପ୍ରାଚୀର ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ…
Read More...
Read More...
ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ।
ବେଲଗୁଣ୍ଠା,୧୦/୦୩(ପିପିଟି)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ…
Read More...
Read More...
ହାତ ଅସ୍ତ୍ରୋପଚାର ପରେ ୯ ବର୍ଷର ଝିଅର ମୃତ୍ୟୁ;ଶବ ଧରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଧାରଣା ।
ମାଲକାନଗିରି,ତା:୧୦/୦୩(ପିପିଟି); ମାଲକାନଗିରି ସଦର ମହକୁମା ସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯ ) ସ୍ଥନୀୟ ତୁମୁଟି ଗୁଡା ପ୍ରାଥମିକ ବିଦ୍ଯାଳୟରେ ୩ୟ ଶ୍ରେଣୀରେ ପାଠ ପଢୁବା ବେଳେ କଟକ…
Read More...
Read More...
ଦାରିଙ୍ଗବାଡିରେ କଂଗ୍ରେସର ସାଙ୍ଗଠନିକ ବୈଠକ;ସମଗ୍ର ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବାକୁ ପରାମର୍ଶ ।
ବାଲିଗୁଡା,୦୯/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଡୁଲୁରି ପାଇନ ବଣଠାରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଏବଂ ନୂତନ କର୍ମକର୍ତ୍ତା…
Read More...
Read More...
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ।
ବେଲଗୁଣ୍ଠା,୦୯/୦୩(ପିପିଟି);ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଆସନ୍ତା ଶିକ୍ଷା ବର୍ଷରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ମଙ୍ଗଳବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ…
Read More...
Read More...