Browsing Category
ଜିଲ୍ଲା
ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର ।
କନ୍ଧମାଳ,୧୨/୦୩(ପିପିଟି ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ନଂ. ଓଆର-୦୭-ଏଚ- ୪୪୦୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାଇକ…
Read More...
Read More...
କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା ।
ବାଲିଗୁଡ଼ା,୧୨/୦୩(ପିପିଟି);କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି…
Read More...
Read More...
ମା ତାରା ତାରିଣୀଙ୍କ ଚୈତ୍ରମେଳା ସକାଶେ ପ୍ରସ୍ତୁତି ବୈଠକ;କେବଳ ଗଞ୍ଜାମ ଜିଲ୍ଲାବାସୀ ମା ଙ୍କର ଦର୍ଶନ ପାଇ ପାରିବେ ।
ଛତ୍ରପୁର,ତା.୧୨/୦୩(ପିପିଟି); ବିଗତ ବର୍ଷ କୋଭିଡ୍ କଟକଣା ଯୋଗୁଁ ମା ତାରାତାରିଣୀଙ୍କ ଦୁଇଟି ଚୈତ୍ର ମେଳା ଭକ୍ତଙ୍କ ପାଇଁ ହୋଇ ପାରିଥିଲା । କିନ୍ତୁ ଅନ୍ୟ ପାଳି ଗୁଡିକ ମା ଙ୍କର ବିଧି ବିଧାନ ଅନୁଯାୟୀ ବିନା ଭକ୍ତରେ ଆୟୋଜନ…
Read More...
Read More...
ଶୁଭାରମ୍ଭ ହେଲା ୱାନ ଇଣ୍ଡିଆ ଫେମିଲି ମାର୍ଟ;କୋଭିଡ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ।
ଭଞ୍ଜନଗର,୧୨/୦୩(ପିପିଟି); ଭଞ୍ଜନଗର ସହର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାରେ ଆଜି ଶୁଭାରମ୍ଭ ହୋଇଛି ୱାନ ଇଣ୍ଡିଆ ଫେମିଲି ମାର୍ଟ। ଏହା ହେଉଛି ଓଡ଼ିଶାରେ କମ୍ପାନୀର ଦ୍ଵିତୀୟ ବାଣିଜ୍ୟିକ ପ୍ରତିଷ୍ଠାନ।ଉଦଘାଟନ କାର୍ଯ୍ୟକ୍ରମରେ…
Read More...
Read More...
ସୁନା ସଫା କରିବା ଆଳରେ ଲୁଟିନେଲେ ଦୁର୍ବୁତ୍ତ ।
ଭଞ୍ଜନଗର,୧୨/୦୩(ପିପିଟି); ସ୍ପଷ୍ଟ ଦିବଲୋକ ରେ ଭଞ୍ଜନଗର ସହର ଭେଜିପୁଟ ବାଲି ସାହି ରେ ଲୁଟର ଶିକାର ହୋଇଛନ୍ତି ଜଣେ ମହିଳା। ୨ଜଣ ଯୁବକ ବାଇକ୍ ରେ ଆସି ଏକାକୀ ରହୁଥିବା ରେଣୁ ଭୂୟାଁ (୩୮) ନାମକ ଜଣେ ମହିଳାଙ୍କ ଘରକୁ ଯାଇ…
Read More...
Read More...
ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୦୫୬,ମୃତ୍ୟୁ ସଂଖ୍ୟା ୧,୯୧୮ ।
ଭୁବନେଶ୍ବର,୧୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪ । କରୋନା ପଜିଟିଭ ସଂଖ୍ୟା ୩,୩୮,୦୫୬ ଚିହ୍ନଟ ହୋଇଛନ୍ତି ୩,୩୫,୪୦୮ ଜଣ ସୁସ୍ଥ ହୋଇଥିବା ବେଳେ ୬୭୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ…
Read More...
Read More...
ଜାତୀୟ ସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ରେ ପୁରସ୍କାର ପାଇଲେ ଓଡ଼ିଆ ଝିଅ ।
ବ୍ରହ୍ମପୁର,୧୨/୦୩(ପିପିଟି); ବିଶ୍ୱ ମହିଳା ଦିବସ ୨୦୨୧ ଉପଲକ୍ଷେ ହାରିଆନ ରାଜ୍ୟ ଶୀର୍ଷା ସହରର ଜନନାୟକ ଚୋୖଧୁରୀ ଦେବୀଲାଲ ବିଦ୍ୟାପୀଠ ରେ ମାର୍ଚ୍ଚ ୬,୭,ଓ ୮ ତାରିଖ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ମହିଳା…
Read More...
Read More...
ଆବାସ ଯୋଜନାରେ ମହା ଦୁର୍ନୀତି; ଧନୁର୍ଯ୍ୟ ସାହୁଙ୍କୁ ଆବାସ ଗୃହ ମିଳିବ କେବେ ?
କଳାହାଣ୍ଡି,୧୧/୦୩(ପିପିଟି); ସରକାର ଖଟିଖିଆ ଓ ଦିନ ମଜୁରିଆ ଗରିବ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ଯ ସରକାରୀ ବାବୁଙ୍କ ମନମୁଖୀ ଖାମଖିଆଲି ହେତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି…
Read More...
Read More...
ଗର୍ଭଣୀପଡ଼ା ସେବା ସମବାୟ ସମିତି ଆଗରେ ଆମରଣ ଅନଶନରେ ବସିଛନ୍ତି ଚାଷୀ ।
ବୋଲଗଡ଼,୧୧/୦୩(ପିପିଟି),ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ର ମଣ୍ଡୀରେ ଧାନ ଉଠିବା ର ସମସ୍ୟା ଦେଖାଦେଇଛି। ଗତ ମାର୍ଚ୍ଚ ୧ ତାରିଖ ସୋମବାର ଦିନ ଗଭଣୀପଡ଼ା ସେବା ସମବାୟ ସମିତିର ଚାଷୀ ମାନେ ଖୋର୍ଦ୍ଧା…
Read More...
Read More...
ବେଲଗୁଣ୍ଠା ସହର ସିସିଟିଭି ନଜରରେ ।
ବେଲଗୁଣ୍ଠା,୧୧/୦୩(ପିପିଟି);ବେଲଗୁଣ୍ଠା ସହରର ବିକାଶଧାରାରେ ଏକ ନୁଆଫର୍ଦ୍ଦ ଯୋଡିହୋଇଛି ।ସହରର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧିକ ଗତିବିଧି ନଜରରେ ବାନ୍ଧି ରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ…
Read More...
Read More...