Browsing Category
ଜିଲ୍ଲା
୫ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଜଣେ ଗିରଫ ।
ବାଲିଗୁଡା,୧୩/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟରେ ସିନ୍ଦ୍ରିଗାଁ…
Read More...
Read More...
ବନ୍ୟଜନ୍ତୁ ପାଇଁ ବଛାଯାଇଥିବା ବିଦ୍ୟୁତ ତାରରେ ଲାଗି ୨ମହିଳା ଗୁରୁତର ।
ଭଞ୍ଜନଗର,୧୩/୦୩(ପିପିଟି); ସୋରଡ଼ା ବ୍ଲକ ଲାଠିପଡା ଗ୍ରାମର ସୁକୁମାରୀ ବେହେରା(୫୮),ଅରାଲୁ ମହାରଥା(୬୦) ଓ ଲଷ୍ମୀ ବେହେରା ତିନିହେଁ ମିଶି ନିକଟସ୍ଥ ଲାଠିପଡା ସେକ୍ସନର ଧଉ ପଲ୍ଲୀ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ବନ୍ୟଜନ୍ତୁ…
Read More...
Read More...
ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ।
ପୋଲସରା,୧୩/୦୩(ପିପିଟି); ଆଜି ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଭୂବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରୋତ୍ସାହନ ଏବଂ…
Read More...
Read More...
ଅଧରାତିରେ ହାତଗୋଡ ବନ୍ଧା ଅବସ୍ଥାରେ ଦଳିତ ନାବାଳିକା ଅଚେତ ଅବସ୍ଥାରେ ଉଦ୍ଧାର ,କାରଣ ଅସ୍ପଷ୍ଟ ।
ବେଲଗୁଣ୍ଠା,୧୩/୦୩(ପିପିଟି);ଓଡ଼ିଶା ସରକାର ମହିଳାଙ୍କୁ ସମ୍ମାନ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହାର ବ୍ୟତିକ୍ରମର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ । ଗତକାଲି ଥିଲା ମହାଶିବରାତ୍ରୀ ।…
Read More...
Read More...
କନ୍ଧମାଳ ଜିଲ୍ଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା; କନ୍ଧମାଳ ଜିଲାରେ ୨୨,୮୯୯ ଜଣଙ୍କୁ ହୋଇଛି ଟିକାକରଣ ।
କନ୍ଧମାଳ,୧୩/୦୩(ପିପିଟି): କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡିଙ୍କୁ ଆଜି ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ। ସେହିଭଳି ଜିଲ୍ଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି…
Read More...
Read More...
କୋସଳାଶୁଣୀ ଜଙ୍ଗଲରେ ନିଆଁ।
ବୋଲଗଡ,୧୩/୦୩(ପିପିଟି): ଆଜି ଖୋର୍ଦ୍ଧା ରେଞ୍ଜ ବୋଲଗଡ ବନପାଳ କାର୍ଯ୍ୟାଳୟ ଅଧୀନରେ ଥିବା କୋସଳାଶୁଣୀ ଜଙ୍ଗଲରେ ଶୁକ୍ରବାର ସଂଧ୍ୟା ଆଠଟାରେ କେହି ଦୃର୍ବୃତ୍ତ ନିଆଁ ଲଗେଥିଲେ ଏହି ନିଆଁ ଲାଗିବା ଫଳରେ ପ୍ରାୟ ଦୁଇ ଏକର ଜଙ୍ଗଲ…
Read More...
Read More...
ବରିଷ୍ଟ ନାଗରିକ ମାନଙ୍କୁ କୋଭିଡ଼୍ ଟୀକାକରଣ ।
ସାନଖେମୁଣ୍ଡି,୧୩/୦୩(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡ଼ା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ବରିଷ୍ଟ ନାଗରିକ ମାନଙ୍କୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ…
Read More...
Read More...
ଅନାଥ ଶିଶୁଙ୍କ ଥଇଥାନ ପାଇଁ ବୈଠକ ।
ଦିଗପହଣ୍ଡି,୧୨/୦୩(ପିପିଟି);ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡାହାଡ଼ ପାଣି ପଞ୍ଚାୟତ ବୈଠକ ଗୃହରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱରା ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ…
Read More...
Read More...
ମଣ୍ଡିରୁ ଧାନ ଉଠାଣକୁ ନେଇ ଚାଷୀଙ୍କ ଦାବି ପତ୍ର ପ୍ରଦାନ।
ପୋଲସରା,୧୨/୦୩(ପିପିଟି); ପୋଲସରା ପଞ୍ଚାୟତ ସମିତି ଅଧୀନସ୍ଥ ମଥୁରା ସମବାୟ ସମିତିର ଟୋକନଧାରି ଚାଷୀମାନଙ୍କର ଧାନ ମଣ୍ଡିକୁ ଉଠାଇନେବାକୁ ଦାବି କରାଯାଇଛି । ଦାବିପତ୍ର ଅନୁସାରେ ଚଳିତ ଖରିଫ ଋତୁରେ ଉକ୍ତ ସମବାୟ ସମିତିର…
Read More...
Read More...
ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ ।
ଯାଜପୁର,ତା ୧୨/୦୩(ପିପିଟି); ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୌଦ୍ରତାପର ମୁକାବିଲା ଏକ ସାମୁହିକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗର ଏହାର ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ…
Read More...
Read More...