Browsing Category

ଜିଲ୍ଲା

ମା’ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ।

ବାଲିଗୁଡା,୧୭/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ…
Read More...

ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଳନ ନହେଲେ ମନ୍ଦିର ଗୁଡିକ ଦୁଇ ଦିନ ପାଇଁ ବନ୍ଦ ହେବ – ଜିଲ୍ଲାପାଳ ।

ଛତ୍ରପୁର,ତା.୧୭/୦୩(ପିପିଟି); ଗଞ୍ଜାମ ଜିଲ୍ଲାର ସ୍ଥିତି ଗତ ଡିସେମ୍ବର, ଜାନୁୟାରୀ, ଫେବୃୟାରୀ ମାସରେ ଭଲ ରହିଥିଲା । ଦେଶର ଅନ୍ୟରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିପାଇଥିବା ଯୋଗୁଁ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ହେବାର…
Read More...

ମେଡ଼ିକାଲ ପରିସରରେ ଗଣେଶ ମନ୍ଦିର ପ୍ରତିଷ୍ଠା ।

ଭଞ୍ଜନଗର,୧୭/୦୩(ପିପିଟି);ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗ ସମ୍ମୁଖରେ ଏକ ଗଣେଷ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଭାଗର ପ୍ରାକ୍ତନ ଅଧିକାରୀ ପ୍ରଶାନ୍ତ କୁମାର…
Read More...

୨୫କେଜି ବାରହା ମାଂସ ଜବତ; ଜଣେ ଗିରଫ ।

ଭଞ୍ଜନଗର,୧୭/୦୩(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡ଼ କୋଦଣ୍ଡା ନିକଟ ଚାପଡା ପଲ୍ଲୀ ମରାଠୀ ସାହିରେ ବାରହା ମାଂସ ବିକ୍ରୀ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି ଏସ.…
Read More...

ସିଆରପିଏଫ ତରଫରୁ ରକ୍ତଦାନ ଶିବିର ଆୟୋଜିତ : ୩୦ ୟୁନିଟ ସଂଗୃହୀତ ।

ବାଲିଗୁଡା,୧୭/୦୩(ପିପିଟି): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର…
Read More...

ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ।

ବାଲିଗୁଡା,୧୭/୦୩(ପିପିଟି): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର…
Read More...

କାଳିମେଘି ପଞ୍ଚାୟତର ନିତ୍ଯାନନ୍ଦପୁର କଲୋନୀରେ ସଙ୍ଘବଧ ଆକ୍ରମଣରେ ଯୁବକର ମୃତ୍ୟୁ ।

କୋଦଳା,୧୭/୦୩(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଭତ୍ସ…
Read More...

ବିଦ୍ୟାଳୟ ତୁରନ୍ତ ଖୋଲିବା ଦାବି କରି ଧାରଣାରେ ବସିଲେ ଶିକ୍ଷକ ଶିକ୍ଷୟିତ୍ରୀ।

ବୋଲଗଡ଼,୧୬/୦୩(ପିପିଟି); ବିଦ୍ୟାଳୟ ତୁରନ୍ତ ଖୋଲିବା, ୧୦ ଶତକଡା ସଂରକ୍ଷଣ ବାତିଲ୍, ସ୍ଥାୟୀ ଏନ୍.ଓ.ସି. ଇତ୍ୟାଦି ୧୨ ଦଫା ଦାବିରେ ଅପୋସା ତରଫରୁ ଭୁବନେଶ୍ୱର ଲୋୟର ପି.ଏମ୍.ଜି. ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ସମାବେଶ…
Read More...

କେନ୍ଦ୍ରାପଡାରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ହଇରାଣ ।

କେନ୍ଦ୍ରାପଡା,୧୬/୦୩(ପିପିଟି);କେନ୍ଦ୍ରାପଡା ଏକ ଗ୍ରାମ ବହୁଳ ଜିଲ୍ଲା ହୋଇଥିବାରୁ ଲୋକମାନଙ୍କ ପାଖରେ ଅନ୍ୟକ ଖବର ସବୁସମୟରେ ପହଞ୍ଚି ପାରି ନଥାଏ। ଯାହା ଫଳରେ ଆଜିର ଏ ବ୍ୟାଙ୍କ ବନ୍ଦ ବା ଧର୍ମଘଟ ଲୋକମାନଙ୍କ ଉପରେ ବହୁ…
Read More...