Browsing Category
ଜିଲ୍ଲା
ଗଜପତିରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଡାକରାରେ ଭାରତ ବନ୍ଦ ପାଳନ ।
ପାରଳାଖେମୁଣ୍ଡି,୨୬/୦୩(ପିପିଟି);କେନ୍ଦ୍ରର ବିଜେପି ସରକାରର କୃଷକ ବିରୋଧୀ ତିନି କଳା କୃଷି ଆଇନର ପ୍ରତ୍ୟାହାର, କୃଷକମାନଙ୍କ ସବୁ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ଆଇନ ପ୍ରଣୟନ, ପ୍ରସ୍ତାବିତ ବିଦ୍ୟୁତ୍…
Read More...
Read More...
ନବନିର୍ମାଣ କୃଷକ ସଂଗଠନ ୧୨ଘଣ୍ଟିଆ ବନ୍ଦ ଡାକରା ।
ବୋଲଗଡ଼,୨୬/୦୩(ପିପିଟି); ସାରା ଭାରତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଙ୍ଘଠନ…
Read More...
Read More...
ଋଷିକୁଲ୍ୟା ରୟତ ମହାସଭା ପୋଲସରା ତରଫରୁ ୫ ଦଫା ଦାବି ପୁରଣନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ ।
ପୋଲସରା,୨୬/୦୩(ପିପିଟି) ଭାରତବନ୍ଦ ପରିପ୍ରେକ୍ଷୀରେ ପୋଲସରା ଋଷିକୁଲ୍ୟା ରାୟତମହାସଭା ତରଫରୁ ୫ ଦଫା ଦାବି ପୂରଣ କରିବାକୁନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଅଛି । ପତ୍ର ସଂଖ୍ୟା ୧୪/୨୧…
Read More...
Read More...
୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ, ୩ ଜଣ ଫେରାର; ତଦନ୍ତ ଅବ୍ୟାହତ ।
ବାଲିଗୁଡା,୨୬/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ କୁଟିକିଆ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ପଦ୍ମାପଦର…
Read More...
Read More...
ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବାଲିଗୁଡ଼ା,୨୬/୦୩(ପିପିଟି):କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଏବଂ ଓଡିଶା ସେକ୍ଟର ସିଆରପିଏଫ ଆଇଜିଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...
Read More...
ଗୁଣପୁର ଠାରେ ଭାରତ ବନ୍ଦ ପାଳନ ସଫଳ ।
ରାୟଗଡା,୨୬/୦୩(ପିପିଟି); ଗୁଣପୁର ଠାରେ ଅଖିଳଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି AIKSCC ଆନୁକୁଲ୍ୟରେ ୩ ଗୋଟି କୃଷି ଅଧ୍ୟାଦେଶ ବିଲ ଯଥା ମଣ୍ଡି ଉଛେଦର କଳାଆଇନ,ଚୁକ୍ତି ଭିତ୍ତିକ ଚାଷ ଆଇନ୍,୨୦୨୦ ଖାଦ୍ୟ ସୁରକ୍ଷା ସଂଶୋଧନ…
Read More...
Read More...
ଜଗତସିଂହପୁର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ।
ଜଗତସିଂହପୁର,୨୬/୦୩(ପିପିଟି); ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ଆହ୍ଵାନରେ ଆଜି ଦିନରେ ହୋଇଥିବା ସାଧାରଣ ଧର୍ମଘଟର ପ୍ରଭାବ ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଠାରେ ମଧ୍ୟ ପ୍ରତିଫଳିତ ହୋଇଛି…
Read More...
Read More...
ଦିଗପହଣ୍ଡି ଓ ସାନଖେମୁଣ୍ଡିରେ ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ; ଗାଡ଼ି ଚଳାଚଳ ସ୍ବାଭାବିକ ।
ସାନଖେମୁଣ୍ଡି,୨୬/୦୩(ପିପିଟି); ଆଜି କୃଷକ ମାନଙ୍କ ବିଭିନ୍ନ ଦାବିକୁ ନେଇ ସଙ୍ଗଠନ ତରଫରୁ ଭାରତ ବନ୍ଦ ର ଡାକରା ଦିଆଯାଇଥିଲା । ଭାରତ ବନ୍ଦ କୁ ବିଭିନ୍ନ ଦଳ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । କାଁ ଭାଁ ଦୋକାନ…
Read More...
Read More...
ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ ।
ବାଲିଗୁଡା,୨୬/୦୩(ପିପିଟି): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ…
Read More...
Read More...
ଆଦିବାସୀ ଭାରତ ମହାସଭା ପକ୍ଷରୁ ଜଗନ୍ନାଥପ୍ରସାଦରେ ଭାରତ ବନ୍ଦ ।
ଜଗନ୍ନାଥପ୍ରସାଦ,୨୬/୦୩(ପିପିଟି); ସଂଯୁକ୍ତ କୃଷକ ମୋର୍ଚ୍ଚା ର ମାର୍ଚ୍ଚ ୨୬ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା ଏବଂ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ମିଳିତ ଭାବେ ଜଗନ୍ନାଥପ୍ରସାଦ ବ୍ଳକ ଛକରୁ…
Read More...
Read More...