Browsing Category

ଜିଲ୍ଲା

ପାନୀୟ ଜଳର ଘୋର ସମସ୍ୟା, ନୂତନ ଜଳ ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ 

ସାନଖେମୁଣ୍ଡି,୦୮/୦୪(ପିପିଟି);ଏବେ ଯେଉଁ ଭଳି ଭାବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ସେହି ଭଳି ଲୋକ ମାନଙ୍କ ପାନୀୟ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି । ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା…
Read More...

ରାଜସ୍ୱ ନିରୀକ୍ଷକ ବଦଳି ନ କରିବାକୁ ଦାବି ପତ୍ର ।

ଶେରଗଡ,୦୮/୦୪(ପିପିଟି); ଶେରଗଡ଼ ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇ ଙ୍କୁ ଅନ୍ୟତ୍ର ବଦଳି ନ କରିବା ଦାବି ରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ପାଞ୍ଚ ଖଣ୍ଡ ଗ୍ରାମ ର ଚାଷୀ ଏକ ଦାବି ପତ୍ର…
Read More...

୩୦ଟି ମଦ ଦୋକାନ ପାଇଁ ୪୫୭ ଜଣ ଆବେଦନକାରୀ ।

ଜଗତସିଂହପୁର,୦୮/୦୪(ପିପିଟି); ଜଗତସିଂହପୁର ଜିଲ୍ଲାରେ ଲଟେରୀ ମାଧ୍ୟମରେ ଠିପି ବନ୍ଦ ବିଦେଶୀ ତଥା ଦେଶୀ ମଦ ଦୋକାନ ବ୍ୟବସାୟୀ ଚୟନ ପ୍ରକିୟା ଗତ କାଲି ଶେଷ ହୋଇଛି । ଇ-ଟେଣ୍ଡର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାର ୩୦ ଟି ସ୍ଥାନ…
Read More...

କୋଦଳା ପୁଲିସ ପକ୍ଷରୁ କରୋନା ସଚେତନତା ।

କୋଦଳା,୦୭/୦୪(ପିପିଟି); ମହାନାରୀ କରୋନା ଦ୍ଵିତୀୟ ଲହର ରେ ଭୟଙ୍କର ରୂପ ନେଇ ଆସୁଅଛି । ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ବିଭିନ୍ନ ଅନୁଷ୍ଠାନ ସହିତ ପ୍ରଶାସନ ସଚେତନ କରୁଥିବା ଦେଖାଦେଇଛି । କରୋନା ମହାମାରୀ ଲଢେ଼ଇ ଆଉ…
Read More...

କରୋନାର ଦ୍ଵିତୀୟ ଲହର ପାଇଁ ହିଞ୍ଜିଳି ପୁଲିସ ତରଫରୁ ଜନସଚେତନତା ବାର୍ତ୍ତା ।

ହିଞ୍ଜିଳିକାଟୁ,୦୭/୦୪(ପିପିଟି); କରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଆଜି ହିଞ୍ଜିଳି ପୁଲିସ ଥାନା ପକ୍ଷରୁ ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ…
Read More...

ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବିରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା ।

ବାଲିଗୁଡ଼ା,୦୭/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ ୨୦୧୬ ନଭେମ୍ବର…
Read More...

ବେଲଗୁଣ୍ଠା ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୦୭/୦୪(ପିପିଟି);କରୋନା ଯୋଦ୍ଧାଙ୍କ ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ପରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଜୀବନ ଜିବିକା ସ୍ୱାଭାବିକ ହେବାକୁ ଯାଉଛି। କିନ୍ତୁ ଗତ କିଛି ଦିନ ହେବ ପୁଣି କରୋନା ଦ୍ଵିତୀୟ…
Read More...

କବିସୂର୍ଯ୍ଯ ନଗର ଠାରେ ପୁଲିସ ଓ ପ୍ରଶାସନ ପକ୍ଷରୁ କରୋନା ସଚେତନ।

କବିସୂର୍ଯ୍ଯ ନଗର,୦୭/୦୪(ପିପିଟି); କରୋନାର ଦ୍ୱତୀୟ ଲହର ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କଟକଣା । ଆଜି କବିସୂର୍ଯ୍ୟନଗର ସହରରେ ପୁଲିସ ଓ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ସଚେତନ କରା ଯାଇଛି ।…
Read More...

ପୋଲିସ୍ ବେଶରେ ଡକାୟତି ଉଦ୍ୟମ ଘଟଣା;ଅସଲି ପୋଲିସ ପଞ୍ଝାରେ ପୁଣି ଦୁଇଜଣ ନକଲି ପୋଲିସ ।

ବାଲିଗୁଡ଼ା,୦୭/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ…
Read More...

ଭଞ୍ଜନଗର ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର,୦୭/୦୪(ପିପିଟି); ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ପରେ କରୋନା ସ୍ଥିତିରେ ସୁଧାର ଆସୁଥିବା ଦେଖି ଦିନକୁ ଦିନ ପରିସ୍ଥିତି ସ୍ୱଭାବିକ ହେବାକୁ ଯାଉଥିବା ବେଳେ ଗତ କିଛି ଦିନ ହେବ ପୁଣି କରୋନାର ଦ୍ଵିତୀୟ ଲହର…
Read More...