Browsing Category
ଜିଲ୍ଲା
କନ୍ଧମାଳରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ଯମରାଜ ଓ ଚିତ୍ରଗୁପ୍ତ ।
କନ୍ଧମାଳ,୨୩/୦୪(ପିପିଟି): କନ୍ଧମାଳ ଜିଲ୍ଲାରେ ନିଆରା ଢଙ୍ଗରେ କରୋନା ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲା ପୁଲିସ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟର ସଦସ୍ୟମାନଙ୍କ ପକ୍ଷରୁ କରୋନା ସଚେତନତା ଅଭିଯାନକୁ…
Read More...
Read More...
କୋଭିଡ-୧୯ ଆଦେଶ ପତ୍ର ଫେରାଇ ନେବା ପାଇଁ ଅଙ୍ଗନୱାଡ଼ି ସଂଘ ତରଫରୁ ଦାବି ।
ବେଲଗୁଣ୍ଠା,୨୩/୦୪(ପିପିଟି); ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ କର୍ଣ୍ଣପାତ ନ କରିବା ଫଳରେ ଗାଙ୍ଗପୁର ସେକ୍ଟରର ଅଙ୍ଗନୱାଡ଼ି କର୍ମୀ ମାନେ କରୋନାର ଦ୍ୱିତୀୟ ଲହରୀରେ କରୋନା ସମ୍ଵନ୍ଧୀୟ…
Read More...
Read More...
ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର ।
ଭଞ୍ଜନଗର,୨୩/୦୪(ପିପିଟି); ଦିନକୁ ଦିନ ଉତ୍ତର ଘୁମୁସର ବନଖଣ୍ଡରେ ବାରହାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ତଳେ ପାଇଲି ପଡ଼ା ଗ୍ରାମରେ ବାରହା ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଶୁକ୍ରବାର…
Read More...
Read More...
ଅଟୋ ସହ ଲୁନା ଧକ୍କାରେ ୫ଆହତ ।
ଭଞ୍ଜନଗର,୨୨/୦୪(ପିପିଟି); ଭଞ୍ଜନଗର ଥାନା ଅଧୀନ ବାଉଁଶୁଲୁଣ୍ଡି ବାଇବାସ୍ ଛକ ନିକଟରେ ଏକ ଅଟୋ ସହ ମୋପେଡ଼ ଧକ୍କା ହେବା ଫଳରେ ମୋପେଡ଼ ଚାଳକଙ୍କ ସମେତ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଏଥିରେ ମୋପେଡ଼ ଚାଳକ ଖାଲାସି ସାହିର…
Read More...
Read More...
କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ଥିବା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ତୁରନ୍ତ କରାଯାଉ –…
ଛତ୍ରପୁର,ତା.୨୨/୦୪(ପିପିଟି); ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସଂକ୍ରମଣ ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପ୍ରସାଶନ ଅହରହ ଉଦ୍ୟମ ଚାଲୁ ରଖିଛନ୍ତି । ଘରକୁ ଘର ବୁଲି ପରିବାର…
Read More...
Read More...
ମେ ମାସ ୧୫ ପର୍ଯ୍ୟନ୍ତ ନୀତିକାନ୍ତି ବ୍ୟତୀତ ଭକ୍ତଙ୍କ ଦର୍ଶନ ବନ୍ଦ -ତହସିଲଦାର ।
କୋଦଳା,୨୨/୦୪(ପିପିଟି); କରୋନା ର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି!ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ଦୃଢତାର ସହିତ ଏହାର ମୁକାବଲା କରିବା ପାଇଁ ନିଜର ପ୍ରଚେଷ୍ଟା ଜାରି…
Read More...
Read More...
ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ନିମିତ୍ତ ମଇ ୦୩ରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବ ଏଆଇଟିୟୁସି ।
ବୌଦ୍ଧ,୨୨/୦୪(ପିପିଟି); ଆଜି ଭାରତବର୍ଷର ସର୍ବପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ବହୁବିଦ୍ଧି ସମସ୍ୟା ର ସମାଧାନ ନିମିତ୍ତ ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଛତ୍ରଙ୍ଗ…
Read More...
Read More...
ମାଲକାନଗିରି ଜିଲ୍ଲାରେ କାୟା ବିସ୍ତାର କରୁଛି କରୋନା; ୭୪ ଜଣ କରୋନା ସଂକ୍ରମିତ ଚିକିତ୍ସାଧିନ ।
ମାଲକାନଗିରି,୨୨/୦୪(ପିପିଟି); ଆନ୍ଧ୍ର ଏବଂ ଛତିଶଗଡ ସୀମାନ୍ତକୁ ସଂଲଗ୍ନ କରୁଥିବା ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ଦୀର୍ଘ ଦିନର ବ୍ଯବଧାନ ପରେ ପୁନଶ୍ଚ କରୋନାର ଦ୍ବିତୀୟ ଲହର…
Read More...
Read More...
ଭଞ୍ଜନଗର ଠାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ।
ଭଞ୍ଜନଗର,୨୨/୦୪(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଭଞ୍ଜନଗର ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା…
Read More...
Read More...
କନ୍ଧମାଳ:ବନଖଣ୍ଡ ବିଭାଗ ପକ୍ଷରୁ ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ ।
କନ୍ଧମାଳ,୨୨/୦୪(ପିପିଟି): କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଜଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ…
Read More...
Read More...