Browsing Category
ଜିଲ୍ଲା
ପୁସ୍ତପୁର ଠାରେ କାର ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ସମେତ ମହିଳା ଗୁରୁତର ।
କୋଦଳା,୦୭/୦୫(ପିପିଟି) :ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ କାର (OR07T7485) ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ କାର ଟି ଖଲ୍ଲିକୋଟ ଠାରୁ ପୁରୁଷୋତମପୁର…
Read More...
Read More...
୪ ବ୍ୟାଙ୍କ କର୍ମଚାରୀ ପୋଜିଟିଭ,୪ ଦିନ ବିରମହାରାଜପୁର ଏସବିଆଇ ଶାଖା ରହିବ ବନ୍ଦ ।
ସୁବର୍ଣ୍ଣପୁର ,୦୭/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଚାରି ଜଣ କର୍ମଚାରୀ କୋଭିଡ ପୋଜିଟିଭ ଚିହ୍ନଟ ହେବା ପରେ ଗତ ବୁଧବାର ଠାରୁ ଚାରି ଦିନ ପାଇଁ ଶାଖାକୁ ବନ୍ଦ କରାଯାଇଥିବା…
Read More...
Read More...
ସ୍କୁଲ ପରିସରରେ କେନ୍ଦୁପତ୍ର ଶୁଖାଯିବାକୁ ନେଇ ଅସନ୍ତୋଷ ।
ଉଲୁଣ୍ଡା,୦୭/୦୫(ପିପିଟି); ସରକାରୀ ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ଉମାଦେବୀ ଵିଦ୍ୟା ମନ୍ଦିର…
Read More...
Read More...
ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ ।
କନ୍ଧମାଳ,୦୭/୦୫(ପିପିଟି);କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ…
Read More...
Read More...
ବେଗୁନିଆପଡା ନୁତନ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ହେଲେ ଦେବଦତ୍ତ ପ୍ରିୟଦର୍ଶୀ।
କୋଦଳା,୦୭/୦୫(ପିପିଟି); ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଦେବଦତ୍ତ ପ୍ରିୟଦର୍ଶୀ । ସେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ । ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ପୂର୍ବରୁ…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୨୩୮।
ଭୁବନେଶ୍ବର ୦୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୨୩୮। ପଜିଟିଭ ସଂଖ୍ୟା ୫,୧୨,୪୦୦ ଚିହ୍ନଟ ହୋଇଛନ୍ତି ୪,୨୩,୨୫୭ ଜଣ ସୁସ୍ଥ ହୋଇଥିବା ବେଳେ ୮୬,୯୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୪୦ ଜଣଙ୍କର ମୃତ୍ୟୁ…
Read More...
Read More...
ବେଗୁନିଆପଡା ବ୍ଲକରେ ନୂତନ ଯୋଗାଣ ଅଧିକାରୀ ।
କୋଦଳା,୦୭/୦୫(ପିପିଟି) : ବେଗୁନିଆପଡା ବ୍ଲକରେ ନୂତନ ଯୋଗାଣ ଅଧିକାରୀ ଭାବେ ଧିରେନ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ବ୍ଲକରେ ସାଧାରଣ ଜନତାଙ୍କ ସେବାରେ ନିୟୋଜିତ ହେବା ସହ କୋଭିଡ ମହାମାରୀ ସମୟରେ ଲୋକଙ୍କ…
Read More...
Read More...
କେନ୍ଦୁପତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବହୁ ଶିଶୁଶ୍ରମିକ ।
ମାଲକାନଗିରି,ତା:୦୭/୦୫(ପିପିଟି);କରୋନା ଯୋଗୁଁ ମାସ ମାସ ଧରି ପ୍ରାଥମିକ ବିଦ୍ଯାଳୟଗୁଡିକ ଖୋଲୁ ନଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପିଲାମାନେ ଖେଳକୁଦ ବା ଘରର ଛୋଟ ଛୋଟ କାମ କରି ଦିନ ଅତିବାହିତ…
Read More...
Read More...
ବିବାହ ଭୋଜି ଉପରେ ତହସିଲଦାରଙ୍କ ଚଢ଼ାଉ ।
ଶେରଗଡ,୦୭/୦୫(ପିପିଟି); କରୋନାର ଦ୍ୱିତୀୟ ଲହର ସୁନାମି ଭଳି ମାଡ଼ି ଚାଲିଥିବା ବେଳେ ଏହାକୁ ଚେକ ଦେବା ପାଇଁ ସରକାର ୧୪ ଦିନିଆ ଲକ ଡ଼ାଉନ କରିଛନ୍ତି।ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ସୀମିତ ଲୋକଙ୍କୁ ନେଇ ଆୟୋଜନ କରିବା ପାଇଁ…
Read More...
Read More...
ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି ।
କନ୍ଧମାଳ,୦୬/୦୫(ପିପିଟି); ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ବୁଧବାର ରାତିରେ…
Read More...
Read More...