Browsing Category

ଜିଲ୍ଲା

ଛେଳି ଚୋରୀ ଘଟଣାରେ ୪ଅଭିଯୁକ୍ତ ଗିରଫ ।

ଭଞ୍ଜନଗର, ୩୦/୦୯(ପିପିଟି ):ତାର ସିଂ ଥାନା ଲେମ୍ବେଇ ଗ୍ରାମର କବିରାଜ ଗୌଡ଼ଙ୍କ ଗୁହାଳରୁ ଏକ ଅଣ୍ଡିରା ଛେଳି ଚୋରି ଘଟଣାରେ ପୋଲିସ ଉକ୍ତ ଛେଳିକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରିବା ସହ ଘଟଣାରେ…
Read More...

ଚଳ ଚଞ୍ଚଳ ହୋଇଉଠିଛି ଐତିହାସିକ ପୀଠସ୍ଥଳୀ ପାହାଡ଼ ମଧ୍ୟ ଭାଗରେରେ ପୂଜା ପାଉଥିବା ଦେବୀ ବରୁଣେଇ ଏବଂ କରୁଣେଇ।

ଖୋର୍ଦ୍ଧା,୨୯/୦୯(ପିପିଟି): ଖୋର୍ଦ୍ଧାର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପାହାଡ଼ ଯାହାର ମଧ୍ଯ ଭାଗରେ ରହିଛି ବରୁଣେଇ କରୁଣେଇଙ୍କ ପୀଠ। ଯାହାକି ବରୁଣେଇ ପାହାଡ଼ର ୧୫୦ଫୁଟୁ ଉଚ୍ଚତାରେ ମା’ବରୁଣେଇ ଙ୍କ ମନ୍ଦିର ଅବସ୍ଥିତ।…
Read More...

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ।

ବାଲିଗୁଡ଼ା,୨୯/୦୯ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି ।…
Read More...

ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ଦୁର୍ଗା ।

ସୁବର୍ଣ୍ଣପୁର ,୨୯/୦୯(ପିପିଟି ):ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅବତରଣ କରିଥିବା ଜଗତଜନନୀ ମାଁ ଦୂର୍ଗାଙ୍କ ନବରାତ୍ର ପୂଜା ଅବସରରେ ଆଜି ମାଁ ଦେବୀ ଦୁର୍ଗା ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ…
Read More...

ଦଦାର ଠେଙ୍ଗା ମାଡ଼ରେ ପୁତୁରା ମୃତ ।

ଅନୁଗୁଳ,୨୭/୦୯: ଦଦାର ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗ୍ରାମର ପ୍ରଦିପ ଦାସଙ୍କ ପୁଅ ସୁଦର୍ଶନ ଦାସ (୩୮) ଗତକାଲି ରାତିରେ ଦାଦା…
Read More...

ମହିଳା ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ୍ ଚାଲାଣ କଲା।

ପୋଲସରା ,୨୮/୦୯(ପିପିଟି) :ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ାଶାସନ ଗ୍ରାମରେ ଗତ ୨୨ ତାରିଖ ଦିନ ଏକ ହତ୍ୟା ଘଟଣା ଘଟିଥିଲା। ୫୫ ବର୍ଷ ବୟସ୍କ ସଇଲ ସେଠୀ ନାମକ ମହିଳା ଜଣକ ସକାଳ ୧୦ଟା ସମୟରେ ବାଘୁଆ ନାଳକୁ ଗାଧୋଇ ଯାଇ…
Read More...

ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୨୮/୦୯(ପିପିଟି ):ବେଲଗୁଣ୍ଠା ବ୍ଲକ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି lବିଦ୍ୟାଳୟର ପ୍ରତିଷ୍ଠାତା କୁଞ୍ଜ ବିହାରୀ ନାୟକଙ୍କ…
Read More...

୩୦ଜଣ ଫେରିପାଇଲେ ନିଜ ହଜିଲା ମୋବାଇଲ ।

ଭଞ୍ଜନଗର, ୨୮/୦୯(ପିପିଟି):ଭଞ୍ଜନଗର ଥାନାରେ ଆଜି ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ପୋଲିସ ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।ରିପୋର୍ଟ ଆଧାରରେ ସେହି ମୋବାଇଲକୁ ପ୍ରକୃତ…
Read More...

ତାର ସିଂ ପୋଲିସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

ଭଞ୍ଜନଗର, ୨୮/୦୯(ପିପିଟି):ସେବା ପକ୍ଷ ପାଳନ ଅବସରରେ "ସୁସ୍ଥ ମହିଳା, ସଶକ୍ତ ପରିବାର ଅଭିଯାନ" କାର୍ଯ୍ୟକ୍ରମରେ ଆଜି ଗାଲେରୀ ଫାଣ୍ଡି ପରିସରରେ ତାରାସିଂ ପୋଲିସ ପକ୍ଷରୁ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀଙ୍କ…
Read More...