Browsing Category
ଜିଲ୍ଲା
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୪୯୮ ।
ଭୁବନେଶ୍ବର ୨୦/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୪୯୮। ପଜିଟିଭ ସଂଖ୍ୟା ୬,୫୫,୮୯୯ ଚିହ୍ନଟ ହୋଇଛନ୍ତି ୫,୪୬,୬୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୮୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୦୩ ଜଣଙ୍କର ମୃତ୍ୟୁ…
Read More...
Read More...
କରୋନା ରୋଗୀଙ୍କୁ ପାଇପ ଯୋଗେ ଅମ୍ଳଜାନ ଦେବାକୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଉପଦେଷ୍ଟାଙ୍କ ପରାମର୍ଶ ।
ରାୟଗଡା,୧୯/୦୫(ପିପିଟି),ରାୟଗଡା ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ବିଭିନ୍ନ ସ୍ଥାନରେ ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି, ସେଥିମଧ୍ୟରୁ ଜେକେପୁର ଚିକିତ୍ସା କେନ୍ଦ୍ରରେ ଅଧିକ ଆକ୍ରାନ୍ତ ରହିଥାନ୍ତି। ସେଠାରେ ଅଧିକାଂଶ…
Read More...
Read More...
ବିବାହ ଓ ନିର୍ବନ୍ଧ ଭୋଜି ବନ୍ଦ କଲା ପ୍ରଶାସନ ।
ଭଞ୍ଜନଗର,୧୯/୦୫(ପିପିଟି); କରୋନା ମୁକାବିଲା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ହେଲେ ବାରମ୍ବାର ସଚେତନ କଲେ ମଧ୍ୟ ବହୁ ଲୋକ ଏହାକୁ ମାନିବାକୁ ରାଜି ନୁହଁନ୍ତି।ସାମାଜିକ କାର୍ଯ୍ୟ ଓ ଭୋଜିଭାତ ପାଇଁ…
Read More...
Read More...
ଅଟୋ ବୋଲେରୋ ମୁହାମୁହିଁ ଧକ୍କା; ତିନି ଆହତ, ଜଣେ ଗୁରୁତର ; ବୋଲେରୋ ଡ୍ରାଇଭର ଫେରାର୍ ।
ବେଲଗୁଣ୍ଠା,୧୯/୦୫(ପିପିଟି), ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଠାରେ ଏକ ଯାତ୍ରୀବାହୀ ଅଟୋ ସହ ଏକ ବୋଲେରୋ ମୁହାମୁହିଁ ଧକ୍କା ହେବା ଫଳରେ ଅଟୋ ଡ଼୍ରାଇଭର ଗୁରୁତର ଆହତ ହେବା ସହିତ ଅଟୋରେ ବସିଥିବା ଦୁଇ ଯାତ୍ରୀ…
Read More...
Read More...
ଭିଆରଏସ୍ ଗ୍ରୁପ୍ ତରଫରୁ ମାସ୍କ ବଣ୍ଟନ ଏବଂ ଜନ ସଚେତନତା ।
ଗାଙ୍ଗପୁର,୧୯/୦୫(ପିପିଟି); ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ଗଠିତ ଭିଆରଏସ୍ ନାମକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ କରୋନାର ଦ୍ୱିତୀୟ ଲହରୀ ସମୟରେ ଜନ ସଚେତନତା ପାଇଁ ଆଗେଇ ଆସିଛି । ଆଜି…
Read More...
Read More...
ବଢ଼ିଲା କଟକଣା:ପୋଲିସ ଚେକିଙ୍ଗ ଜୋରଦାର ।
ଭଞ୍ଜନଗର,୧୯/୦୫(ପିପିଟି); ଗତ ୧୪ଦିନିଆ ଲକ ଡାଉନ ସମୟରେ କରୋନା ସଂକ୍ରମଣ ରୋକିବା ବିଶେଷ ଫଳପ୍ରଦ ହୋଇ ନଥିବାରୁ ବୁଧବାର ଠାରୁ ପୁଣିଥରେ ଲକ ଡାଉନ ଅବଧିକୁ ଆସନ୍ତା ଜୁନ ମାସ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି…
Read More...
Read More...
ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ ଜବତ : ଜଣେ ଗିରଫ, ଦୁଇ ଫେରାର ।
ବାଲିଗୁଡା,୧୯/୦୫(ପିପିଟି): କରୋନା ମହାମାରୀ କୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀ ମାନେ ଏହି ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି. ବିନୀତ…
Read More...
Read More...
ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ନୌକା ବୁଡି ୩ ନିଖୋଜ ।
ମାଲକାନଗିରି,ତା:୧୯/୦୫(ପିପିଟି); ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆଜି ଏକ ନୌକା ବୁଡି ଯିବା ଫଳରେ ୩ ଜଣ ବୁଡି ନିଖୋଜ ହୋଇ ଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୧୦ ଘଟିକା ସମୟରେ…
Read More...
Read More...
ବାଇକ ସହ ଗଞ୍ଜେଇ ଜବତ: ଜଣେ ଗିରଫ ।
କନ୍ଧମାଳ,୧୯/୦୫(ପିପିଟି): ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ଚାଲିଛି । ତେବେ ଏହି ପରିପ୍ରେକ୍ଷୀରେ କନ୍ଧମାଳ…
Read More...
Read More...
ହିଞ୍ଜିଳିକାଟୁ ରେ ଘରକୁ ଘରବୁଲି ଥର୍ମାଲ ଓ ଅକ୍ସିଜେନ ଟେଷ୍ଟ ।
ହିଞ୍ଜିଳିକାଟୁ,୧୯/୦୫(ପିପିଟି); ଆଜି ହିଂଜିଳି କାଟୁ ପୌରପରିଷଦ ତରଫରୁ ହିଂଜିଳି ଅଞ୍ଚଳର ବିଭିନ୍ନ ୱାଡ଼ର୍ରେ ବୁଲି ବୁଲି ଥାର୍ମାଲସ୍କ୍ରିନିଂ ଓ ଅକ୍ସିଜେନ ଚେକ କରାଯାଇଛି । ପୌରପରିଷଦ କାର୍ଯ୍ଯନିର୍ବାହୀ ନିର୍ବାହୀ…
Read More...
Read More...