Browsing Category

ଜିଲ୍ଲା

ବିଛିନ୍ନାଞ୍ଚଳରେ ଡ଼ଙ୍ଗା ବୁଡି ଦୁର୍ଘଟଣା : ତିନି ନିଖୋଜ ଶବ ଉଦ୍ଧାର ।

ମାଲକାନଗିରି,୨୧/୦୫(ପିପିଟି);ଗତ ୧୯ ତାରିଖ ଦିନ ତିତ୍ରକୋଣ୍ଡା ଜଳ ଭଣ୍ଡାରରେ ଏକ ଦେଶୀ ଡଙ୍ଗା ସାହାଯ୍ଯ ୧୧ ଜଣ ଲୋକ ବସି ଯାଉଥିବା ବେଳେ ଡଙ୍ଗାଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା । ୮ ଜଣ ବ୍ଯକ୍ତି ସନ୍ତରଣ କରି କୁଳରେ…
Read More...

ଗୁଣୁପୁର ଆଦର୍ଶ ବିଦ୍ୟାଳୟକରୋନା କେନ୍ଦ୍ରର ଅନିୟମିତତା,ଉପଜିଲ୍ଲାପାଳଙ୍କ ତଦନ୍ତ।

ରାୟଗଡା,୨୧/୦୫(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ବିଦ୍ୟାଳୟ କୋବିଡ଼ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ ସମ୍ପର୍କରେ ରୋଗୀଙ୍କ ଅଭିଯୋଗ ଥିଲେମଧ୍ୟ କେହି ପାଟି ଖୋଲୁ ନ ଥିଲେ,ମାତ୍ର ଗୁଣୁପୁରର ତିରୁପତି ବାଉରି…
Read More...

ମୁଖ୍ୟମନ୍ତ୍ରୀ ଓ ବିଧାୟିକାଙ୍କ ସହାୟତାରେ ଦୁବାଇ ରୁ ଗୁଡ଼ିଆଳି ଗ୍ରାମରେ ପହଁଚିଲା ଶ୍ରମିକଙ୍କ ମୃତ ଶରୀର ।

କୋଦଳା,୨୧/୦୫(ପିପିଟି); ମର୍ଦ୍ଦମେଖ ପଞ୍ଚାୟତ ତଥା ପଞ୍ଚାୟତ ପ୍ରତିନିଧିଙ୍କ ଅନୁରୋଧ ପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…
Read More...

ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ତରଫରୁ…

ଜଗତସିଂହପୁର,୨୧/୦୫(ପିପିଟି); ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଆହ୍ବାନ କ୍ରମେ ନଗର କଂଗ୍ରେସ ତରଫରୁ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ରାଜୀବ…
Read More...

ଦାଦନ ଦୁଃଖ: ଶ୍ରମିକ ହୋଇ ଯାଇଥିଲା,ଶବ ହୋଇ ଫେରିଲା ।

ମାଲକାନଗିରି,୨୧/୦୫(ପିପିଟି); ମାଲକାନଗିରିରେ ଗରିବ ଲୋକମାନଙ୍କ ପେଟ ପୋଷିବାକୁ କାମର ଘୋର ଅଭାବ । ଏଣୁ ଅଧିକାଂଶ ସମୟରେ ଦାଦନ ଖଟିବା ପାଇଁ ମାଲକାନଗିରି ଜିଲ୍ଲାରୁ ଶହ ଶହ ଶ୍ରମଜୀବୀ ଆନ୍ଧ ପ୍ରଦେଶ ଏବଂ ତେଲେଙ୍ଗାନା…
Read More...

ହିଞ୍ଜିଳି ଯୁବ କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ଦିବସ ପାଳିତ ।

ହିଞ୍ଜିଳିକାଟୁ,୨୧/୦୫(ପିପିଟି); ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ତରଫରୁ ପାଳିତ ହେବା ସହ, ଗରିବଙ୍କୁ ଖାଦ୍ୟ ପୁଡିଆ…
Read More...

ବାହାଘର ଭୋଜି ଉପରେ ଚଢ଼ାଉ କଲେ ତହସିଲଦାର ଓ ପୋଲିସ, ବନ୍ଧା ହେଲେ ଅୟୋଜକ ।

ଶେରଗଡ, ୨୧/୦୫(ପିପିଟି); ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନତା ଓ ଲକ୍ ଡ଼ାଉନ୍ ସର୍ଟ ଡ଼ାଉନ ସ୍ୱତ୍ତେ ବି କୋଭିଡ ନିୟମ ଉଲ୍ଲଂଘନ କରିବାର ଦେଖିବାକୁ ମିଳିଛି ଶେରଗଡ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶେରଗଡ଼ ବ୍ଲକ…
Read More...

ଗାଁ କୁ ଗାଁ ବୁଲି ପଟ୍ଟା ବଣ୍ଟନ କଲେ ତହସିଲଦାର ।

ଶେରଗଡ,୨୧/୦୫(ପିପିଟି); କରୋନା ମହା ମାରମାରୀ ସମୟରେ ରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ…
Read More...

ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଭଞ୍ଜନଗର,୨୧/୦୫(ପିପିଟି); ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ବଳିଦାନ ଦିବସ।ଏହି ଅବସରରେ ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା।…
Read More...

ଘରୋଇ କଳିରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ।

ଭଞ୍ଜନଗର,୨୧/୦୫(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ବଡ ପଥରା ଗ୍ରାମରେ ଘରୋଇ କଳିକୁ ନେଇ ଜଣେ ମହିଳା ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଏହି ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ…
Read More...