Browsing Category

ଜିଲ୍ଲା

ନାଗ ସାପକୁ ଅମ୍ଳଜାନ ଦେଇ ଛାଡିଲେ ଜଙ୍ଗଲରେ ।

ମାଲକାନଗିରି,ତା:୨୭/୦୫(ପିପିଟି); ଯେ କୌଣସି ପ୍ରାଣୀ ଜୀଇଁବାକୁ ହେଲେ ଅମ୍ଳଜାନ ଆବଶ୍ଯକ । ଅମ୍ଳଜାନ ଅଭାବରେ ଜୀବନ ଯିବା ସୁନିଶ୍ଚିତ । ଏମିତି ଘଟଣା ଦେଖିବାକୁ ମିଳିଛି ନାଗ ସାପ କ୍ଷେତ୍ରରେ । ଆଜି ମାଲକାନଗିରି ସଦର ମହକୁମା…
Read More...

ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ :କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ ।

ବାଲିଗୁଡା,୨୭/୫.(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଖମନପଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଡ଼ାକୁନ୍ଦେଲି…
Read More...

ଜୁଆ ଆଡ୍ଡା ଉପରେ ପାଟପୁର ପୋଲିସର ଅତର୍କିତ ଚଢ଼ାଉ; ନଗଦ ୨୬,୧୦୦ ଟଙ୍କା ସହ ୧୦ ଜୁଆଡି ଗିରଫ ।

ସାନଖେମୁଣ୍ଡି,୨୭/୦୫(ପିପିଟି); କରୋନା ମହାମାରୀ ଯୋଗୁଁ ସାର ଦେଶ ଏବେ ଲକ୍ ଡାଉନ୍ ରେ । କରୋନା କବଳରୁ ଜନ ସାଧାରଣଙ୍କୁ କିଭଳି ରକ୍ଷା କରାଯାଇପାରିବ ସେଥି ପ୍ରତି ଧ୍ୟାନ ଦେଇ ପ୍ରଶାସନ ଦିନ ରାତି ଏକ କରିଛନ୍ତି । ଏଭଳି…
Read More...

ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦ କଲେ ଚାଷୀଙ୍କୁ ଅନ୍ୟାୟପୂର୍ଣ ଗିରଫ । ଆସିକା,ତା ୨୭/୦୫(ପିପିଟି); ହାତରେ ଟୋକନ ଥାଇ ଚାଷୀକୂଳର ଧାନ ସରକାର ନ ଉଠାଇବା ଯୋଗୁଁ ଗତ ୪ ମାର୍ଚ୍ଚ ୨୦୨୧ରେ ଧାନ ବିକ୍ରୀ ପାଇଁ ବ୍ରହ୍ମପୁର…
Read More...

ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ଘଟଣା; ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ…

ବାଲିଗୁଡ଼ା,୨୭/୦୫(ପିପିଟି): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା…
Read More...

ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ।

ଭଞ୍ଜନଗର,୨୭/୦୫(ପିପିଟି); ଖରା ତରାକୁ ଖାତିରି ନକରି ସମାଜ କୁ ଉଚିତ ଦିଗଦର୍ଶନ ଦେବାପାଇଁ ସଦାସର୍ବଦା ସାମ୍ବାଦିକ ମାନେ ଆଗେଇ ଆସିଥିବା ବେଳେ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଣ୍ଠରୋଧ କରିବା ସହ ସେମାନଙ୍କ…
Read More...

ସିଲେରୁ ନଦୀରେ ନୌକା ଦୁର୍ଘଟଣା:୮ ମୃତ ଦେହ ଉଦ୍ଧାର;ପ୍ରତ୍ଯେକଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ।

ମାଲକାନଗିରି,୨୭/୦୫(ପିପିଟି); ଗତ ୨୪ ତାରିଖ ସୋମବାର ଦିନ ଥିଲା ଏକ କାଳ ରାତି । କିଏ ଜାଣିଥିଲା କାହା ଜୀବନ ପ୍ରଦୀପ କେତେ ବେଳେ ନିର୍ବାପିତ ହୋଇଯିବ । ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଥିବା ପରିବାରଙ୍କ ଭାଗ୍ଯ ବଦଳି…
Read More...

ସ୍ବାମୀର ମାଡରେ ସ୍ତ୍ରୀ ମୃତ:ସ୍ବାମୀ ଗଲା ଜେଲ୍ ।

ମାଲକାନଗିରି,ତା:୨୭/୦୫(ପିପିଟି); କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ ।କ୍ଷଣିକ ଉତ୍ତେଜନାରେ ପରିସ୍ଥିତି ବଦଳିଯାଏ । ମଣିଷ ଶେଷରେ ଦୋଶୀ ସାବ୍ଯସ୍ତ ହୋଇ ଜେଲ ଦଣ୍ଡ ଶୋଗିବାକୁ ବାଧ୍ଯ ହୋଇଥାଏ । ଏମିତି ଏକ ଘଟଣା ଅଭାବନୀୟ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୭୩୬।

ଭୁବନେଶ୍ବର ୨୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୭୩୬। ପଜିଟିଭ ସଂଖ୍ୟା ୭,୩୨,୭୩୯ ଚିହ୍ନଟ ହୋଇଛନ୍ତି ୬,୨୩,୬୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୪୪୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୬୧୮ ଜଣଙ୍କର ମୃତ୍ୟୁ…
Read More...

ମଣିଷ ବଦଳରେ କାର୍ଯ୍ଯ କରୁଛି ମେସିନ, କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି।

ଚିକିଟି,୨୬/୦୫(ପିପିଟି); କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରେଇ କାମ ନପାଇ ହଇରାଣ ହେଉଥିବା ବେଳେ ସରକାର ମନରେଗା ରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି ବୋଲି କହୁଥିବା ବେଳେ ମାଷ୍ଟର ରୋଲ୍ ରେ ନାଁ ବାହାର କରିଦେଇ ଲୋକେ…
Read More...