Browsing Category

ଜିଲ୍ଲା

କୋଭିଡ଼୍ ନିୟମ ଉଲ୍ଲଂଘନ ,ବାହାଘର ଭୋଜି ଉପରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ।

ହିଞ୍ଜିଳିକାଟୁ,୩୦/୦୫(ପିପିଟି);ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ନାରାୟଣପୁରୁ ଗ୍ରାମରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାହାଘର ଭୋଜି ହେଉଥିବା ଖବର ପାଇ ହିଞ୍ଜିଳି ଏନଫୋର୍ସମେଣ୍ଟ ଟିମ୍ ଅଚାନକ ଚଢ଼ାଉ କରିଥିଲେ । ଉକ୍ତ…
Read More...

ବେଲଗୁଣ୍ଠା ପୋଲିସ,ପ୍ରେସ କ୍ଲବ ଓ ମହିଳା ଶକ୍ତି ତରଫରୁ ରକ୍ତଦାନ ଶିବିର ।

ଗାଙ୍ଗପୁର,୩୦/୦୫(ପିପିଟି); କରୋନା କଟକଣା ଯୋଗୁଁ ବହୁ ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ହେଉଥିବା ରକ୍ତଦାନ ଶିବିର ମଧ୍ୟ ବନ୍ଦ ରହିଛି। ଯାହା ଫଳରେ ଚଳିତ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତର…
Read More...

୪୬ ନଂ ଜୋନରେ ବିଧାୟିକାଙ୍କ ଦ୍ବାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

କୋଦଳା,୩୦/୦୫(ପିପିଟି); ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି । କିନ୍ତୁ କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି । ବର୍ତ୍ତମାନ ଏହାକୁ ଆହୁରି ଅଧିକ ସଂଗ୍ରାମ କରିବାକୁ ନେଇ ବିଧାୟକ…
Read More...

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ; ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମଯୋଗୁଁ ଯୁବତୀ…

ବାଲିଗୁଡା,୩୦/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା। ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି।…
Read More...

କଂଗ୍ରେସ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ ।

ଭଞ୍ଜନଗର,୩୦/୦୫(ପିପିଟି); ଗତ ଶୁକ୍ରବାର ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତ କାଠ ଚିରା ଗ୍ରାମ ଆଦିବାସୀ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ସେମାନେ ଦୁଃଖ କଷ୍ଟରେ ଦିନ କାଟୁଥିବା ଖବର…
Read More...

ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

ବ୍ରହ୍ମପୁର,ତା.୩୦/୦୫(ପିପିଟି); ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ସଂଘର କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ…
Read More...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ନେବାକୁ ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ଅଟୋ ଡ୍ରାଇଭର ମଧ୍ୟରେ ଝଗଡ଼ା ।

ବୋଲଗଡ଼,୩୦/୦୫(ପିପିଟି),ଖୋର୍ଦ୍ଧା ଜିଲ୍ଲା ସୁନଖଳା ଅନ୍ତର୍ଗତ ବାୟାପଲ୍ଲୀ ଗ୍ରାମର ପାଣୁ ସେଠୀଙ୍କ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଣୁ ସେଠୀଙ୍କ ପରିବାର ଆର୍ଥିକ ଅନଗ୍ରସର…
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ ।

ବେଲଗୁଣ୍ଠା,୩୦/୦୫(ପିପିଟି), ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ ବିଞ୍ଚଣା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ପଣ୍ଡା(୭୮) ଙ୍କ ବିୟୋଗ ଘଟିଛି । ସ୍ଵର୍ଗତ ପଣ୍ଡା କିଛି ଦିନ ଧରି ଜ୍ଵରରେ ଆକ୍ରାନ୍ତ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୫୪୧।

ଭୁବନେଶ୍ବର ୩୦/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୫୪୧। ପଜିଟିଭ ସଂଖ୍ୟା ୭,୫୬,୬୮୪ ଚିହ୍ନଟ ହୋଇଛନ୍ତି ୬,୫୮,୬୪୬ ଜଣ ସୁସ୍ଥ ହୋଇଥିବା ବେଳେ ୯୫,୨୬୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୧୯ ଜଣଙ୍କର ମୃତ୍ୟୁ…
Read More...

ଆମ୍ବ ଗୋଟେଇବା ହେଲା କାଳ, ବଜ୍ରପାତରେ ଯୁବତୀର ହେଲା ମୃତ୍ୟୁ।

ରାୟଗଡା,୨୯/୦୫(ପିପିଟି); ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ଜଣେ ଝିଅର ମୃତ୍ୟୁ…
Read More...