Browsing Category

ଜିଲ୍ଲା

ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ରାମନାଗୁଡ଼ା ବ୍ଲକର ୧୭ ଜଣ କିନ୍ନର।

ରାୟଗଡା,୩୧/୦୫(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ୧୭ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି।ଏଣିକି ସେମାନେ ମାସିକ ୫୦୦ଟଙ୍କା ଲେଖାଏଁ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୋଭିଡ…
Read More...

ମାଥିଲି ରେଞ୍ଜରେ ୨୦ ହଜାର ଚାରା ପୋଡି ନଷ୍ଟ,୨ ଜଣ ଅଟକ।

ମାଲକାନଗିରି,ତା:୩୧/୦୫(ପିପିଟି); ମାଥିଲି ବନାଞ୍ଚଳ ଅଧିନରେ ଥିବା କୁଲାବେଡା ଅଞ୍ଚଳରେ ବନ ବିଭାଗ ଦ୍ବାରା ଆମ ଜଙ୍ଗଲ ଯୋଜନାରେ ୨୦ ହଜାର ଚାରା ଉପୁଜା ଯାଇଥିବା ବେଳେ ଗତ କାଲି ରାତିରେ ଦୁ୍ର୍ବୃତ୍ତମାନେ ଉକ୍ତ ଚାରାରେ…
Read More...

ଅଗ୍ନି ବିପନ୍ନ ପରିବାର ମାନଙ୍କୁ ସହାୟତାର ହାତ ବଢ଼ାଇଲା ହେଲ୍ପ ଇଣ୍ଡିଆ ।

ଭଞ୍ଜନଗର,୩୧/୦୫(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତୁରୁମୁ ପଞ୍ଚାୟତର କାଠଚିରା ଗ୍ରାମରେ ଆଦିବାସୀ ସାହିରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାର ର ଲୋକେ ବର୍ତ୍ତମାନ ନାହିଁନଥିବା ଅସୁବିଧାର…
Read More...

ହିଞ୍ଜିଳିରେ ଚୋରା ମଦ କାରବାର ରୋକିବାରେ ଅବକାରୀ ବିଭାଗ ବିଫଳ ।

ବ୍ରହ୍ମପୁର,୩୧/୦୫(ପିପିଟି);ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାର । କିନ୍ତୁ ମଦ ବିହୁନେ ସବୁ ଅଚଳ । ଜନ୍ମଦିନ ପାଳନ ଠାରୁ ଆରମ୍ଭ କରି ଶେଷ ଠିକଣା ପର୍ଯ୍ୟନ୍ତ ମଦର ପସରା ଚାଲିଛି । ଅନ୍ଯପଟେ ସରକାରଙ୍କ ମୋଟା ରକମର ରାଜସ୍ଵ…
Read More...

ରାଜ୍ୟରେ ନୂତନ  ସଂକ୍ରମିତ ସଂଖ୍ୟା ୮୩୧୩।

ଭୁବନେଶ୍ବର ୩୧/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୩୧୩। ପଜିଟିଭ ସଂଖ୍ୟା ୭,୬୪,୯୯୭ ଚିହ୍ନଟ ହୋଇଛନ୍ତି  ୬,୭୦,୫୩୭ ଜଣ ସୁସ୍ଥ ହୋଇଥିବା ବେଳେ ୯୧,୬୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୫୪ ଜଣଙ୍କର ମୃତ୍ୟୁ…
Read More...

ଲେଖକୀୟ ଅନ୍ତଃଦୃଷ୍ଟି ହିଁ ମାନବୀୟ ସାହିତ୍ୟ ସୃଷ୍ଟି କରେ; ସାନଖେମୁଣ୍ଡି ସାହିତ୍ୟ ସଂସଦର ଅନ୍ତର୍ଜାତୀୟ ଆଭାଷୀ ଆସର ।

ସାନଖେମୁଣ୍ଡି,୩୦/୦୫(ପିପିଟି); ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ "ସାହିତ୍ୟରେ ମାନବାଧିକାର "ସମ୍ପର୍କିତ ଏକ ଅନ୍ତର୍ଜାତୀୟ ଆଭାଷୀ ସାହିତ୍ୟ ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦର ମୁଖ୍ୟ ସମ୍ପାଦକ ଡ଼ଃ. ପ୍ରଣବାନନ୍ଦ…
Read More...

ମୋଦୀଙ୍କ ସପ୍ତମ ବର୍ଷ ଉପଲକ୍ଷେ ସ୍ୱଚ୍ଛ ଭାରତ ସହ ବ୍ୟାପକ ଜନ ହିତକର କାର୍ଯ୍ୟକ୍ରମ ।

ବାଲିଗୁଡା,୩୦/୦୫(ପିପିଟି): ବାଲିଗୁଡା ଏନଏସି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ…
Read More...

ବିଜେଡି ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।

ମାଲକାନଗିରି,୩୦/୦୫(ପିପିଟି);ରାଜ୍ଯରେ କରୋନା ମହାମାରୀର ବ୍ଯାପକ ସଂକ୍ରମଣ ଯୋଗୁଁ ରାଜ୍ୟରେ ଅନେକ  ରୋଗୀମାନଙ୍କର ବହୁତ ପରିମାଣରେ ରକ୍ତାଭାଵ ଦେଖା ଦେଇ ପାରେ । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଚିକିତ୍ସାରେ ଅବହେଳା ଅଭିଯୋଗ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ।

ରାୟଗଡ଼ା,୩୦/୦୫(ପିପିଟି);କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବବଧୂର ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା…
Read More...