Browsing Category
ଜିଲ୍ଲା
ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ପାଇଁ ସିପିଆଇ ଓ କୃଷକ ସଭା ପକ୍ଷରୁ ପଥପ୍ରାନ୍ତ ସଭା ।
ଏରସମା,୨୫/୦୯(ପିପିଟି): ଶନିବାର ଦିନ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଏରସମା ଜୋନ ସହ -ସମ୍ପାଦକ ସର୍ବେଶ୍ୱର ବେଉରା, ବାଲିତୁଠ ଜୋନ ସମ୍ପାଦକ ପ୍ରଫୁଲ୍ଲ ଦାସ…
Read More...
Read More...
ବିଶ୍ୱ ତାଇକୋଣ୍ଡା ଚାମ୍ପିୟନସିପରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ଖେଳାଳୀ ଏହେସାସ ଓ ଅନୁଷ୍କା ।
ଉଲୁଣ୍ଡା,୨୫/୦୯(ପିପିଟି): ପୁଣି ବିଦେଶରେ କମାଲ ଦେଖାଇବେ ଦୁଇ ଓଡ଼ିଆ କ୍ରୀଡ଼ାବିତ । ୟୁରୋପ ମହାଦେଶର ଆଲବେନିଆଠାରେ ଆସନ୍ତା ଅକ୍ଟୋବର ୧ ତରିଖରୁ ୫ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶ ଆଲବେନିଆଠାରେ ହେବାକୁ ଥିବା ବିଶ୍ୱ…
Read More...
Read More...
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମରଣ ଯନ୍ତା ପାଲଟିଛି : ପ୍ରଶାସନର ନିଘା ନାହିଁ ।
ବାଲିଗୁଡା,୨୫/୦୯(ପିପିଟି): ଗ୍ରାମ୍ୟ ଉନ୍ନୟନ ବିଭାଗର ରକ୍ଷଣା ବେକ୍ଷଣର ଅଭାବରୁ ଦାରିଙ୍ଗବାଡ଼ି ଠାରୁ ପର୍ତ୍ତମାହା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି।…
Read More...
Read More...
ଯୁବ ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା।
ପୋଲସରା,୨୫/୦୯(ପିପିଟି): ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ନିଜ କାର୍ଯ୍ୟ ଶୈଳିରେ ଲୋକ ମାନଙ୍କର ମନ ଜିଣି ପାରିଥିଲେ। ଧରିତ୍ରୀ ଖବର କାଗଜରୁ କ୍ରାଇମ ସାମ୍ବାଦିକ ଭାବେ ନିଜ ସାମ୍ବାଦିକତା…
Read More...
Read More...
ଶେରଗଡ଼ ପ୍ରେସ କ୍ଲବ ବୈଠକ ଓ ଶୋକସଭା ଅନୁଷ୍ଠିତ ।
ଶେରଗଡ, ୨୫/୦୯(ପିପିଟି): ଶେରଗଡ ପ୍ରେସ କ୍ଲବ ବୈଠକ ସଭାପତି ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ଓ଼ ଟିଭି ର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ କର୍ତ୍ତବ୍ୟ ସମୟରେ ଅକାଳ ବିୟୋଗକୁ ନେଇ ଶୋକ…
Read More...
Read More...
କବି ନୃସିଂହାନନ୍ଦ ମହାପାତ୍ର ପାଇଲେ ସାହିତ୍ୟ ରତ୍ନ ପୁରସ୍କାର ।
କନ୍ଧମାଳ,୨୫/୦୯(ପିପିଟି): କନ୍ଧମାଳଜିଲ୍ଲାର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ସମତା ସାହିତ୍ୟ ଏକାଡେମୀ, ନାଗପୁର, ମୁମ୍ବାଇ, ମହାରାଷ୍ଟ୍ର ତରଫରୁ…
Read More...
Read More...
ବାତ୍ୟା ପୂର୍ବ ଓ ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ।
ଛତ୍ରପୁର,୨୫/୦୯(ପିପିଟି): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ…
Read More...
Read More...
୧୧ ଦିନ ପରେ ବି ମିଳୁନି ବଡ଼ ନଦୀରେ ଭାସି ଯାଇଥିବା ପ୍ରଶାନ୍ତର ଠିକଣା; ଆଶା ଆଶଙ୍କାରେ ପରିବାର ।
ବେଲଗୁଣ୍ଠା,୨୫/୦୯(ପିପିଟି): ଏଗାର ଦିନ ହେଲା ନଦୀରେ ଭାସି ଯାଇଥିବା ପୁଅକୁ ଖୋଜି ପାଉନାହାନ୍ତି ପରିବାର ଲୋକ । ଯେଉଁ ପୁଅକୁ ଦେଖି ମାଆ ନିଜର କଷ୍ଟ ଭୁଲି ଯାଉଥିଲା ସେ ପୁଅ ଠାରୁ ସେ ଦଶ ଦିନ ହେବ ଶୁଣିନି ମାଆ ଡ଼ାକ । ଏଗାର…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୨ ।
ଭୁବନେଶ୍ବର ୨୫/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୨। ପଜିଟିଭ ସଂଖ୍ୟା ୧୦,୨୩,୭୩୫ ଚିହ୍ନଟ ହୋଇଛନ୍ତି ୧୦,୦୯,୫୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୩୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୭୦ ଜଣଙ୍କର ମୃତ୍ୟୁ…
Read More...
Read More...
୧୦ କ୍ବିଣ୍ଟାଲ ଗଞ୍ଜଇ ଜବତ, ଦୁଇ ଅଭିଯୁକ୍ତ ଗିରଫ ।
ମାଲକାନଗିରି, ତା:୨୫/୦୯(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସ ଏକ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ରୋକିବାରେ ମିଳିଛି ବଡ ସଫଳତା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...
Read More...