Browsing Category

ଜିଲ୍ଲା

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୯୭।

ଭୁବନେଶ୍ବର ୧୦/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୯୭। ପଜିଟିଭ ସଂଖ୍ୟା ୮,୩୭,୨୨୬ ଚିହ୍ନଟ ହୋଇଛନ୍ତି ୭,୬୪,୬୭୩ ଜଣ ସୁସ୍ଥ ହୋଇଥିବା ବେଳେ ୬୯,୩୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୧୬୭ ଜଣଙ୍କର ମୃତ୍ୟୁ…
Read More...

ଆନ୍ଧ୍ର ଓଡିଶା ସୀମାନ୍ତ କେରେଡାଗେଟ ଗସ୍ତକରି ସ୍ଥିତି ଅନୁଧ୍ୟାନ କଲେ ରାୟଗଡା ଜିଲ୍ଲାପାଳ।

ରାୟଗଡା,୦୯/୦୬(ପିପିଟି); ଆଜି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଚେକପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ…
Read More...

ଘର ଟିକସ ବୃଦ୍ଧି ପ୍ରସଙ୍ଗ;ବର୍ଦ୍ଧିତ ଟିକସ ଆଦାୟ କରିପାରିବ ନାହିଁ ବ୍ରହ୍ମପୁର ପୌର ନିଗମ ।

ବ୍ରହ୍ମପୁର,୦୯/୦୬(ପିପିଟି)କୌଣସି ନିୟମ କାନୁନ କୁ ସମ୍ମାନ ନ ଜଣାଇ ମନ ଇଛା ଘର ପାନୁ ବୃଦ୍ଧି କରିଥିବା ବ୍ରହ୍ମପୁର ପୌରସଂସ୍ଥା ବର୍ଦ୍ଧିତ ଘର ପାନୁ ଆଦାୟ କରି ପାରିବ ନାହିଁ, ଅତଏବ ପୁରୁଣା ଦରରେ ଲୋକେ ଘର ପାନୁ ଦେବେ ବୋଲି…
Read More...

ବୟାଳିଶମୌଜ଼ା ନଦୀ ବନ୍ଧର ଉନ୍ନତି ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦର ସଭାପତି…

କଟକ,୦୯/୦୬(ପିପିଟି); କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଞ୍ଚାୟତ ଗୋପୀନାଥ ମନ୍ଦିର ନିକଟରେ ସିଢୁଆ ନଦୀ ବନ୍ଧ ୯୫(ଖ) ପଥର ପ୍ୟାକିଙ୍ଗ କିଛି ଅଂଶ ଧସିଜାଇଛି ଯାହାଫଳରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ…
Read More...

ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡା ବଜ଼ାରରେ ପ୍ରବଳ ଭିଡ଼ : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ଟି ଦୋକାନକୁ ସିଲ…

ବାଲିଗୁଡା,୦୯/୦୬.(ପିପିଟି):ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ…
Read More...

ବିର୍ସାମୁଣ୍ଡାଙ୍କ ୧୨୧ତମ ତିରୋଧାନ ଦିବସ ପାଳିତ।

ରାୟଗଡା,୦୯/୦୬(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର,ଗୁଡାରୀ, ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୨୧ତମ ତିରୋଧାନ ଦିବସ ପାଳିତ ହୋଇଛି।୧୫ ନଭେମ୍ବର ୧୮୭୫ ମସିହାରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାର…
Read More...

ବଡ଼ କୋଦଣ୍ଡା ଉଚ୍ଚବିଦ୍ୟାଳୟ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ।

ଭଞ୍ଜନଗର,୦୯/୦୬(ପିପିଟି); ଲକ୍ ଡ଼ାଉନ୍ ସମୟରେ ବହୁ ଗରୀବ ଅସହାୟ ଭୋକ ଉପାସରେ ଦିନ କାଟୁଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭଞ୍ଜନଗର ବ୍ଳକ୍ ବଡ଼ କୋଦଣ୍ଡା ସ୍ଥିତ ଜବାହର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ…
Read More...

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ ।

ବେଲଗୁଣ୍ଠା,୦୯/୦୬(ପିପିଟି), ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିକଟରେ…
Read More...

ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ,୩ ଗୁରୁତର ।

ଭଞ୍ଜନଗର,୦୯/୦୬(ପିପିଟି); ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ ଭଞ୍ଜନଗର ଠାରୁ ରାଉରକେଲା ଅଭିମୁଖେ ଗୋଟିଏ ପରିବାରର ୪ଜଣ ସଦସ୍ୟ ଏକ କାର ଯୋଗେ ଯାଉଥିବା ବେଳେ ବୌଦ୍ଧ ପୂର୍ବରୁ ଚାରିଛକ ନିକଟରେ ଦୁର୍ଘଟଣା ଘଟି ସ୍ୱାମୀ…
Read More...

ବିଷାକ୍ତ ସର୍ପ ଦଂଶନ ରେ ଯୁବକ ମୃତ ।

କୋଦଳା,୦୯/୦୬(ପିପିଟି);ବିଷାକ୍ତ ସର୍ପ ଦଂଶନ ରେ ଜଣେ ମୃତ ହୋଇଥିବା ନେଇ କୋଦଳା ଥାନରେ ଏତଲା ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ବାଇଦିପଡା ଗ୍ରାମର ଉଛବ ଶବରଙ୍କ ପୁତ୍ର ସନ୍ତୋଷ…
Read More...