Browsing Category

ଜିଲ୍ଲା

କନ୍ଧମାଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସଦର ମହକୁମାରେ ରହି ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ…

କନ୍ଧମାଳ,୧୧/୦୬(ପିପିଟି): ଚଳିତ ମାସ ୧୦ ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ ଆଶଙ୍କା ଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ…
Read More...

ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି;ମାଲକାନଗିରି ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା ।

ମାଲକାନଗିରି,ତା:୧୧/୦୬(ପିପିଟି);ମାଲକାନଗିରି ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଡିଓଙ୍କ ଦାବି ମୁତାବକ ପିସି ନଦେବାରୁ ୫ ମାସ ହେଲା ୧୬ ଲକ୍ଷ ୫୮…
Read More...

କନ୍ଧମାଳ କଳା ବିକାଶ କେନ୍ଦ୍ରର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବାଲିଗୁଡା,୧୧/୦୬(ପିପିଟି): ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ଦେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ଏହାରି ଭିତରେ ସବୁଠାରୁ ଅଧିକ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୩୫।

ଭୁବନେଶ୍ବର ୧୧/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୩୫। ପଜିଟିଭ ସଂଖ୍ୟା ୮,୪୨,୪୬୧ ଚିହ୍ନଟ ହୋଇଛନ୍ତି ୭,୭୨,୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୬୬,୨୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୨୧୦ ଜଣଙ୍କର ମୃତ୍ୟୁ…
Read More...

କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ କରୋନା ସଚେତନତା ।

ବାଲିଗୁଡା,୧୦/୦୬(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ କରୋନା କବଳରୁ ସୁରକ୍ଷା ପାଇଁ ଜରୁରୀ ହୋଇ ପଡ଼ିଛି।…
Read More...

କରୋନା କଟକଣା ମଧ୍ୟରେ ପାଳିତ ହେଲା ସାବିତ୍ରୀ ବ୍ରତ ।

ଉଲୁଣ୍ଡା,୧୦/୦୬(ପିପିଟି); ଜଣେ ସ୍ତ୍ରୀ ପାଇଁ ସ୍ବାମୀ ହେଉଛନ୍ତି ସଙ୍ଖା, ସିନ୍ଦୁର ଓ ସ୍ବାଭିମାନ ।ସ୍ବାମୀ ଇହକାଳ ଓ ପରକାଳର ଦେବତା , ସାତ ଜନମର ସାଥି , ନିଶ୍ବାସ, ବିଶ୍ବାସ ଓ ଭାଗ୍ୟବିଧାତା ସେଥିପାଇଁ ତ ସ୍ବାମୀର ଶୁଭ…
Read More...

କରୋନା ଯୋଗୁଁ ଘରେ ଘରେ ପାଳିଲେ ସାବିତ୍ରୀ ପୂଜା ।

ବାଲିଗୁଡା,୧୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ସାବିତ୍ରୀ ପୂଜା ଅବସରରେ ସବୁ ଧର୍ମାନୁଷ୍ଠାନରେ ଲାଗିଛି କରୋନା କଟକଣା । ସେ ନେଇ ସହରର ଥିବା ବିଭିନ୍ନ ମନ୍ଦିର ପରିସର ଗୁଡିକ ପୁରା ଖାଁ ଖାଁ ରହୁଥିବା…
Read More...

ସାବଧାନ ରୁହନ୍ତୁ; ମାତିଛନ୍ତି ସାଇବର ଠକ ।

ଭଞ୍ଜନଗର,୧୦/୦୬(ପିପିଟି); ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ସାଇବର କ୍ରାଇମ। ନୂଆ ନୂଆ ଉପାୟ ଅବଲମ୍ବନ କରି ସାଧାରଣ ଲୋକଙ୍କୁ ଠକି ସର୍ବସ୍ୱାନ୍ତ କରି ଦେଉଛନ୍ତି ଏହି ଠକ ମାନେ।ଭଞ୍ଜନଗର ଅଞ୍ଚଳରେ ମଧ୍ୟ ଏମିତି ଅନେକ…
Read More...

କାଳବୈଶାଖୀର ତାଣ୍ଡବ: ବଜ୍ରାଘାତରେ ୬ ଗାଈ ମୃତ୍ୟୁ ।

ବାଲିଗୁଡା,୧୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।ଏ ନେଇ ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରାଘାତରେ ୬ ଗୋରୁ ମୃତ୍ୟୁ ବରଣ କରିଥିବା…
Read More...

ହାତୀ ଆକ୍ରମଣରେ ଜଣେ ମୃତ; ଅନ୍ୟ ଜଣେ ଗୁରୁତର ।

ବେଲଗୁଣ୍ଠା,୧୦/୦୬(ପିପିଟି);ବେଲ ଗୁଣ୍ଠା ବ୍ଲକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବାଲିପଦର ସେକ୍ସନର ଜିଲିବା ଏବଂ ବଙ୍କା ଗ୍ରାମରେ ଆଜି ସକାଳୁ ହାତୀ ଆକ୍ରମଣରେ ପୃଥକ ଭାବରେ ଦୁଇଟି ଘଟଣା ଘଟିଛି,…
Read More...