Browsing Category

ଜିଲ୍ଲା

ସପ୍ତାହନ୍ତ ସଟଡାଉନ ରେ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ…

ଭଞ୍ଜନଗର,୧୩/୦୬(ପିପିଟି);କୋରନା ମହାମାରୀ ପାଇଁ ବର୍ତ୍ତମାନ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଗରିବ ଅସହାୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଆଜି ସପ୍ତାହନ୍ତ ସଟଡାଉନର ରବିବାର ଶେଷ…
Read More...

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ ।

କନ୍ଧମାଳ,୧୩/୦୬(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଖଜୁରୀପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପ୍ରକାଶ…
Read More...

ଗାଁ କଲ୍ୟାଣ ସମିତି ତରଫରୁ ସଚେତନତା ପ୍ରଚାର ଅଭିଯାନ ଶୁଭାରମ୍ଭ ।

ରାୟଗଡା,୧୩/୦୬(ପିପିଟି);ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁଟ୍ରାଗଡ ଗାଁ କଲ୍ୟାଣ ସମିତି ତରଫରୁ ସଚେତନତା ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସରକାରଙ୍କ ଦ୍ୱାରା ଯେଉଁ ଗ୍ରାମ ମାନଙ୍କରେ ଟୀକାକରଣ ଶିବିର…
Read More...

ଦୁର୍ଘଟଣାରେ ଆହତ ହୋଇ କୋମାରେ ଥିବା ନରେନ୍ଦ୍ରଙ୍କ ଚିକିତ୍ସା ପାଇଁ ପୋଲସରା ବିଧାୟକ ୫୦ ହଜାର ଟଙ୍କା ପ୍ରଦାନ କଲେ।

ପୋଲସରା,୧୩/୦୬(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମର ନରେନ୍ଦ୍ର ପଲେଇ (ବୟସ ୨୭) ୦୬.୦୬.୨୦୨୧ ତାରିଖ ଦିନ ବୁଗୁଡା ତାକରଡା ଛକ ଠାରେ ଗାଡ଼ି ଦୁର୍ଘଟଣାରେ ମସ୍ତିଷ୍କ ଆଘାତ ହୋଇ କୋମା ଅବସ୍ଥାରେ…
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ ପଞ୍ଚାୟତବାସୀଙ୍କୁ ମାସ୍କ ସାନିଟାଇଜର ବଣ୍ଟନ ସହ କରୋନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର,୧୩/୦୬(ପିପିଟି); ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଙ୍ଗିପୁର ପଞ୍ଚାୟତର ଗାଁ କଲ୍ୟାଣ ସମିତି ପକ୍ଷରୁ ପଞ୍ଚାୟତର ୫ଶହ ଲୋକଙ୍କ ପାଇଁ ମାସ୍କ , ସାନିଟାଇଜର, ସାବୁନ ବଣ୍ଟନ କାର୍ଯ୍ୟକ୍ରମ କରୋନା ନିୟମ ମାନି ସାମାଜିକ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୪୬୯।

ଭୁବନେଶ୍ବର ୧୩/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୬୯। ପଜିଟିଭ ସଂଖ୍ୟା ୮,୫୧,୭୮୨ ଚିହ୍ନଟ ହୋଇଛନ୍ତି ୭,୮୯,୦୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୯,୩୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୩୦୨ ଜଣଙ୍କର ମୃତ୍ୟୁ…
Read More...

ଇଞ୍ଜେକ୍ସନ ନ ମିଳିବାରୁ ସାପ କାମୁଡାରେ ୮ ବର୍ଷର ଶିଶୁର ମୃତ୍ୟୁ :ତଦନ୍ତ ଦାବି।

ବାଲିଗୁଡା,୧୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ରଣଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ସାପ କାମୁଡ଼ାରେ ୮ ବର୍ଷର ଶିଶୁର ମୃତ୍ୟୁ ଘଟି ଥିବା ସୂଚନା…
Read More...

ବଜ୍ରାଘାତ ରେ ଗାଈଚରାଳୀଙ୍କ ମୃତ୍ଯୁ।

କବିସୂର୍ଯ୍ଯ ନଗର,୧୨/୦୬(ପିପିଟି); ପୁରୁଷୋତ୍ତମପୁର ବ୍ଳକର ବଡଖରିଡା ପଞ୍ଚାୟତ ଅନ୍ତର୍ଗତ ସାମନ୍ତରତ୍ନ ପଲ୍ଲୀ ଗ୍ରାମର ରବିନ୍ଦ୍ର ଗୌଡ (୩୦) ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ…
Read More...

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା ।

ବାଲିଗୁଡ଼ା,୧୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପାର୍ଥବ ନାୟକଙ୍କ ବିୟୋଗରେ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି…
Read More...

ଲଗାଣ ବର୍ଷାରେ ଭିଜୁଛି ଧାନ, ଟୋକେନ୍ ମିଳିବା ପରେ ମଧ୍ୟ ମଣ୍ଡିରେ ନେଉନାହାଁନ୍ତି।

ରାୟଗଡା,୧୨/୦୬(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁମୁଡା ନିୟନ୍ତ୍ରିତ ବଜାର କମିଟି ଗୋଷ୍ଠୀଖଳାରେ, ପ୍ରାକମୌସୁମୀ ଓ ଲଘୁଚାପଜନିତ ବର୍ଷାରେ ଚାଷୀଙ୍କ ଧାନ ଭିଜୁଛି। ପର୍ଯ୍ୟାପ୍ତ ପରିମାଣ ସ୍ଥାନ ଅଭାବରୁ ବାହାରେ…
Read More...